ETV Bharat / city

ନୂଆ ନୂଆ ଯୋଜନା ଆରମ୍ଭ ହେବ: ଯୋଜନା ସମନ୍ୱୟ ମନ୍ତ୍ରୀ - ନୂଆ ନୂଆ ଯୋଜନା ଆରମ୍ଭ ହେବ

ମନ୍ତ୍ରୀ ଢୋଲକିଆ କହିଛନ୍ତି ଖରାଦିନେ ପଶ୍ଚିମ ଓଡିଶାରେ ଜଳ ସଙ୍କଟ ଦେଖାଦିଏ । ତେଣୁ ବଡ ବଡ ପୋଖରୀରେ ସୋଲାର ପମ୍ପ ମାଧ୍ୟମରେ ଜଳ ସଂରକ୍ଷଣ କରାଯିବ । ବମ୍ବେ ଢାଞ୍ଚାରେ ପାଣି ଭାରରେ ମହିଳା ମାନେ ଆଉ ଯିବେ ନାହିଁ । ଆଗକୁ ସେମାନଙ୍କ ପାଇଁ ରୋଲର ଦିଆଯିବ । ଅଧିକ ପଢନ୍ତୁ

ଯୋଜନା ସମନ୍ବୟ ମନ୍ତ୍ରୀ
ଯୋଜନା ସମନ୍ବୟ ମନ୍ତ୍ରୀ
author img

By

Published : Jun 7, 2022, 10:34 PM IST

ଭୁବନେଶ୍ବର: ଆଗକୁ ନୂଆ ନୂଆ ଯୋଜନା ପ୍ରଣୟନ କରାଯିବ । ମହିଳାମାନେ ପାଣି ପାଇଁ ଆଉ ଅସୁବିଧା ଭୋଗିବେ ନାହିଁ । ଆଜି ଏହା କହିଛନ୍ତି ଯୋଜନା ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ମନ୍ତ୍ରୀ ଢୋଲକିଆ କହିଛନ୍ତି ଖରାଦିନେ ପଶ୍ଚିମ ଓଡିଶାରେ ଜଳ ସଙ୍କଟ ଦେଖାଦିଏ । ତେଣୁ ବଡ ବଡ ପୋଖରୀରେ ସୋଲାର ପମ୍ପ ମାଧ୍ୟମରେ ଜଳ ସଂରକ୍ଷଣ କରାଯିବ । ବମ୍ବେ ଢାଞ୍ଚାରେ ପାଣି ଭାରରେ ମହିଳା ମାନେ ଆଉ ଯିବେ ନାହିଁ । ଆଗକୁ ସେମାନଙ୍କ ପାଇଁ ରୋଲର ଦିଆଯିବ ।

ନୂଆ ନୂଆ ଯୋଜନା ଆରମ୍ଭ ହେବ: ଯୋଜନା ସମନ୍ବୟ ମନ୍ତ୍ରୀ

ଏବେ ଘରେ ଘରେ ପିଇବା ପାଣି ମିଳିବା ସୁବିଧା ହେବ । ରାଜ୍ୟରେ ଜଳ ସଙ୍କଟ ଦୂର କରିବା ପାଇଁ ପଶ୍ଚିମ ଓଡିଶାରେ ବେଲ କରାଯିବ। ରାଜ୍ୟରେ ନୂଆ ନୂଆ ଯୋଜନା ପ୍ରଣୟନ କରାଯିବ। ଆଗାମୀ ଦିନରେ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରି ଆଗକୁ ଯୋଜନା ପ୍ରସ୍ତୁତ ହେବ ବୋଲି କହିଛନ୍ତି ରାଜେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.