ETV Bharat / city

ବିଜୟ ଅଭିମୁଖେ TMC; ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

author img

By

Published : May 2, 2021, 7:19 PM IST

Updated : May 2, 2021, 10:59 PM IST

ପଶ୍ଚିମବଙ୍ଗରେ ମମତାଙ୍କ ଦଳ ବିପୁଳ ବିଜୟ ଅଭିମୁଖେ । ଏପଟେ ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ....

ବିଜୟ ଅଭିମୁଖେ TMC; ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର: ପଶ୍ଚିମବଙ୍ଗରେ ଟିଏମସି ବିପୁଳ ବିଜୟ ଆଡକୁ ଅଗ୍ରସର ହେଉଛି । ମମତାଙ୍କ ଦଳ ବହୁମତ ହାସଲ ଅଭିମୁଖେ ଥିବାବେଳେ ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ । ବିଭିନ୍ନ ରାଜନୈତକ ଦଳର ନେତୃବୃନ୍ଦ ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ନବୀନ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ମମତାଙ୍କୁ ତାଙ୍କ 3ୟ ପାଳିର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ବରେ ପଶ୍ଚିମବଙ୍ଗରେ ପ୍ରଗତି ହେବ ବୋଲି ଆଶା ପ୍ରକଟ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : May 2, 2021, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.