ETV Bharat / city

କାୟା ମେଲୁଛି କୋରୋନା, ଆଜି 87 ନୂଆ ଆକ୍ରାନ୍ତ ଚିହ୍ନଟ - ପୁଣି ବଢୁଛି ସଂକ୍ରମଣ

ରାଜ୍ୟରେ ପୁଣି କାୟା ମେଲୁଛି କୋରୋନା । ଆଜି ରାଜ୍ୟରେ 87 ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି ଫେରିଛି କୋରୋନା
ରାଜ୍ୟରେ ପୁଣି ଫେରିଛି କୋରୋନା
author img

By

Published : Feb 28, 2021, 12:18 PM IST

ଭୁବନେଶ୍ବର: କିଛି ଦିନ ହେବ କୋରୋନା ସଂକ୍ରମଣ କମୁଥିବା ବେଳେ ଦୁଇ ଦିନ ହେବ ପୁଣି ସଂକ୍ରମଣ ବଢିବାରେ ଲାଗିଛି । ଆଜି ରାଜ୍ୟରେ 87 ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 53ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 34ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 4 ଜଣ,ବାଲେଶ୍ବରରୁ 7 ଜଣ,ବରଗଡରୁ 4ଜଣ,ଭଦ୍ରକରୁ 4ଜଣ, ବଲାଙ୍ଗୀରରୁ 3ଜଣ, କଟକରୁ 7ଜଣ, ଦେଓଗଡରୁ 2ଜଣ, ଯାଜପୁରରୁ 6ଜଣ,ଝାରସୁଗୁଡାରୁ 7ଜଣ, କଳାହାଣ୍ଡିରୁ 1, କନ୍ଧମାଳରୁ 1,ଖୋର୍ଦ୍ଧାରୁ 8ଜଣ, ମୟୂରଭଞ୍ଜରୁ 5ଜଣ,ନବରଙ୍ଗପୁରରୁ 1, ନୂଆପଡାରୁ 1,ପୁରୀରୁ 6ଜଣ,ରାୟଗଡାରୁ 3ଜଣ, ସମ୍ବଲପୁରରୁ 9ଜଣ,ସୁନ୍ଦରଗଡରୁ 6ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 2 ଜଣ ଚିହ୍ନଟ ହୋଇଛନ୍ତି ।

ଏବେ ସୁ୍ଦ୍ଧା ରାଜ୍ୟରେ 703ଟି ସକ୍ରିୟ ମାମଲା ରହିଥିବା ବେଳେ 334519ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ 8321641ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.