ETV Bharat / city

'ଆମ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ'

ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବିସ୍ଫୋରକ ବୟାନ । ସିଧାସଳଖ ସ୍ବୀକାର କରିଛନ୍ତି କି ବିଜେଡି ସହ ଆମର ସମ୍ପର୍କ ରହିଛି। ଯାହାକୁ ନେଇ ଏବେ ଜୋର୍ ଧରିଛି ରାଜନୀତି ।

author img

By

Published : Sep 11, 2019, 9:28 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବିସ୍ଫୋରକ ବୟାନ । ସିଧାସଳଖ ସ୍ବୀକାର କରିଛନ୍ତି କି ବିଜେଡି ସହ ଆମର ସମ୍ପର୍କ ରହିଛି । ନବୀନ ବାବୁ ଆମ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆଉ ଏବେ ଅଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କେବଳ ଏତିକି ନୁହେଁ ବିଜେଡି ସହିତ ଆମର ଭଲ ସମ୍ପର୍କ ରହିଛି । ଏକଥା କହି ବିଜେଡି ଓ ବିଜେପି ମଧ୍ୟରେ ଥିବା ସମ୍ପର୍କରେ ପର୍ଦ୍ଦାଫାଶ କରିଛନ୍ତି ସେ । କେନ୍ଦ୍ର ସହିତ ମଧ୍ୟ ବିଜେଡିର ଭଲ ସମ୍ପର୍କ ଥିବା ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବିସ୍ପୋରକ ବୟାନ। ସିଧାସଳଖ ସ୍ୱୀକାର କରିଛନ୍ତି କି ବିଜେଡି ସହ ଆମର ସମ୍ପର୍କ ରହିଛି। ନବୀନ ବାବୁ ଆମ ଆଶୀର୍ବାଦ ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆଉ ଏବେ ଅଛନ୍ତି। ବିଜେଡି ସହିତ ଆମର ଭଲ ସମ୍ପର୍କ ରହିଛି। ଏକଥା କହି ବିଜେଡି ଓ ବିଜେପି ମଧ୍ୟରେ ଥିବା ସମ୍ପର୍କରେ ପର୍ଦ୍ଦାଫାଶ କରିଛନ୍ତି ଏହି ବରିଷ୍ଠ ନେତା। କେନ୍ଦ୍ର ସହିତ ମଧ୍ୟ ବିଜେଡିର ଭଲ ସଂପର୍କ ଥିବା ସେ କହିଛନ୍ତି।

Body:ବାଇଟ ପ୍ରଦୀପ୍ତ ନାୟକ, ବିରୋଧୀବଦଲ ନେତା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.