ETV Bharat / city

'କୋହଳ ହେବ ନାହିଁ ମୋଟରଯାନ ନିୟମ'

author img

By

Published : Sep 7, 2019, 3:28 PM IST

ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଏବେ ରାସ୍ତାରେ କୋକୁଆ ଭୟରେ ଖେଳିଯାଇଛି । ହେଲେ ଏଥିପାଇଁ ଭୟଭୀତ ହେବାକୁ ମନା କରିଛନ୍ତି ପରିବହନ ସଚିବ ଜି ଶ୍ରୀନିବାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଏବେ ରାସ୍ତାରେ କୋକୁଆ ଭୟ ଖେଳିଯାଇଛି । ଘରୁ ଗାଡି ଧରି ବାହାରିଲେ ଚାଳକ ଛାତିରେ ପଶୁଛି ଛନକା । ହେଲେ ଏଥିପାଇଁ ଭୟଭୀତ ହେବାକୁ ମନା କରିଛନ୍ତି । ଯେଉଁମାନଙ୍କ ପାଖରେ ଆବଶ୍ୟକ ନଥିପତ୍ର ନାହିଁ ସେମାନେ ଦଣ୍ଡିତ ହେବେ ବୋଲି ପରିବହନ ସଚିବ ଜି ଶ୍ରୀନିବାସନ ପ୍ରତିକ୍ରିୟା ଦେଇଛନ୍ତି ।

ସମସ୍ତ ରାଜ୍ୟ ଏହି ନିୟମକୁ ପାଳନ କରୁଛନ୍ତି । ଏହି ନିୟମ କୋହଳ ହେବ ନାହିଁ । ଇନଫ୍ରାଷ୍ଟ୍ରକଚର ଡେଭଲଫ୍‌ ପାଇଁ ଏହା ଆବଶ୍ୟକ ପଦକ୍ଷେପ । ଆଉ ଯେଉଁମାନଙ୍କ ଠାରୁ ଜୋରିମାନା ଆଦାୟ ହେଉଛି ସେମାନେ ଆବଶ୍ୟକ କାଗଜପତ୍ର ଦେଖାଇ ତାହା କୋହଳ ହେବ ବୋଲି କହିଛନ୍ତି ସଚିବ ଜି ଶ୍ରୀନିବାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିସହିତ ଡକ୍ୟୁମେଣ୍ଟ ପାଇଁ କ୍ୟାମ୍ପ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଧରପଗଡରେ ବ୍ରୋକରଙ୍କୁ ମଧ୍ୟ ଧରାଯିବ । ଲୋକମାନେ କିଭଳି ଖୁବଶୀଘ୍ର ଡକ୍ୟୁମେଣ୍ଟ ପାଇପାରିବେ ସେ ନେଇ କାର୍ଯ୍ୟ କରାଯିବ । କୌଣସି ସାଧାରଣ ଜନତାଙ୍କୁ ପୋଲିସ କିମ୍ବା ଟ୍ରାନ୍ସପୋର୍ଟ ବିଭାଗର କୌଣସି ଅଧିକାରୀ ହଇରାଣ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକେ କୋକୁଆ ଭୟ ଭିତରେ ରହୁଛନ୍ତି ଗାଡି ବାହାରକୁ କାଢିବାକୁ ଡରୁଛନ୍ତି ।ଏନେଇ ପ୍ରତିକ୍ରିୟା ରଖି ସଚିବ କହିଛନ୍ତି ଯେ
ଲକୋ ମାନେ ପାନିକ୍ ହେବାର କୈଣସି ଆବଶ୍ୟକତା ନାହିଁ
ଲୋକମାନେ ଡକ୍ୟୁମେଣ୍ଟ ନାହିଁ ସେମାନେ ଦଣ୍ଡିତ ହେବେ ।ଆଇନ କୋହଳ ହେବାର ପ୍ରଶ୍ନ ଉଠୁନାହିଁ ।ସମସ୍ତ ରାଜ୍ୟ ଏହାକୁ ପାଳନ କରିଛନ୍ତୁ ।Body:ଇମ୍ଫାଷ୍ଟ୍ରକଚର ଡେଭଲପମେଣ୍ଟ ପାଇଁ ନେସେସେରି ଷ୍ଟେପ ନିଆଯାଉଛି ।ଏନେଇ ପୋଲିସ ଓ ଆରଟିଓ ମାନଙ୍କ ସହ ଆଲୋଚନା ହୋଇଛି ବୋଲି ସୂଚନା ଦେଇଛନ୍ତି ସଚିବ ଜି .ଶ୍ରୀନିବାସନ ।
ଏହା ସହ ଯେଉଁ ମାନଙ୍କ ଉପରେ ଫାଇନ ପଡୁଛି ଡକ୍ୟୁମେଣ୍ଟ ଦେଖାଇଲେ କୋହଳ କରାଯିବ ବୋଲି କହିଛନ୍ତି ସଚିବ ।

Conclusion:ଏହା ସହ ବିଭିନ୍ନ ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଡକ୍ୟୁମେଣ୍ଟ ପାଇଁ କ୍ୟାମ୍ପ କରାଯିବ।ଏହା ସହ ଗ୍ରୋକର ମାନଙ୍କୁ ଧରାଯିବ ।ଲୋକମାନେ କିଭଳି ଖୁବଶୀଘ୍ର ଡକ୍ୟୁମେଣ୍ଟ ପାଇ ପାରିବେ ସେନେଇ କାର୍ଯ୍ୟ କରାଯିବ ।
କୈଣସି ସାଧାରଣ ଜନତା ଙ୍କୁ ପୋଲିସ କି ଟ୍ରାନ୍ସପୋର୍ଟ ବିଭାଗର କୈଣସି ଅଧିକାରୀ ହାରାସ୍ କରିପାରିବେ ନାହିଁ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.