ETV Bharat / city

ଏଣିକି ବିଏମସିର ଟ୍ୟାକ୍ସ ଆଦାୟ କରିବେ ଟ୍ରାନ୍ସଜେଣ୍ଡର - BMC signed Mou with TG sikruti

ଟିକସ ଖିଲାପକାରୀଙ୍କ ଘରକୁ ଯିବେ ଟ୍ରାନ୍ସଜେଣ୍ଡର । ଆଦାୟ କରିବେ ଟିକସ । ଅଧିକ ପଢନ୍ତୁ...

Transgender collect bmc holding tax
ଏଣିକି ବିଏମସିର ଟ୍ୟାକ୍ସ ଆଦାୟ କରିବେ ଟ୍ରାନ୍ସଜେଣ୍ଡର
author img

By

Published : Dec 18, 2019, 9:01 PM IST

ଭୁବନେଶ୍ବର: ଟିକସ ଖିଲାପକାରୀଙ୍କ ପାଇଁ ବିଏମସିର ନୂଆ ଯୋଜନା । ଟିକସ ଫାଙ୍କିଲେ ଘରକୁ ଯିବେ ଏସଏଚଜି ଗ୍ରୁପ । ଏନେଇ ଟ୍ରାନ୍ସଜେଣ୍ଡର ସ୍ବୀକୃତି ସ୍ବଂୟ ସହାୟକ ଗୋଷ୍ଠୀ (ତୃତୀୟ ଲିଙ୍ଗୀ ସଙ୍ଗଠନ) ସହ ଏମଓୟୁ ସ୍ବାକ୍ଷର କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ବୁଧବାର ଭୁବନେଶ୍ବରରେ ରାଜସ୍ବ ବୃଦ୍ଧି ନେଇ ଏକ ଅଭିନବ ପ୍ରୟାସ କରିଛି ବିଏମସି ।

Transgender collect bmc holding tax
ବିଏମସିର ଟ୍ୟାକ୍ସ ଆଦାୟ କରିବେ ଟ୍ରାନ୍ସଜେଣ୍ଡର

ଟ୍ରାନ୍ସଜେଣ୍ଡର ଏସଏଚଜି ଗ୍ରୁପ ସହ ବିଏମସିର ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିବାବେଳେ ଏମାନେ ହୋଲଡିଂ ଟିକସ ଓ ଟ୍ରେଡ ଲାଇନେସ୍ସ ଟିକସ ଫାଙ୍କୁଥିବା ଟିକସ ଆଦାୟ କରିବେ । ଏଥିପାଇଁ ସେମାନଙ୍କୁ ବିଏମସି ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯିବ । ବର୍ତ୍ତମାନ ପ୍ରାୟ 18-20କୋଟି ଟଙ୍କା ଟିକସ ବାକି ପଡିଛି । ତେଣୁ ରାଜସ୍ବ ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ।

ବିଏମସିର ଟ୍ୟାକ୍ସ ଆଦାୟ କରିବେ ଟ୍ରାନ୍ସଜେଣ୍ଡର

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଟିକସ ଫାଙ୍କୁଥିବା ଜନସାଧାରଣଙ୍କ ପାଇଁ ବିଏମସି ର ନୂଆ ଯୋଜନା।ରାଜସ୍ବ ଆଦାୟ ନେଇ ବିଏମସି ପକ୍ଷରୁ ଅଭିନବ ପ୍ରୟାସ।ତୃତୀୟଲିଙ୍ଗୀ ସଂଗଠନ ସହ ବୁଝାମଣା ସ୍ୱାକ୍ଷରିତ।

Body:ଟିକସ ଫାଂକୁଛନ୍ତି କି?ସାବଧାନ।ଟିକସ ଖିଲାପକାରୀ ଙ୍କ ପାଇଁ ବିଏମସି ର ନୂଆ ଯୋଜନା।ଟିଜି ସ୍ୱୀକ୍ରିତି ସ୍ୱୟଂ ସହାୟକ ଗୋଷ୍ଟି ସହ mou ସାଇନ କଲେ ବିଏମସି କତ୍ତୃପକ୍ଷ।ହୋଲଡିଂ ଟିକସ ଏବଂ ଟ୍ରେଡ଼ ଲାଇସେନ୍ସ ଟିକସ ଫାଙ୍କୁଥିବା ଭୁବନେଶ୍ୱର ବାସିନ୍ଦାଙ୍କ ଘରକୁ ଯିବେ ଏସଏଚଜି ।ଆଦାୟ କରିବେ ଟିକସ।ବୁଧବାର ଭୁବନେଶ୍ୱରରେ ରାଜସ୍ବ ବୃଦ୍ଧି ନେଇ ଏକ ଅଭିନବ ପ୍ରୟାସ କରିଛି ବିଏମସି।ବିଏମସି ପକ୍ଷରୁ ଭୁବନେଶ୍ୱର ଟିଜି ସୀକୃତି ଏସଏଚଜି ଗ୍ରୁପ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।ଏହାଦ୍ୱାରା ବିଏମସିର ରାଜସ୍ବ ବୃଦ୍ଧି ହେବ।ଏନେଇ ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ। ବୁଧବାର ଟ୍ରାନ୍ସଜେଣ୍ଡର ଏସଏଚଜି ଗ୍ରୁପ ସହ ବିଏମସି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।ହୋଲଡିଂ ଟିକସ,ଟ୍ରେଡ଼ ଲାଇସେନ୍ସ ଟିକସ ବଡ ଖିଲାପ କାରୀଙ୍କ ଠାରୁ ଟିକସ ଆଦାୟ କରିବେ।ବିଏମସି ପକ୍ଷରୁ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ।ଏଯାବତ ପ୍ରାୟ ୧୮-୨୦ କୋଟି ଟଙ୍କା ଟିକସ ବାକି ପଡିଛି,ତେଣୁ ଏଭଳି ଅଭିନବ ପ୍ରୟାସ ରାଜସ୍ବ ବୃଦ୍ଧି କରିବାରେ ସହାୟକ ହେବ ବୋଲି ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି। ରାଜସ୍ବ ବୃଦ୍ଧି ପାଇଁ,ଏଭଳି ଉଦ୍ୟମ ଖୁବଶୀଘ୍ର ଆରମ୍ଭ କରାଯିବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.