ETV Bharat / city

ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ବିଜେପୁର ଉପ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

author img

By

Published : Oct 3, 2019, 1:07 PM IST

ଫାଇଲ ଫଟୋ

ଭୁବନେଶ୍ବର: ବିଜେପୁର ଉପ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୂଚନା ଅନୁଯାୟୀ ଆସନ୍ତା 17 ଓ 18 ତାରିଖରେ ବିଜେପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦୁଇ ଦିନିଆ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ । ଏହି ପ୍ରଚାର କାର୍ଯ୍ୟକ୍ରମରେ ବିଜେପୁରରେ ନବୀନଙ୍କର ରାତ୍ରି ଯାପନ ବ୍ୟବସ୍ଥା ରହିଛି । ଏହି ସମୟରେ ବିଭିନ୍ନ ପଥପ୍ରାନ୍ତ ସଭା ସହ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଥିସହ 3ଟି ବ୍ଲକ ପରିଦର୍ଶନ କରି ବିଜେପୁର, ଗାଇସିଲେଟ ଓ ବରପାଲି ପାଇଁ ନିର୍ବାଚନ ପ୍ରଚାର କରିବେ ନବୀନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ସୂଚନା ଅନୁସାରେ ଆସନ୍ତା ୧୭ ଓ ୧୮ ତାରିଖ ବିଜେପୁର ଯିବେ ନବୀନ

Body:ଦୁଇଦିନିଆ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ
ରାତ୍ରି ଯାପନ କାର୍ଯ୍ୟକ୍ରମ ରହିଛି ।ଏହି ସମୟରେ ବିଭିନ୍ନ ପଥପ୍ରାନ୍ତ ସଭା କରିବେ,ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି ।Conclusion:ତିନୋଟି ବ୍ଲକ ପରିଦର୍ଶନ କରିବେ ନବୀନ ,ବିଜେପୁର, ଗାଇସିଲେଟ ଓ ବରପାଲି ପାଇଁ ନିର୍ବାଚନ ପ୍ରଚାର ରେ ଯିବେ ନବୀନ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.