ETV Bharat / city

କୁଇନ ଚଳଚ୍ଚିତ୍ରର ମ୍ୟୁଜିକ ଅଡିଓ ରିଲିଜ

ବିଜୟ କାନ୍ଦୋଇ ପ୍ରଯୋଜିତ କୁଇନ ଚଳଚ୍ଚିତ୍ରର ମ୍ୟୁଜିକ ଅଡିଓ ଗୁରୁବାର ରିଲିଜ ହୋଇଛି । ରାଜଧାନୀର ଏକ ଘରୋଇ ହୋଟେଲରେ ଏହି ଚଳଚ୍ଚିତ୍ରର ମ୍ୟୁଜିକ ଅଡିଓର ଶୁଭ ଉଦଘାଟନ କରାଯାଇଛି । ଆଗକୁ ପଢନ୍ତୁ...

author img

By

Published : Dec 27, 2019, 10:14 AM IST

କୁଇନ ଚଳଚ୍ଚିତ୍ରର ମ୍ୟୁଜିକ ଅଡିଓ ରିଲିଜ
କୁଇନ ଚଳଚ୍ଚିତ୍ରର ମ୍ୟୁଜିକ ଅଡିଓ ରିଲିଜ

ଭୁବନେଶ୍ବର: ବିଜୟ କାନ୍ଦୋଇ ପ୍ରଯୋଜିତ କୁଇନ ଚଳଚ୍ଚିତ୍ରର ମ୍ୟୁଜିକ ଅଡିଓ ଗୁରୁବାର ରିଲିଜ ହୋଇଛି । ରାଜଧାନୀର ଏକ ଘରୋଇ ହୋଟେଲରେ ଏହି ଚଳଚ୍ଚିତ୍ରର ତାରକାମାନେ ଉପସ୍ଥିତ ରହି ଏହି ମ୍ୟୁଜିକ ଅଡିଓର ଶୁଭ ଉଦଘାଟନ କରିଥିଲେ ।

କୁଇନ ଚଳଚ୍ଚିତ୍ରର ମ୍ୟୁଜିକ ଅଡିଓ ରିଲିଜ

ନବାଗତ ନାୟକ ଜୟଜିତ ଦାସ ଓ ବର୍ଷା ପ୍ରିୟଦର୍ଶିନୀ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚାରୋଟି ଗୀତ ଏହି ଚଳଚ୍ଚିତ୍ରରେ ରହିଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । ବିଦିଶା ବ୍ୟାନରର ଏହା ୧୧ତମ ଚଳଚ୍ଚିତ୍ର ।

ଖୁବଶୀଘ୍ର ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବ ବୋଲି କହିଛନ୍ତି ଏହାର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ । ଏହି ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଲିପ୍ସା ମିଶ୍ର, ହରିହର ମହାପାତ୍ର, ଉଷଶ୍ରୀ ମିଶ୍ର ଓ ଅନନ୍ତ ରଥ ପ୍ରମୁଖ ଅଭିନୟ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:କୁଇନ ଚଳଚ୍ଚିତ୍ରର ମ୍ୟୁଜିକ ଭିଡିଓ ଆଜି ରିଲିଜ

ବିଜୟ କାନ୍ଦୋଇ ପ୍ରଯୋଜିତ କୁଇନ ଚଳଚ୍ଚିତ୍ରର ମ୍ୟୁଜିକ ଭିଡିଓ ଆଜି ରିଲିଜ ହୋଇଛି । ଭୁବନେଶ୍ୱର ଠାରେ ଥିବା ଏକ ଘରୋଇ ହୋଟେଲରେ ଏହି ଚଳଚ୍ଚିତ୍ରର ତାରକାମାନେ ଉପସ୍ଥିତ ରହି ଏହି ମ୍ୟୁଜିକ ଭିଡିଓର ଶୁଭ ଉଦଘାଟନ କରିଥିଲେ। ନବାଗତ ନାୟକ ଜୟଜିତ ଦାସ ଓ ବର୍ଷା ପ୍ରିୟଦର୍ଶୀନୀ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଚାରୋଟି ଗୀତ ଏହି ଚଳଚ୍ଚିତ୍ରରେ ରହିଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର। ବିଦିଶା ବ୍ୟାନରର ଏହା ୧୧ତମ ଚଳଚ୍ଚିତ୍ର । ଖୁବଶୀଘ୍ର ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବ ବୋଲି କହିଛନ୍ତି ଏହାର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ। ଏହି ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଲିପ୍ସା ମିଶ୍ର, ହରିହର ମହାପାତ୍ର, ଉଷଶୀ ମିଶ୍ର ଓ ଅନନ୍ତ ରଥ ପ୍ରମୁଖ ଅଭିନୟ କରିଛନ୍ତି।Body:ବିଜୟ କାନ୍ଦୋଇ ପ୍ରଯୋଜିତ କୁଇନ ଚଳଚ୍ଚିତ୍ରର ମ୍ୟୁଜିକ ଭିଡିଓ ଆଜି ରିଲିଜ ହୋଇଛି । ଭୁବନେଶ୍ୱର ଠାରେ ଥିବା ଏକ ଘରୋଇ ହୋଟେଲରେ ଏହି ଚଳଚ୍ଚିତ୍ରର ତାରକାମାନେ ଉପସ୍ଥିତ ରହି ଏହି ମ୍ୟୁଜିକ ଭିଡିଓର ଶୁଭ ଉଦଘାଟନ କରିଥିଲେ। ନବାଗତ ନାୟକ ଜୟଜିତ ଦାସ ଓ ବର୍ଷା ପ୍ରିୟଦର୍ଶୀନୀ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଚାରୋଟି ଗୀତ ଏହି ଚଳଚ୍ଚିତ୍ରରେ ରହିଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର। ବିଦିଶା ବ୍ୟାନରର ଏହା ୧୧ତମ ଚଳଚ୍ଚିତ୍ର । ଖୁବଶୀଘ୍ର ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବ ବୋଲି କହିଛନ୍ତି ଏହାର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ। ଏହି ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଲିପ୍ସା ମିଶ୍ର, ହରିହର ମହାପାତ୍ର, ଉଷଶୀ ମିଶ୍ର ଓ ଅନନ୍ତ ରଥ ପ୍ରମୁଖ ଅଭିନୟ କରିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.