ETV Bharat / city

ଡିସେମ୍ବର 15ରେ ନବୀନ ନିବାସ ଘେରିବେ ଜଟଣୀବାସୀ ! - ନବୀନ ନିବାସ ଘେରିବେ ଶତାଧିକ ଜଟଣୀବାସୀ

ଜଗନ୍ନାଥଙ୍କ ନାଁରେ ଜମି ହଡପ ଅଭିଯୋଗ । ଏପରିକି ହଡପ ହୋଇଥିବା ଜମିକୁ ଫେରି ପାଇବା ଦାବିରେ ଆସନ୍ତା ଡିସେମ୍ବର 15ରେ ନବୀନ ନିବାସ ଘେରିବେ ଶତାଧିକ ଜଟଣୀବାସୀ ।

Naveen niwas gherao
ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 26, 2019, 6:10 PM IST

ଭୁବନେଶ୍ବର: ଖୋର୍ଦ୍ଧା, ଜଟଣୀ, ପିପିଲି ନିର୍ବାଚନ ମଣ୍ଡଳୀର ଶତାଧିକ ଗାଁର ସମ୍ପତ୍ତି ଜଗନ୍ନାଥଙ୍କ ନାଁରେ କରାଯାଇଥିବା ଅଭିଯୋଗ ହୋଇଛି । ତତ୍କାଳୀନ ପୁରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଏଭଳି କରିଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ଯାହାକୁ ବିରୋଧ କରି ଆସନ୍ତା ଡିସେମ୍ବର 15ରେ ନବୀନ ନିବାସ ଘେରାଉ କରିବେ ଜଟଣୀ ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନସାଧାରଣ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ଜଟଣୀ ନିର୍ବାଚନ ମଣ୍ଡଳୀର ୨୫ଟି ଗାଁ ଲୋକଙ୍କ ଜମି ଜଗନ୍ନାଥଙ୍କ ନାମରେ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଡିସେମ୍ବର 15 ସୁଦ୍ଧା ସେ ଜମିକୁ ପୂର୍ବ ମାଲିକାନାରେ ଥିବା ଲୋକଙ୍କୁ ଫେରାନ୍ତୁ । ଯଦି ନଫେରାନ୍ତି 25ଟି ଗାଁର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ନବୀନ ନିବାସକୁ ଧସେଇ ପଶିବେ ବୋଲି କଂଗ୍ରେସ ବିଧାୟକ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ନବୀନ ନିବାସ ଘେରିବ କଂଗ୍ରେସ।

Body:ନବୀନ ନିବାସ ଘେରିବ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ।ଆସନ୍ତା ଡିସେମ୍ବର ୧୫ ତାରିଖରେ ଜଟଣୀ ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନସାଧାରଣ ନବୀନ ନିବାସ ଘେରାଉ କରିବେ।ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ, ଜଟଣୀ ଏବଂ ପିପିଲି ନିର୍ବାଚନ ମଣ୍ଡଳୀର ଶତାଧିକ ଗାଁର ସମ୍ପତି ଜଗନ୍ନାଥଙ୍କ ନାମରେ ହୋଇଯାଇଛି।ତତ୍କାଳୀନ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଏଭଳି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ।ଜଟଣୀ ନିର୍ବାଚନ ମଣ୍ଡଳୀର ୨୫ ଟି ଗାଁ ଲୋକଙ୍କ ଜମି ଜଗନ୍ନାଥ ଙ୍କ ନାମରେ ହୋଇଯାଇଛି, ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ରାଜ୍ୟ ସରକାର ସେ ଜମିକୁ ପୂର୍ବରୁ ଯେଉଁ ଲୋକଙ୍କ ମାଲିକାନାରେ ଥିଲା ତାଙ୍କୁ ଫେରେଇ ନଦିଆଗଲେ ଡିସେମ୍ବର ୧୫ ତାରିଖରେ ସେହି ୨୭ଟି ଗାଁର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ନବୀନ ନିବାସ ଆସି ଧସେଇ ପସିବେ।କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି।

ସୂଚନଥାଉ ପୁରୀ ଜଗନ୍ନାଥ ମନ୍ଦିର ତତ୍କାଳୀନ ମୁଖ୍ୟ ପ୍ରଶାସକ ଏ ଜମିକୁ ଜଗନ୍ନାଥଙ୍କ ନାମରେ କରିନେଇଛନ୍ତି ବୋଲି ବିଧାୟକ ସୁର ରାଉତରାୟ ଅଭିଯୋଗ ମଧ୍ୟ କରିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.