ଭୁବନେଶ୍ବର: ଗୃହ ବିଭାଗରେ ବିଭିନ୍ନ ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଶେଷକରି ଟ୍ରାଫିକ କନଷ୍ଟେବଳ, ସବ ଇନ୍ସପେକ୍ଟର, ହାବିଲଦାର ପଦବୀ ପାଇଁ ନିଯୁକ୍ତି ପାଇବେ । ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଜଣେ ଡିଏସପି, ଟ୍ରାଫିକ କନଷ୍ଟେବଳ 309, ସବ ଇନ୍ସପେକ୍ଟର 118, ହାବିଲଦାର 72 ପଦବୀ ରହିଛି।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ