ETV Bharat / city

ଏଣିକି ଫସଲ ନଷ୍ଟ କରିବେନି ବନ୍ୟପ୍ରାଣୀ, ଝଟକା ଦେବ ମେସିନ୍ - wild animals

ଏଣିକି ଆଉ ଫସଲ ନଷ୍ଟ ହେବା ନାହିଁ କାରଣ ରାଜ୍ୟର ରାଜଧାନୀରେ ଏମିତି ଏକ ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ...

ଏଣିକି ଫସଲ ନଷ୍ଟ କରିବେନି ବନ୍ୟପ୍ରାଣୀ: ଝଟକା ଦେବ ମେସିନ୍

author img

By

Published : Jan 12, 2020, 11:00 PM IST

ଭୁବନେଶ୍ବର: ଏଣିକି ବନ୍ୟପ୍ରାଣୀଙ୍କ ଦ୍ବାରା ଆଉ ଫସଲ ନଷ୍ଟ ହେବ ନାହିଁ । କାରଣ ରାଜଧାନୀ ଏମ୍‌ଏସ୍ଏମିରେ ଏମିତି ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଛି। ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି।

ଏଣିକି ଫସଲ ନଷ୍ଟ କରିବେନି ବନ୍ୟପ୍ରାଣୀ: ଝଟକା ଦେବ ମେସିନ୍

ଅନେକ ସମୟରେ ଆମେ ଦେଖିଛୁ ଫସଲ ଜମିକୁ ବନ୍ୟାପ୍ରାଣୀ ନଷ୍ଟ କରି ଦେଇଥାନ୍ତି। ଯାହାଫଳରେ କୃଷକଙ୍କୁ ଅନେକ କ୍ଷତି ସହିବାକୁ ପଡିଥାଏ। କିନ୍ତୁ ଏଣିକି ଆଉ ଫସଲ ନଷ୍ଟ ହେବା ନାହିଁ କାରଣ ରାଜଧାନୀରେ ଏମିତି ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର।

ଏହି ପ୍ରକଳ୍ପରେ ଏକ ମେସିନ ଲାଗିଛି ଯାହାଦ୍ବାର ଜୀବଜନ୍ତୁଙ୍କୁ ସାମାନ୍ୟ ଝଟକା ଲାଗିବ। କିନ୍ତୁ ଏହାଦ୍ବାରା ଜୀବଜନ୍ତୁଙ୍କୁ କୌଣସି କ୍ଷତି ହେବ ନାହିଁ। ଏଥିରେ ଏକ ସୋଲାର ପ୍ୟାନେଲ ବି ରହିଛି ଯାହା ଚାର୍ଜ ହେବା ପରେ ବ୍ୟାଟେରୀରେ ସଂଗୃହିତ ହୋଇ ରହିବ ଓ ଚାଷ ଜମି ଚାରିପଟେ ଲଗାଯାଇ ଥିବା ତାରକୁ କରେଣ୍ଟ ଯୋଗାଇବ। ଏହାଦ୍ବାର ପଶୁପକ୍ଷୀଙ୍କୁ କେବଳ ଝଟକା ଲାଗିବ। ସବୁଠାରୁ ବଡ଼ କଥା ହେଲା କରେଣ୍ଟ ଲାଗିଲେ ବି ଜୀବଜନ୍ତୁ ମୃତ୍ୟୁବରଣ କରିବେ ନାହିଁ ।

ବର୍ତ୍ତମାନ କେନ୍ଦ୍ରପଡାର ବିଭିନ୍ନ ଅଞ୍ଚଳରେ ଏହି ମେସିନ୍‌ ଲଗାସରିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Ready to air
ଵନ୍ୟ ପ୍ରାଣୀ ଙ୍କ ଦ୍ୱରା ଆଉ ଫସଲ ନଷ୍ଟ ହେବ ନାହିଁ , କାରଣ ରାଜଧାନୀ ଏମ ଏସ ଏମି ରେ ଏମିତି ଏକ ପ୍ରଜେକ୍ଟ ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି।

ଅନେକ ସମୟ ରେ ଆମେ ଦେଖିଛୁ ଫସଲ ଜମି କୁ ବନ୍ୟା ପ୍ରାଣୀ ଆସି ଫସଲ କୁ ନଷ୍ଟ କରି ଦେଇଥାନ୍ତି। ଯାହା ଫଳ ରେ କୃଷକ ଙ୍କୁ ଅନେକ କ୍ଷତି ର ସହିବାକୁ ପଡିଥାଏ। କିନ୍ତୁ ଆଉ ଫସଲ ନଷ୍ଟ ହେବା ନାହିଁ କାରଣ ରାଜ୍ୟ ର ରାଜଧାନୀ ରେ ଏମିତି ଏକ ପ୍ରୋଜେକ୍ଟ ଯାହାକୁ ଦେଖିବା ପାଇଁ ଲୋକ ଙ୍କ ଭିଡ଼ ବି ଜମୁଛି। ପ୍ରକଳ୍ପରେ ଏମିତି ଏକ ମେସିନ ଲାଗିଛି ଯାହା ଯିବ ଜନ୍ତୁ ଙ୍କୁ ସାମାନ୍ୟ ଝଟକା ଲାଗିବ କିନ୍ତୁ ଜୀବଜନ୍ତୁ ଙ୍କୁ ଆଉ କୌଣସି କ୍ଷତି ହେବ ନାହିଁ। ଏକ ସେଲାର ପେନାଲ ବି ରହିଛି ଯାହା ଚାର୍ଜ ହେବା ପରେ ବ୍ୟାଟେରୀ ରେ ସଂଗୃହିତ ହୋଇ ରହିବ ଓ ଚାଷ ଜମି ଚାରିପରେ ଲଗାଯାଇ ଥିବା ତାର କୁ କରେଣ୍ଟ ଯୋଗାଇବ।କିନ୍ତୁ 12 ଭୋଲଟ ର ପାୱାର କୁ 12 ଏମ ପୀୟର ରେ ଦେବ ଯାହା ଫଳ ରେ ପଶୁପକ୍ଷୀ ଙ୍କୁ କେବଳ ଝଟକା ଲାଗିବ।ସବୁଠାରୁ ବଡ଼ କଥା ହେଲା କରେଣ୍ଟ ଲାଗିଲେ ବି ଜୀବଜନ୍ତୁ ମୃତ୍ୟବରଣ କରିବେ ନାହିଁ । ବର୍ତ୍ତମାନ କେନ୍ଦ୍ରପଡା ଜିଲାରେ ବିଭିନ୍ନ ଅଞ୍ଚଳ ରେ ଏହି ମେସିନ ଲଗାବି ଯାଇଛି।

ବାଇଟ ବିକ୍ରେତା

Body:Ready to air

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.