ETV Bharat / city

ଓଡିଶାରେ NTPC ସ୍ଥାପନ କରିବ 50ଟି ସାନିଟାରୀ ପ୍ରସ୍ତୁତି ୟୁନିଟ - ntpc open sanitary napkin unit in odisha

50ଟି କ୍ଷୁଦ୍ର ସାନିଟାରୀ ପ୍ୟାଡ ପ୍ରସ୍ତୁତି ୟୁନିଟ ସ୍ଥାପନ କରିବ ଓଡିଶା । ପ୍ରତ୍ୟେକ ୟୁନିଟରେ 6ରୁ 10ଜଣ ମହିଳା କାମ କରି ପାରିବେ । ପ୍ରତ୍ୟେକ ସାନିଟାରୀ ପ୍ୟାଡ୍‌ ଉତ୍ପାଦନ ୟୁନିଟ୍‌ ଦିନକୁ 1200ରୁ 2000 ପ୍ୟାଡ୍‌ ଉତ୍ପାଦନ କରିବ ।

NTPC
NTPC
author img

By

Published : Mar 21, 2020, 3:50 AM IST

ଭୁବନେଶ୍ବର: ଓଡିଶାରେ ଏନଟିପିସି ସ୍ଥାପନ କରିବ 50ଟି କ୍ଷୁଦ୍ର ସାନିଟାରୀ ପ୍ୟାଡ ପ୍ରସ୍ତୁତି ୟୁନିଟ। ଏନଟିପିସି, ସ୍ତ୍ରୀ ସ୍ବାଭିମାନ ଉଦ୍ୟୋଗକୁ ସହାୟତା କ୍ରମରେ ଓଡିଶାର 18ଟି ଜିଲ୍ଲାରେ 50ଟି କ୍ଷୁଦ୍ର ସାନିଟାରୀ ପ୍ୟାଡ୍‌ ତିଆରି ୟୁନିଟ୍‌ର ସ୍ଥାପନା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ପାଇଁ କମନ ସର୍ଭିସ ସେଣ୍ଟର(ସିଏସ୍‌ ସି) ଇ-ଗଭର୍ନାନ୍ସ୍‌ ଇଣ୍ଡିଆ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି ।

ଏନଟିପିସି ସାନିଟାରୀ ପ୍ୟାଡ ଉତ୍ପାଦନ ୟୁନିଟର ପ୍ରତିଷ୍ଠା ନିମନ୍ତେ 147ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ । ପ୍ରତ୍ୟେକ ସାନିଟାରୀ ପ୍ୟାଡ୍‌ ଉତ୍ପାଦନ ୟୁନିଟ୍‌ ଦିନକୁ 1200ରୁ 2000 ପ୍ୟାଡ୍‌ ଉତ୍ପାଦନ କରିବ । ସିଏସ୍‌ସିକୁ 45,000ରୁ 50,000 ପ୍ୟାଡ୍‌ ନିମନ୍ତେ କଞ୍ଚାମାଲ୍‌ ଯୋଗାଇ ଦିଆଯାଉଅଛି । 8ଟି ପ୍ୟାଡ୍‌ ଥିବା ଗୋଟିଏ ପ୍ୟାକ୍‌ର ଦାମ୍‌ 40ଟଙ୍କା ରହିବ ।

ପ୍ରତ୍ୟେକ ୟୁନିଟରେ 6ରୁ 10ଜଣ ମହିଳା କାମ କରି ପାରିବେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.