ETV Bharat / city

ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଦିନକରେ 3 ଜଣ ମୃତ୍ୟୁ

author img

By

Published : Dec 25, 2020, 1:12 PM IST

ଆଜି(ଶୁକ୍ରବାର) ଦିନକରେ କୋରୋନାରେ 3 ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1,853 କୁ ବୃଦ୍ଧି ପାଇଛି ।

ଆଜି କୋରୋନାରେ 3ଜଣଙ୍କ ମୃତ୍ୟୁ
ଆଜି କୋରୋନାରେ 3ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: କମୁଛି କୋରୋନା ମୃତ୍ୟୁ ସଂଖ୍ୟା । ଆଜି(ଶୁକ୍ରବାର) ଦିନକରେ କୋରୋନାରେ 3 ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1,853କୁ ବୃଦ୍ଧି ପାଇଛି।

ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି । ରାଜ୍ୟରେ ପୁଣି କୋରୋନା ନେଲା 3 ଜଣଙ୍କ ମୁଣ୍ଡ। ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ରାଜ୍ୟରେ ପୁଣି କୋରୋନାରେ 3 ଜଣଙ୍କ ମୁଣ୍ଡ ଗଡ଼ିଛି।

କୋରୋନାରେ ଆଜି ଆଖି ବୁଜିଥିବା 3 ଜଣଙ୍କ ମଧ୍ୟରେ ବାଲେଶ୍ଵର 55 ବର୍ଷର ପୁରୁଷ ଭୁବନେଶ୍ବର 70 ବର୍ଷର ମହିଳା, ଓ ଢେଙ୍କାନାଳର 47 ବର୍ଷର ପୁରୁଷ ରହିଛନ୍ତି। ତେବେ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 18 ଶହ 53 ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.