ETV Bharat / city

ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ 4ଟି ସିଂହ

ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି । ନୂଆ ବର୍ଷ ପାଇଁ 4 ଟି ସିଂହ ନନ୍ଦନକାନନକୁ ଆସିବା ନେଇ ଜଣାପଡିଛି । ଅଧିକ ଖବର ପଢନ୍ତୁ...

author img

By

Published : Nov 30, 2019, 10:59 PM IST

ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି
ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ବର: ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି । ବିଭିନ୍ନ ଦେଶ ଯଥା ଆଫ୍ରିକା, ଶ୍ରୀଲଙ୍କାରୁ ଆସିବେ ବନ୍ୟପ୍ରାଣୀ । ଏହାର ସୁଯୋଗ ନେଇ ନୂଆ ବର୍ଷରେ ମଜା ଉଠାଇବେ ପର୍ଯ୍ୟଟକ ।

ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଧିରେ ଧିରେ ନନ୍ଦନକାନନରୁ ବନ୍ୟପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗୁଛି । ଯାହା ପର୍ଯ୍ୟଟକଙ୍କୁ ନିରାଶ କରୁଛି । କିନ୍ତୁ ନୂଆ ବର୍ଷ ପାଇଁ 4 ଟି ସିଂହ ନନ୍ଦନକାନନକୁ ଆସିବା ନେଇ ଜଣାପଡିଛି । ବିଳାସପୁର ଚିଡ଼ିଆଖାନାରୁ ଦୁଇଟି ଅଣ୍ଡିରା ସିଂହ ଓ ଦୁଇଟି ସିଂହୀ ଆସିବ । ନନ୍ଦନକାନନରେ ବର୍ତ୍ତମାନ ସମୟରେ 3 ଟି ସିଂହ ରହିଥବା ବେଳେ ସେମାନେ ବାର୍ଦ୍ଧକ୍ୟ ଦେଇ ଗତି କରୁଛନ୍ତି ।

କୌଣସି ମୁହୂର୍ତ୍ତରେ ସେମାନଙ୍କର ମୃତ୍ୟୁ ଘଟିପାରେ। ତିନୋଟି ସିଂହର ବୟସ ଯଥାକ୍ରମେ ୧୯, ୨୦, ୨୬ ବର୍ଷ ରହିଛି । ଏହାଛଡା ଜିରାଫ, ଅନ୍ୟ ଜୀବଜନ୍ତୁଙ୍କୁ ପରିବର୍ତ୍ତନ କରି ଦେଶର ଅନ୍ୟ ଚିଡ଼ିଆଖାନାରୁ ବନ୍ୟପ୍ରାଣୀ ଆଣିବାର ମଧ୍ୟ ଯୋଜନା ରହିଛି ।

ଆଫ୍ରିକା ଚିଡ଼ିଆଖାନାରୁ ଆଫ୍ରିକା ଚିତା, ଜିରାଫ ଓ ୱାଲାଭି ବନ୍ୟପ୍ରାଣୀ ଆସିବାର ଯୋଜନା ରହିଛି । ଏହାକୁ ନେଇ ଇଣ୍ଟରନ୍ୟାସନାଲ ଚିଡିଆଖାନା ଅଧିକାରୀଙ୍କ ସହ ନନ୍ଦନକାନନ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକନାନାକୁ ଆସିବେ ନୂଆ ବର୍ଷ ରେ ନୂଆ ଅତିଥି।

ନୂଆ ବର୍ଷରେ ଆସିବେ ନନ୍ଦନକନାନାକୁ ନୂଆ ଅତିଥି। ବିଭିନ୍ନ ଦେଶ ରୁ ଆସିବ ବନ୍ୟପ୍ରାଣୀ। ଏହାର ନୂଆ ବର୍ଷ ରେ ମଜା ଉଠାଇବେ ପର୍ଯ୍ୟଟକ।ଆଫ୍ରିକା, ଶ୍ରୀଲଙ୍କା,ପରି ଦେଶରୁ ଆସିବ ବନ୍ୟପ୍ରାଣୀ।

Body:

ଧୀରେ ଧୀରେ ନନ୍ଦନକାନନ ରୁ ବନ୍ୟପ୍ରାଣୀ ଙ୍କ ସଂଖ୍ୟା କମିବାରେ ଲାଗୁଛି। ଯାହା ପର୍ଯ୍ୟଟକମାନେ ନିରାଶା ହେଉଛନ୍ତି। କିନ୍ତୁ ନୂଆ ବର୍ଷ ପାଇଁ 4 ଟି ସିଂହ ନନ୍ଦନକାନନକୁ ଆସୁଛି। ବିଲସପୁର ଚିଡ଼ିଆଖାନାରୁ ଦୁଇ ଟି ପୁରୁଷ ସିଂହ ଓ ଦୁଇଟି ସିଂହୀ ଆସିବ। ନନ୍ଦନକାନନରେ ବର୍ତ୍ତମାନ ସମୟରେ 3 ଟି ସିଂହ ରହିଥବା ବେଳେ ସେମାନଙ୍କର ବୟସ ହୋଇଯାଇଛି। କୌଣସି ମୁହୂର୍ତ୍ତରେ ସେମାନଙ୍କର ମୃତ୍ୟୁ ଘଟିପାରେ। ତିନୋଟି ସିଂହ ର ବୟସ ୧୯, ୨୦, ୨୬ ବର୍ଷ ରହିଛି। ଏହାଛଡା ଜିରାଫ , ଅନ୍ୟ ଜୀବଜନ୍ତୁ ଙ୍କୁ ପରିବର୍ତ୍ତନ କରି ଦେଶର ଅନ୍ୟ ଚିଡ଼ିଆଖାନାରୁ ବନ୍ୟପ୍ରାଣୀ ଆଣିବାର ମଧ୍ୟ ପ୍ଲାନ ରହିଛି।
ଆଫ୍ରିକା ଚିଡ଼ିଆଖାନାରୁ ଆଫ୍ରିକା ଚିତା, ଜିରାଫ ଓ ୱାଲାଭି ବନ୍ୟାପ୍ରାଣୀ ଆସିବାର ଯୋଜନା ରହିଛି। ଏହାକୁ ନେଇ ଇଣ୍ଟରନାସାଲ ଚିଡିଆଖାନା ଅଧିକାରୀଙ୍କ ସହ ନନ୍ଦନକାନନ କତ୍ତୃପକ୍ଷ ଆଲୋଚନା କରିଛନ୍ତି।

Byte- ଜୟନ୍ତ ଦାସ, ଡେ଼ପୁଟି ଡ଼ାଇରେକ୍ଟର, ନନ୍ଦନକାନନ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.