ETV Bharat / city

ଭାଲେଣ୍ଟାଇନ ଡେ’ରେ ରିଲିଜ ହେଲା ମ୍ୟୁଜିକ ଭିଡିଓ

author img

By

Published : Feb 14, 2021, 1:14 PM IST

ଭାଲେଣ୍ଟାଇନ ଡେ'ରେ ଭୁବନେଶ୍ବର ସାମ୍ବାଦିକ ଭବନ ଠାରେ 2ଟି ଲଭ୍ ରୋମାଣ୍ଟିକ ମ୍ୟୁଜିକ୍ ଭିଡ଼ିଓ ଉନ୍ମୋଚନ ହେଇଯାଇଛି । ଅଧିକ ପଢନ୍ତୁ...

ଭାଲେଣ୍ଟାଇନରେ ଦିବସରେ ରିଲିଜ ହେଲା ମ୍ୟୁଜିକ ଭିଡିଓ

ଭୁବନେଶ୍ବର: ଭାଲେଣ୍ଟାଇନ ଡେ'ରେ ଭୁବନେଶ୍ବର ସାମ୍ବାଦିକ ଭବନ ଠାରେ 2ଟି ଲଭ୍ ରୋମାଣ୍ଟିକ ମ୍ୟୁଜିକ୍ ଭିଡ଼ିଓ ଉନ୍ମୋଚନ ହେଇଯାଇଛି। ‘ଖୁଦା ନା ରୁଲା’ ଓ ‘ନଜର କେ ସାମନେ’ ନାମକ ଦୁଇଟି ଭିଜିଓ ରିଲିଜ କରାଯାଇଛି ।

‘ଖୁଦା ନା ରୁଲା’ ମ୍ୟୁଜିକ ଭିଡିଓକୁ ଅଭିନାଶ ନିର୍ଦ୍ଦେଶନା ଦେଇଥିବା ବେଳେ ମାନସ କୁମାର ସ୍ବର ସଂଯୋଜନା କରିଛନ୍ତି । ଏହାସହ ହୁମାନ ସାଗର ଗୀତ ଗାଇଛନ୍ତି । ଅନ୍ୟ ଭିଡ଼ିଓଟିକୁ ଗାଇଛନ୍ତି ଅଭିଜିତ ମଜୁମଦାର । ଉଭୟ ଭିଡିଓଟି ସମ୍ରାଟ ମ୍ୟୁଜିକରେ ରିଲିଜ ହୋଇଛି। ୨ ଭିଡିଓରେ ସକଲ, ଜାନୁ ତାନିଆ ଓ ମିକି ଅଭିନୟ କରିଛନ୍ତି । ଏଥିରେ ଜଣେ ବଙ୍ଗୀୟ ନାୟକ ମଧ୍ୟ ରହିଛନ୍ତି ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.