ETV Bharat / city

କଂଗ୍ରେସ କାର୍ଯ୍ୟାଳୟରେ ଚେଲା କୁମାର, ପ୍ରତିକ୍ରିୟା ରଖିଲେ ପିସିସି ସଭାପତି

author img

By

Published : Oct 7, 2020, 10:49 PM IST

ନବନିଯୁକ୍ତ ପ୍ରଭାରୀ ଡ଼ ଚେଲା କୁମାର ଭୁବନେଶ୍ବର କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଓଡିଶାରେ  କଂଗ୍ରେସ ପ୍ରଭାରୀ ଚେଲା କୁମାର
ଓଡିଶାରେ କଂଗ୍ରେସ ପ୍ରଭାରୀ ଚେଲା କୁମାର

ଭୁବନେଶ୍ବର: ନବନିଯୁକ୍ତ ପ୍ରଭାରୀ ଡ଼ ଚେଲା କୁମାର ଭୁବନେଶ୍ବର କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଓଡିଶାରେ  କଂଗ୍ରେସ ପ୍ରଭାରୀ ଚେଲା କୁମାର
ଓଡିଶାରେ କଂଗ୍ରେସ ପ୍ରଭାରୀ ଚେଲା କୁମାର

ବୁଧବାର ଭୁବନେଶ୍ବରରେ କଂଗ୍ରେସ ନବନିଯୁକ୍ତ ପ୍ରଭାରୀ ଡ଼ ଚେଲା କୁମାର ପହଞ୍ଚିବା ପରେ ଦଳୀୟ ନେତା, ପୂର୍ବତନ ବିଧାୟକ, ପିସିସି ସଦସ୍ୟ ମାନଙ୍କ ସହ ବୈଠକ କରି କିଭଳି ଦଳକୁ ସଜାଡି ରାଜ୍ୟରେ ଶାସନ ଦଖଲ କରିବ ସେ ନେଇ ଆଲୋଚନା କରିଛନ୍ତି। ଦୀର୍ଘଦିନ ପରେ ନୂତନ ପ୍ରଭାରୀଙ୍କୁ ପାଇ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଥିବା ବେଳେ କର୍ମୀ ଉତ୍ସାହିତ ଅଛନ୍ତି ।

କଂଗ୍ରେସ କାର୍ଯ୍ୟାଳୟରେ ଚେଲା କୁମାର, ପ୍ରତିକ୍ରିୟା ରଖିଲେ ପିସିସି ସଭାପତି

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.