ETV Bharat / city

ବର୍ତ୍ତମାନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ବର୍ତ୍ତମାନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

news-today
ବର୍ତ୍ତମାନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
author img

By

Published : Jun 12, 2020, 7:01 AM IST

ଦେଖନ୍ତୁ ଭିଡିଓ-

ବର୍ତ୍ତମାନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  1. ରାଜ୍ୟ ବିଜେପିର ନୂଆ ଟିମ । ସମୀରଙ୍କ ନୂଆ ଟିମରେ 10 ଉପସଭାପତି ଓ 4 ଜଣ ସାଧାରଣ ସମ୍ପାଦକ ।
  2. ବଢିଲା ପଞ୍ଚାୟତ ପ୍ରତିନିଧିଙ୍କ ଦରମା । ସରପଞ୍ଚଙ୍କ ଦରମା 2350 ଓ ନାଏବ ସରପଞ୍ଚଙ୍କ ୯୪୦ ଟଙ୍କା ବୃଦ୍ଧି ।
  3. ବାତିଲ ହେଲା ୟୁଜି ଓ ପିଜିର ଶେଷ ବର୍ଷ ପରୀକ୍ଷା । ବିକଳ୍ପ ମୁଲ୍ୟାୟାନ ପ୍ରକ୍ରିୟାକୁ ଆପଣାଯିବ ।
  4. ବାତିଲ ହେଲା DL ଓ LL ସ୍ଲଟ ବୁକିଂ । ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଅବଧି ସରୁଥିଲେ କାଏମ ରହିବ ।
  5. ସୋନୁଙ୍କ ସହାୟତା ପାଇଁ କୃତଜ୍ଞତା । କେନ୍ଦ୍ରାପଡାରୁ ଯିବ 11 ହଜାର 'Thank You' ପୋଷ୍ଟକାର୍ଡ ।
  6. NIRF-2020 ରାଙ୍କିଂ ତାଲିକା ପ୍ରକାଶ । ଟପ 100ରେ 3ଟି ବିଶ୍ବବିଦ୍ୟାଳୟ ସାମିଲ ।
  7. ୧୫ % ସ୍କୁଲ ଫି ହ୍ରାସ ଛାଡ କରିବାକୁ ପ୍ରସ୍ତୁତ ଘରୋଇ ଶିକ୍ଷାନୁଷ୍ଠାନ । ହାଇକୋର୍ଟରେ ଶୁଣାଣି ।
  8. ରଜରେ ହୋମ୍ ଡେଲିଭରି ହେବ ପିଠା । ଓଟିଡିସି’ର ସୁସ୍ବାଦୁ ରଜ ପିଠା ଲୋକଙ୍କ ପାଖରେ ପହଞ୍ଚିବ ।
  9. କୋରୋନା ପାଇଁ ଭାରତ-ଶ୍ରୀଲଙ୍କା ସିରିଜ ବାତିଲ । କଲମ୍ବୋ ଗସ୍ତରେ ଯାଇଥାନ୍ତା ଟିମ ଇଣ୍ଡିଆ ।
  10. ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ୍ ଭାରତର ପ୍ରଥମ ଲକ୍ଷ୍ୟ, କହିଲେ ଆଇପିଏଲ ପରିଚାଳନା ପରିଷଦ ଅଧ୍ୟକ୍ଷ ବ୍ରିଜେଶ ପଟେଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.