ETV Bharat / city

ଭାଟ ହ୍ରାସ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ଦାବି

author img

By

Published : May 24, 2022, 10:49 PM IST

ଦେଶରେ ଦୀର୍ଘଦିନ ପରେ ପେଟ୍ରୋଲ ଡିଜେଲ କମିଛି । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଉପରେ ଉତ୍ପାଦନ ଶୁଳ୍କ କମାଇଛନ୍ତି । ତେବେ ରାଜ୍ୟ ବିଜେପି ରାଜ୍ୟ ସରକାର ଭ୍ୟାଟ ଟ୍ୟାକ୍ସ କମାନ୍ତୁ ବୋଲି ଦାବି କରିଛି, କଂଗ୍ରେସ ମଧ୍ୟ ସମାନ ଦାବି ଦୋହରାଇଛି। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏନେଇ ସରକାରଙ୍କୁ ତେରଛା ବାଣ ମାରିଛନ୍ତି । ଅଧିକ ପଢନ୍ତୁ

ଭାଟ ହ୍ରାସ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ଦାବି
ଭାଟ ହ୍ରାସ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ଦାବି

ଭୁବନେଶ୍ବର: ଦେଶରେ ଦୀର୍ଘଦିନ ପରେ ପେଟ୍ରୋଲ ଡିଜେଲ କମିଛି । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଉପରେ ଉତ୍ପାଦନ ଶୁଳ୍କ କମାଇଛନ୍ତି । ତେବେ ରାଜ୍ୟ ବିଜେପି ରାଜ୍ୟ ସରକାର ଭ୍ୟାଟ ଟ୍ୟାକ୍ସ କମାନ୍ତୁ ବୋଲି ଦାବି କରିଛି, କଂଗ୍ରେସ ମଧ୍ୟ ସମାନ ଦାବି ଦୋହରାଇଛି। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏନେଇ ସରକାରଙ୍କୁ ତେରଛା ବାଣ ମାରିଛନ୍ତି ।

ଭାଟ ହ୍ରାସ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ଦାବି

ନିରଞ୍ଜନ କହିଛନ୍ତି ପେଟ୍ରୋଲ-ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମେଇବା ପରେ ରାଜ୍ୟ ସରକାର ଭାଟ କମାଉନାହାନ୍ତି । ଭାଟ କମାଇବା ପାଇଁ କଂଗ୍ରେସ ଗତ 2 ବର୍ଷ ଧରି ଦାବି କରିଆସୁଛି । ଯାହା ଦ୍ବାରା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିବ । ଏ ନେଇ ମୁଁ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ ଲେଖିଥିଲି ବୋଲି କହିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.