ETV Bharat / city

ରାତ୍ରି ଆଶ୍ରୟସ୍ଥଳୀରେ ତାଲା, ଖୋଲା ଆକାଶ ତଳେ ଥରୁଛନ୍ତି ନିରାଶ୍ରୟ - shelter home locked in capital city

ଜାଡରେ ଖୋଲା ଆକାଶ ତଳେ ବିତୁଛି ଲୋକଙ୍କ ଦିନ । ହେଲେ ଏପଟେ ରାତ୍ରି ଆଶ୍ରୟସ୍ଥଳୀରେ ପଡିଛି ତାଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ଆଗକୁ ପଢନ୍ତୁ...

Night shelter home locked in capital city
ରାତ୍ରି ଆଶ୍ରୟସ୍ଥଳୀରେ ପଡିଛି ତାଲା
author img

By

Published : Dec 31, 2019, 11:35 PM IST

ଭୁବନେଶ୍ବର: ରାଜଧାନୀର ରାତ୍ରି ଆଶ୍ରୟ ସ୍ଥଳୀ ବନ୍ଦ ହୋଇ ପଡ଼ିଥିବା ସମୟର ଦୃଶ୍ୟ ଆମେ ଇଟିଭି ଭାରତରେ ଦେଖାଇ ସାରିଛୁ। ଅସହ୍ୟ ଜାଡରେ ଲୋକେ ରାଜଧାନୀର ଖୋଲା ଆକାଶରେ ରହୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ଭୁବନେଶ୍ବର ମହାନଗର ନିଗମ କହିବା ଅନୁସାରେ ବର୍ତ୍ତମାନ ଭୁବନେଶ୍ବରରେ 7 ଟି ରାତ୍ରି ଆଶ୍ରୟ ସ୍ଥଳୀ ଥିବା ବେଳେ ଅନେକ ଲୋକ ସେଠାରେ ଆଶ୍ରୟ ନେଇଛନ୍ତି ।

ରାତ୍ରି ଆଶ୍ରୟସ୍ଥଳୀରେ ତାଲା

350 ରୁ 400 ଲୋକ ରାତିରେ ରହିଥିବା ବେଳେ ଖାଇବା , ଶୋଇବା ଓ ଟିଭିର ବି ବ୍ୟବସ୍ଥା କରାଯାଇଥିବା ବିଏମସିର ଆଡ଼ିସନାଲ କମିଶନର ସୂଚନା ଦେଇଛନ୍ତି । ରାତି ସମୟରେ ପିସିଆର ଭ୍ୟାନ ବି ଲୋକଙ୍କୁ ଆଣି ଆଶ୍ରୟସ୍ଥଳୀ ମାନଙ୍କ ଠାରେ ଛାଡୁଥିବାର କହିଛନ୍ତି।

ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏବେ ବି ଲୋକେ ରାତିରେ ଖୋଲା ଆକାଶ ତଳେ ଶୋଇବା ସହ ଅନେକ ରାତ୍ରି ଆଶ୍ରୟସ୍ଥଳୀରେ ତାଲା ପଡିଥିବାର ଦେଖିବାକୁ ମିଳିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ

Intro:ରାତ୍ରି ଆଶ୍ରୟ ସ୍ତଳୀ ରେ ପଡିଛୁ ତାଲା ।

ଗୋଟିଏ ପଟେ ରାଜଧାନୀ ର ରାତ୍ରି ଆଶ୍ରୟ ସ୍ଥଳୀ ବନ୍ଦ ହୋଇ ପଡ଼ିଥିବା ସମୟ ର ଦୃଶ୍ୟ ଆମେ ଇଟିଭି ଭାରତ ରେ ଦେଖାଇ ସାରିଛୁ। ଅସହ୍ୟ ଜାଡ ରେ ଲୋକେ ରାଜ୍ୟ ରାଜଧାନୀ ର ଖୋଲା ଆକାଶ ରେ ରାହୁଥିବାର ଦେଖିବା କୁ ମିଳିଛି। ଅନ୍ୟ ପଟେ ଭୁବନେଶ୍ୱର ମହାନଗର ନିଗମ କହିବା ଅନୁସାରେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱର ରେ ବର୍ତ୍ତମାନ 7 ଟି ରାତ୍ରି ଆଶ୍ରୟ ସ୍ଥଳୀ ଥିବା ବେଳେ ଅନେକ ଲୋକ ରାହୁଥିବାର କହିଛନ୍ତି। 350 ରୁ 400 ଲୋକ ରାତି ରେ ରହିଥିବା ବେଳେ ଖାଇବା , ଶୋଇବା ଓ ଟିଭି ର ବି ବ୍ୟବସ୍ଥା କରାଯାଇଛି ଥିବାର କହିଛନ୍ତି ବିଏମସି ର ଆଡ଼ିସନାଲ କମିଶନ। ରାତି ସମୟ ରେ ପି ସି ଆର ଭ୍ୟାନ ବି ଲୋକ ଙ୍କୁ ଆଣି ଆଶ୍ରୟ ଜାଗା ମାନଙ୍କ ଠାରେ ଛାଡୁଥିବାର କହିଛନ୍ତି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏବେ ବି ଲୋକେ ରାତି ରେ ଖୋଲା ଆକାଶ ତଳେ ଶୋଇବା ସହ ଅନେକ ରାତ୍ରି ଆଶ୍ରୟ ସ୍ଥଳୀ ରେ ତାଲା ପଡିଥିବାର ଦେଖିବା କୁ ମିଳିଛି।

ବାଇଟ ଶୁରଥ ଚନ୍ଦ୍ର ମଲ୍ଲୀକ

Body:ରାତ୍ରି ଆଶ୍ରୟ ସ୍ତଳୀ ରେ ପଡିଛୁ ତାଲା ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.