ETV Bharat / city

୩ ବର୍ଷରେ ୨୫%ରୁ କମ ନାମଲେଖା, ୧୩ଟି କଲେଜକୁ ଉଚ୍ଚଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ - Notice to the degree colleges

୩ ବର୍ଷରେ ୨୫%ରୁ କମ ନାମଲେଖା ପାଇଁ ଏହି ୧୩ଟି କଲେଜକୁ ଉଚ୍ଚଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ ଜାରି । ଅଧିକ ପଢନ୍ତୁ...

higher education department odisha
ଡିଜାଇନ ଫଟୋ
author img

By

Published : Jan 8, 2020, 3:07 AM IST

ଭୁବନେଶ୍ବର: କଲେଜ ଗୁଡିକରେ ନାମଲେଖା ହାର କମିବା ଏବେ ଚିନ୍ତାଜନକ ବିଷୟ ପାଲଟିଛି । ଏହାର କାରଣ ଓ ନିରାକରଣ ନେଇ ଉଚ୍ଚଶିକ୍ଷା ବିଭାଗ ତପତ୍ପରତା ଦେଖାଇଛି । ବିଗତ 3 ବର୍ଷରେ ଇ-ଆଡିମିଶନ ଆଧାରକୁ ନେଇ ଉଚ୍ଚଶିକ୍ଷା ବିଭାଗ ଅନୁଶୀଳନ କରି ଏକ ତଥ୍ୟ ପ୍ରକାଶ କରିଛି । ଏହି ତିନି ବର୍ଷ ମଧ୍ୟରେ ରାଜ୍ୟର କିଛି ବେସରକାରୀ ଓ ସରକାରୀ କଲେଜରେ ରହିଥିବା ଉଦ୍ଦିଷ୍ଟ ସିଟ ଠାରୁ 25 ପ୍ରତିଶତରୁ କମ ନାମ ଲେଖା ହୋଇଛି । ୩ ବର୍ଷରେ ୨୫%ରୁ କମ ନାମଲେଖା ପାଇଁ ଏହି ୧୩ଟି କଲେଜକୁ ଉଚ୍ଚଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ ଜାରି ।

higher education department odisha
୩ ବର୍ଷରେ ୨୫%ରୁ କମ ନାମଲେଖା ପାଇଁ ଏହି ୧୩ଟି କଲେଜକୁ ଉଚ୍ଚଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ ଜାରି

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସରେ କଡା ଆଭିମୁଖ୍ୟ ନିଆଯାଇଛି । ଏଭଳି ସିଟ୍‌ ଶୂନ୍ୟ ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗ କଲେଜକୁ କଣ ପାଇଁ ସେମାନଙ୍କ ସ୍ବୀକୃତି ପ୍ରତ୍ୟାହର କରାଯିବ ନାହିଁ ବୋଲି ସ୍ପଷ୍ଟୀକରଣ ମାଗିଛି । ଫେବ୍ରୁଆରୀ 10 ସୁଦ୍ଧା କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:୩ ବର୍ଷରେ ୨୫%ରୁ କମ ନାମଲେଖା ପାଇଁ ୧୩ଟି କଲେଜକୁ ଉଚ୍ଚଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ ଜାରି। ଇ ଆଡ଼ମିଶନ ତଥ୍ୟ ଆଧାର କରି ଏହି ନୋଟିସ ହୋଇଛି। ଏଥି ମଧ୍ୟରେ କିଛି ଘରୋଇ କଲେଜ ରହିଛି। ଏମାନଙ୍କୁ ମିଳିଥିବା ଅନୁଦାନ କାହିଁକି ପ୍ରତ୍ୟାହାର ନହେବ। ଫେବ୍ରୁଆରୀ 10 ସୁଦ୍ଧା କାରଣ ଦର୍ଶା ଅ ନୋଟିସର ଜବାବ ଦେବାକୁ କୁହାଯାଇଛି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.