ETV Bharat / city

ରାଜଧାନୀରେ ମହିଳାଙ୍କୁ ସଶକ୍ତ କରିବ ‘ଅଜିତା’

ମହିଳାଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହେଲା ନୂଆ କାର୍ଯ୍ୟକ୍ରମ ‘ଅଜିତା’ । ଏହାକୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

author img

By

Published : Jan 4, 2020, 11:18 PM IST

new intiative for women in bhubaneswa
ରାଜଧାନୀରେ ମହିଳାଙ୍କୁ ସଶକ୍ତ କରିବ ‘ଅଜିତା’

ଭୁବନେଶ୍ବର: ମହିଳାଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହେଲା ନୂଆ କାର୍ଯ୍ୟକ୍ରମ ‘ଅଜିତା’। ଶନିବାର ଏହାକୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏହାଦ୍ୱାରା ସମାଜର ସମସ୍ତ ବର୍ଗର ମହିଳାଙ୍କୁ ଯୋଡାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯିବ।

ରାଜଧାନୀରେ ମହିଳାଙ୍କୁ ସଶକ୍ତ କରିବ ‘ଅଜିତା’

ଏହା ଏକ ଅଣରାଜନୈତିକ ଯୋଜନା ହୋଇଥିବା ବେଳେ ଏଥିରେ ସମାଜର ଅବହେଳିତ ମହିଳାଙ୍କୁ ସାମିଲ କରାଯିବ। ସେମାନଙ୍କୁ ସଶକ୍ତ କରାଯିବା ସହ ଆଗକୁ ବଢିବା ପାଇଁ ଦକ୍ଷ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏଥିରେ ଭୁବନେଶ୍ୱର ଓ ଖୋର୍ଦ୍ଧାର 158 ପଞ୍ଚାୟତକୁ ସାମିଲ କରିବା ସହ 350 ମହିଳା ସଙ୍ଗଠନକୁ ଏଥିରେ ସାମିଲ କରାଯିବ। ଏଥିପାଇଁ 100 ଦିନର ପ୍ଲାନ ତିଆରି କରିଛି ‘ଅଜିତା’। ଉଦଘାଟନୀ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରତିଭା ରାୟ, ତୁଳସୀ ମୁଣ୍ଡା, ଅରୁଣା ମହାନ୍ତି, କଣ୍ଠଶିଳ୍ପୀ ଶୈଳାଭାମା ମହାପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀ ସାମିଲ ହୋଇଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀରେ ଏବେ ତିଆରି ହେବେ ଅଜିତା ।

ମହିଳାଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହେଲା ନୂଆ କାର୍ଯ୍ୟକ୍ରମ ଅଜିତା । ଏହାକୁ ଆଜି ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହାଦ୍ୱାରା ସମାଜର ସମସ୍ତ ମହିଳାଙ୍କୁ ଯୋଡାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯିବ । ଏହା ଏକ ଅଣରାଜନୈତିକ ଯୋଜନା ହୋଇଥିବା ବେଳେ ଏଥିରେ ସମାଜର ଅବହେଳିତ ମହିଳାଙ୍କୁ ସାମିଲ କରାଯିବ । ସେମାନଙ୍କୁ ସଶକ୍ତ କରାଯିବା ସହ ଆଗକୁ ବଢିବା ପାଇଁ ଦକ୍ଷ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏଥିରେ ଭୁବନେଶ୍ୱର ଓ ଖୋର୍ଦ୍ଦାର 158 ପଞ୍ଚାୟତକୁ ସାମିଲ କରିବା ସହ 350 ମହିଳା ସଙ୍ଗଠନକୁ ଏଥିରେ ସାମିଲ କରାଯିବ । ଏଥିପାଇଁ 100 ଦିନର ପ୍ଲାନ ତିଆରି କରିଛି ଅଜିତା । ଆଜିର ଉଦଘାଟନି କାର୍ଯ୍ୟକ୍ରମେ ପଦ୍ମଶ୍ରୀ ପ୍ରତିଭା ରାୟ, ତୁଳସୀ ମୁଣ୍ଡା, ଅରୁଣା ମହାନ୍ତି, କଣ୍ଠଶିଳ୍ପି ଶୈଳାବାମା ମହାପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀ ସାମିଲ ହୋଇଥିଲେ ।

ବାଇଟ
ଅପରାଜିତା ଷଡଙ୍ଗୀ, ସାଂସଦ ଭୁବନେଶ୍ୱର
Body:ରାଜଧାନୀରେ ଏବେ ତିଆରି ହେବେ ଅଜିତା ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.