ETV Bharat / city

ବନ୍ୟା ସ୍ଥିତି ଗମ୍ଭୀର, ଆସନ୍ତା ୪୮ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ SRC - SRC reaction on flood

ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା (medium and high flood)ହୋଇଛି । ଆସନ୍ତା ୪୮ ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ଅଧିକ ପଢ଼ନ୍ତୁ

ବନ୍ୟା ସ୍ଥିତି ଗମ୍ଭୀର, ଆସନ୍ତା ୪୮ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ଏସ୍‌ଆର୍‌ସି

author img

By

Published : Aug 16, 2022, 3:47 PM IST

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଆସନ୍ତା ୪୮ ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ (next 48 hour very important for Odisha) । ଏଭଳି ବନ୍ୟାସ୍ଥିତି ୩ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ (flood in Odisha) । ଏହାକୁ ନେଇ 10ଟି ଜିଲ୍ଲାକୁ ସତର୍କ କରାଯାଇଛି । ଏହାକୁ ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

ବନ୍ୟା ସ୍ଥିତି ଗମ୍ଭୀର, ଆସନ୍ତା ୪୮ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ଏସ୍‌ଆର୍‌ସି

SRC କହିଛନ୍ତି, "ବର୍ତ୍ତମାନ ୧୧ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ମୁଣ୍ଡଳୀରେ ଯାଉଛି । ଯାହା ୧୨ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ । ଏଭଳି ସ୍ଥିତି ଆଗାମୀ କିଛି ଘଣ୍ଟା ଲାଗି ରହିବ । ପରବର୍ତ୍ତୀ ସମୟରେ ହୀରାକୁଦ ଡ୍ୟାମ୍‌ରୁ ଅଧିକ ଗେଟ ଖୋଲିବ । ଏହାପରେ ବି ମୁଣ୍ଡଳୀରେ ୯ ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପାସ କରାଇବା ପାଇଁ ଆମ ଚେଷ୍ଟା ରହିବ । 3ଟା ରେ ବୈଠକ ବସିବା ପରେ ହୀରାକୁଦର କେତେ ଗେଟ୍‌ ଖୋଲିବ ସେ ନେଇ ନିଷ୍ପତ୍ତି ନିଆଯିବ ।"

ପାଣି ସହିତ ନ ଖେଳିବା ପାଇଁ ବନ୍ୟା ଅଞ୍ଚଳର ଲୋକଙ୍କୁ SRC ଅନୁରୋଧ କରିଛନ୍ତି । ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା (medium and high flood)ହୋଇଛି । ଜଳ ପରିଚାଳନା ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବୈଠକ ହେଉନି । 2 ବର୍ଷ ହେଲା ବସିନି ବନ୍ୟା ନିୟନ୍ତ୍ରଣ ବୈଠକ । ବୈଠକ ନେଇ ଛତିଶଗଡ଼ ସରକାର ଆଗ୍ରହ ଦେଖାଉନାହନ୍ତି । ଓଡ଼ିଶା ନିଜ ଆଡୁ ବୈଠକ ଡାକୁଥିଲେ ବି ଛତିଶଗଡ଼ ସହଯୋଗ କରୁନି । ପ୍ରତିବର୍ଷ (CWC) ସିଡବ୍ଲ୍ୟୁସି-ଛତିଶଗଡ଼- ଓଡ଼ିଶା ବୈଠକ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.