ETV Bharat / city

ରାଜ୍ୟର 83 କେନ୍ଦ୍ରରେ NEET ଦେବେ 37,459 ପରୀକ୍ଷାର୍ଥୀ - ମେଡିକାଲ ପ୍ରବେଶିକା ପରୀକ୍ଷା

ରବିବାର ଅନୁଷ୍ଠିତ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା ବା NEET । ଚଳିତ ବର୍ଷ ରାଜ୍ୟର 37,459 ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ..

ରାଜ୍ୟର 83 କେନ୍ଦ୍ରରେ NEET ଦେବେ 37,459 ପରୀକ୍ଷାର୍ଥୀ

author img

By

Published : Sep 12, 2020, 10:45 PM IST

ଭୁବନେଶ୍ବର: ରବିବାର ଅନୁଷ୍ଠିତ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା ବା NEET । ଚଳିତ ବର୍ଷ ରାଜ୍ୟର 37,459 ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ସେହିପରି ସାତୋଟି ସହରର 83 ଟି ପରୀକ୍ଷା କେନ୍ଦ୍ରରେ ଏମାନେ ପରୀକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରୁଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.