ETV Bharat / city

ରାଜଧାନୀରେ ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ - ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ ଉଦଘାଟିତ

ଭୁବନେଶ୍ବରରେ 10ମ ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ ଉଦଘାଟିତ ହୋଇଛି । ଓଡିଶା ସମେତ 9ଟି ରାଜ୍ୟର ନୃତ୍ୟଶିଳ୍ପୀ ଏଥିରେ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ..

national tribal dance festival
ରାଜଧାନୀରେ ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ ଉଦଘାଟିତ
author img

By

Published : Jan 31, 2020, 11:22 PM IST

ଭୁବନେଶ୍ବର: ସ୍ଥାନୀୟ ଆଦିବାସୀ ମେଳା ପରିସରରେ ଶୁକ୍ରବାର 10ମ ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ ଉଦଘାଟିତ ହୋଇଛି । ଓଡିଶା ସମେତ 9ଟି ରାଜ୍ୟର ନୃତ୍ୟଶିଳ୍ପୀ ଏଥିରେ ଭାଗ ନେଇଛନ୍ତି । ଏଥିରେ 32 ପ୍ରକାର ନୃତ୍ୟ ପରିବେଷଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମୁଖ୍ୟ ପରାମର୍ଶଦାତା ଅଖିଳ ବିହାରୀ ଓତା । 3 ଦିନ ଏହି ମେଳାର ଆୟୋଜନ ହେବ ।

ରାଜଧାନୀରେ ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ ଉଦଘାଟିତ

ରାଜଧାନୀରେ ଆଦିବାସୀଙ୍କ ସମାଗମ ସାଙ୍ଗକୁ ସେମାନଙ୍କ ଗାଁ ଗଣ୍ଡାର ନିଚ୍ଛକ ପ୍ରତିରୂପ ରାଜଧାନିବାସୀଙ୍କୁ ବେଶ ଆକୃଷ୍ଟ କରୁଛି । ଆଉ ତା ସହିତ ସେମାନଙ୍କ ପରମ୍ପରା ଓ ସଂସ୍କୃତିର ଅପୂର୍ବ ମିଳନରେ ଝଙ୍କୃତ ହେଉଛି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ୟୁନିଟ 3 ଅଞ୍ଚଳର ପ୍ରଦର୍ଶନୀ ପଡିଆ ।

ଏହାକୁ ତାଳ ଦେଇ ଆରମ୍ଭ ହୋଇଥିବା ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ ମଧ୍ୟ ଏଥିରେ ଆହୁରି ଚମକ ଆଣି ଦେଇଛି । ଦେଶର ବିଭିନ୍ନ କୋଣରୁ ଆସିଥିବା ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ଆକର୍ଷଣୀୟ ବେଶଭୂଷାରେ ସଜ୍ଜିତ ହେବା ସହ ଜୀବନ୍ତ ଓ ସୃତିମଧୁର ନୃତ୍ୟ ସଙ୍ଗୀତ ପରିବେଷଣ କରୁଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜ୍ୟର ଆଦିବାସୀ ମାନଙ୍କ ସମାଗମ ସାଙ୍ଗକୁ ସେମାନଙ୍କ ଗାଁ ଗଣ୍ଡାର ନିଛକ ପ୍ରତିରୂପ ରାଜଧାନିବାସୀଙ୍କୁ ବେଶ ଆକୃଷ୍ଟ କରୁଛି।ଆଉ ତା ସହିତ ସେମାନଙ୍କ ପରମ୍ପରା ଓ ସଂସ୍କୃତିର ର ଅପୂର୍ବ ମିଳନରେ ଝଙ୍କୃତ ହେଉଛି ସହର ର ଜନଗହଳିପୂର୍ଣ୍ଣ ସ୍ଥାନ ୟୁନିଟ 3 ଅଞ୍ଚଳର ପ୍ରଦର୍ଶନୀ ପଡିଆ।ଆଉ ତାକୁ ତାଳ ଦେଇ ଆରମ୍ଭ ହୋଇଥିବା ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ ମଧ୍ୟ ଏଥିରେ ଆହୁରି ଚମକ ଆଣି ଦେଇଛି।ଦେଶର ବିଭିନ୍ନ କୋଣରୁ ଆସିଥିବା ଆଦିବାସୀମାନେ ସେମାନଙ୍କ ପାରମ୍ପାରିକ ଆକର୍ଷଣୀୟ ବେଶ ଭୁଷା ରେ ସଜ୍ଜିତ ହେବା ସହ ଜୀବନ୍ତ ଓ ସୃତିମଧୁର ନୃତ୍ୟ ସଙ୍ଗୀତ ପରିବେଷଣ କରୁଛନ୍ତି।ଯାହାକି ଏହି ରାଜଧାନୀ ସମେତ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ମଧ୍ୟ ଏଠାକୁ ଟାଣି ଆଣୁଥିବା ଦେଖାଯାଏ।

Body:ସ୍ଥାନୀୟ ଆଦିବାସୀ ମେଳା ପରିସରରେ ଆଜି ଏହି 10 ମ ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ ଉଦ୍ଘାଟିତ ହୋଇଛି।ଯେଉଁଥିରେ ଓଡିଶା ସମେତ 9ଟି ରାଜ୍ୟର ଆଦିବାସୀମାନେ ଭାଗ ନେଉଥିବା ଜାଣିବାକୁ ମିଳିଛି।ଯେଉଁଥିରେ ସେମାନେ 32 ପ୍ରକାର ନୃତ୍ୟ ରୂପର ପ୍ରଦର୍ଶନ କରିବେ ବୋଲି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।ଯାହାକି ତିନିଦିନ ଧରି ଆୟୋଜିତ ହେବାକୁ ଥିବାବେଳେ ଏହାକୁ ଆଗାମୀ ବର୍ଷଠାରୁ ବୃଦ୍ଧି କରାଯିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି।
ବାଇଟ-ଆଖିଳ ବିହାରୀ ଓତା,
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.