ETV Bharat / city

52th IIFFI; ନୀଳମାଧବ ପଣ୍ଡା ଜୁରୀ ମେମ୍ବର ଚୟନ, ଶୁଭେଚ୍ଛା ଜଣାଇଲେ ନବୀନ

author img

By

Published : Nov 13, 2021, 9:16 PM IST

International Film Festival of India (IIFFI)ର ୫୨ତମ ସଂସ୍କରଣ ପାଇଁ ଜୁରୀ ମେମ୍ବର ଚୟନ ହେଲେ ସିନେ ନିର୍ମାତା ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା । ଶୁଭେଚ୍ଛା ଜଣାଇଲେ ନବୀନ । ଅଧିକ ପଢନ୍ତୁ...

IIFFI-52th ରେ ନୀଳମାଧବ ପଣ୍ଡା ଜୁରି ମେମ୍ବର ଚୟନ, ଶୁଭେଚ୍ଛା ଜଣାଇଲେ ନବୀନ

ଭୁବେନେଶ୍ବର: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଚଳିତ ମାସ ଗୋଆରେ ହେବାକୁ ଥିବା International Film Festival of India (IIFFI)ର ୫୨ତମ ସଂସ୍କରଣ ପାଇଁ ଜୁରୀ ମେମ୍ବର ଭାବେ ଚୟନ ହୋଇଛନ୍ତି । ତେବେ ନୀଳମାଧବଙ୍କ ଏହି ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନବୀନ ଟ୍ବିଟରରେ ନୀଳମାଧବ ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇ ଟ୍ବିଟ କରିଥିଲେ ।

  • Congratulations to #Odisha’s ace filmmaker @nilamadhabpanda on being named as a jury member at the 52nd edition of prestigious International Film Festival of India (#IFFI52). Best wishes.

    — CMO Odisha (@CMO_Odisha) November 13, 2021 " class="align-text-top noRightClick twitterSection" data=" ">

ତେବେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପରେ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି ନୀଳମାଧବ । ଏକ ଛୋଟ ଗ୍ରାମରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ମହାପ୍ରଭୁ ଜଗନ୍ନାଥଙ୍କ କୃପା ଓ ରାଜ୍ୟବାସଙ୍କ ଭଲପାଇବା ଓ ଶ୍ରଦ୍ଧା ପାଇଁ ସଫଳ ହୋଇପାରିଛି ବୋଲି କହିଛନ୍ତି ନୀଳମାଧବ।

  • Thank you so much @Naveen_Odisha for sir for your good wishes. Coming from a small village, it's been an incredible journey so far. Blessed to have the support from my #Odisha and the blessings of Jagannath Mahaprabhu. 🙏#IFFI52 https://t.co/Cl61SnmTUW

    — Nila Madhab PANDA ନୀଳମାଧବ ପଣ୍ଡା (@nilamadhabpanda) November 13, 2021 " class="align-text-top noRightClick twitterSection" data=" ">

ତେବେ ଓଡିଆ ପୁଅ ତଥା ଜଣାଶୁଣା ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ନିଜ ଦ୍ବାରା ନର୍ମିତ ତଥା ନିର୍ଦ୍ଦେଶିତ ଅନେକ ଭିନ୍ନଧର୍ମୀ ଚଳଚ୍ଚିତ୍ର ପାଇଁ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ସେହିପରି ଚଳିତମାସ ୨୦ ତାରିଖରୁ ୨୮ ତାରିଖ ଯାଏ ଗୋଆରେ ଆୟୋଜିତ ହେବାକୁ ଥିବା ସମ୍ମାନଜନକ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ୫୨ତମ ସଂସ୍କରଣ ପାଇଁ ଜୁରୀ ମେମ୍ବର ଭାବେ ମନୋନୀତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.