ETV Bharat / city

ଓଡ଼ିଶାରେ NSG; ସୁଦର୍ଶନ ଭାରତ ପରିକ୍ରମାରେ ପହଁଚିଲେ ପୋଲିସ ସେବା ଭବନ

'ସୁଦର୍ଶନ ଭାରତ ପରିକ୍ରମା' ମାଧ୍ୟମରେ ସାରା ଭାରତ ଭ୍ରମଣ କରୁଛି ଏନଏସଜି ଟିମ। ରାଜ୍ୟ ପୋଲିସ ସେବା ଭବନରେ ଏନଏସଜି ଟିମକୁ ଜୋରଦାର ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ...

NSG Team reach odisha on sudarshan bharat parikrama
ଓଡ଼ିଶାରେ NSG ; ସୁଦର୍ଶନ ଭାରତ ପରିକ୍ରମାରେ ଭାରତ ଭ୍ରମଣ କରୁଛି ଏନଏସଜି ଟିମ
author img

By

Published : Oct 12, 2021, 10:13 PM IST

ଭୁବନେଶ୍ବର: ଓଡ଼ିଶାରେ ଏନଏସଜି ଟିମ । 'ସୁଦର୍ଶନ ଭାରତ ପରିକ୍ରମା' ମାଧ୍ୟମରେ ସାରା ଭାରତ ଭ୍ରମଣ କରୁଛି ଏନଏସଜି ଟିମ । ରାଜ୍ୟ ପୋଲିସ ସେବା ଭବନରେ ଏନଏସଜି ଟିମକୁ ଜୋରଦାର ସ୍ବାଗତ କରାଯାଇଛି । ପୋଲିସ ଡିଜି ଅଭୟ ଉପସ୍ଥିତି ରହି ଏନଏସଜି ଟିମକୁ ସ୍ବାଗତ କରିଥିଲେ ।

ଓଡ଼ିଶାରେ NSG ; ସୁଦର୍ଶନ ଭାରତ ପରିକ୍ରମାରେ ଭାରତ ଭ୍ରମଣ କରୁଛି ଏନଏସଜି ଟିମ

ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ସାରା ଦେଶର ବିଭିନ୍ନ ରାଜ୍ୟ ଭ୍ରମଣ କରୁଛି ଏସଏସଜି ଟିମ । ସୁଦର୍ଶନ ଭାରତ ପରିକ୍ରମା ମାଧ୍ୟମରେ ସାରା ଭାରତ ଭ୍ରମଣ କରୁଛି। ଏନଏସଜିର ବ୍ଲାକ କମାଣ୍ଡୋଙ୍କ ଏନଏସଜିର କାରରେ ପରିକ୍ରମା କାର୍ଯକ୍ରମ ଜାରି ରହିଛି । ଏକ ବିଶାଳ କାର‌ ରାଲି ଜରିଆରେ ୪୯ ଜଣିଆ ଏନଏସଜି କମାଣ୍ଡୋ ବିଭିନ୍ନ ରାଜ୍ୟରେ ଗସ୍ତ କରୁଛନ୍ତି। ଏହି ଅବସରରେ ଲୋକମାନଙ୍କୁ ମାଧ୍ୟମରେ ଦେଶପ୍ରେମ ଜାଗ୍ରତ କରିବା ସହ ଦେଶର ଏକତା ଓ ସଂହତି ପ୍ରତି ଲୋକଙ୍କୁ ସଚେତନ କରୁଛନ୍ତି , ଆମେ ବିଭିନ୍ନ ରାଜ୍ୟରେ ହେଲେ ମଧ୍ୟ ଆମେ ସବୁ ଏକ ବାର୍ତ୍ତା ଦେଉଛନ୍ତି ।

ଏହି ଅବସରରେ ଯୁବପିଢୀଙ୍କୁ ପ୍ରସ୍ତୁତ ରହିବା ପାଇଁ ଉପଦେଶ ଦେଇଛନ୍ତି ଏନଏସଜି ଅଧିକାରୀ । ଦେଶର ଯୁବପିଢୀ ନିଜକୁ କର୍ତ୍ତବ୍ୟ, କର୍ମଠ କରିବା ସହ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କହିଛନ୍ତି । ଓଡିଶା ପୋଲିସ ସେବା ଭବନରେ ଜୋରାଦର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡିଶାର ସାଂସ୍କୃତି, ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯାଇଥିଲା । ନଏସଜି କମାଣ୍ଡୋଙ୍କୁ ଦିଆଯାଇଥିବା ସ୍ବାଗତ ସମ୍ବର୍ଦ୍ଧନାକୁ ପ୍ରଶଂସା କରିଥିଲେ । ଏହା ପରେ ଏନଏସଜି ଟିମ୍ କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଏବଂ ମ୍ୟୁଜିୟମ ବୁଲିଥିଲେ ।

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସାରା ଭାରତ ଭ୍ରମଣରେ ବାହାରିଛି ଏନଏସଜି ଟିମ । ଉତ୍ତରପ୍ରଦେଶରେ ଆଗ୍ରା, ଲକ୍ଷ୍ନୌ, ବାରଣାସୀ ଏହାପରେ ଜାମସେଦପୁର ଦେଇ କୋଲକାତାରେ ପହଞ୍ଚିଥିଲା ଏନଏସଜି ଟିମ । ଏହା ପରେ ଆଜି ଓଡିଶାରେ ପହଞ୍ଚିଛି ଏନଏସିଜି ଟିମ । ସୂଚନାଥାଉକି ଆତଙ୍କବାଦୀ ଅପରେସନ ପାଇଁ ସ୍ବତନ୍ତ୍ର ଭାବରେ ଗଠନ କରାଯାଇଛି ଏନଏସଜି କମାଣ୍ଡୋ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.