ETV Bharat / city

କ୍ୟାପିଟାଲ ହସ୍ପିଟାଲରେ MRI ସୁବିଧା, ମିଳିବ ମାଗଣା ଚିକିତ୍ସା - କ୍ୟାପିଟାଲ ହସ୍ପିଟାଲ

କ୍ୟାପିଟାଲ ହସ୍ପିଟାଲରେ ଏମଆରଆଇ ଶୁଭାରମ୍ଭ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଓଡ଼ିଶାର ଯେ କୌଣସି ସ୍ଥାନରୁ ରୋଗୀ ଆସିପାରିବେ ଏହାର ସୁବିଧା ନେଇପାରିବେ । ଅଧିକ ପଢନ୍ତୁ...

କ୍ୟାପିଟାଲ ହସ୍ପିଟାଲରେ ଏମଆରଆଇ ସୁବିଧା, ଦିଆଯିବ ମାଗଣା ଚିକିତ୍ସା

author img

By

Published : Nov 26, 2020, 3:44 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆଜି (ଗୁରୁବାର) ଏମଆରଆଇ ଶୁଭାରମ୍ଭ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏଠାରେ ଏମଆରଆଇ ପାଇଁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ଏହାଦ୍ବାରା ଓଡିଶାବାସୀଙ୍କୁ ମାଗଣାରେ ସୁବିଧା ଦିଆଯାଇପାରିବ ।

କ୍ୟାପିଟାଲ ହସ୍ପିଟାଲରେ ଏମଆରଆଇ ସୁବିଧା, ଦିଆଯିବ ମାଗଣା ଚିକିତ୍ସା

ମଣିପାଲ ହେଲଥ ମ୍ୟାପ ମାଧ୍ୟମରେ ଏହା ଆରମ୍ଭ ହୋଇଛି । ଏହି କମ୍ପାନୀ ଦେଶରେ 50 ଟି ସ୍ଥାନରେ ଏମଆରଆଇ କାମ କରୁଛନ୍ତି । ସମ୍ପୂର୍ଣ୍ଣ ଭାବରେ ଏକ କୋଟି ଟଙ୍କାର ବ୍ୟୟରେ କାର୍ଯ୍ୟ କରାଯାଇଛି । ଏହାକୁ ଅତ୍ୟାଧୁନିକ ଭାବରେ କରାଯାଇଛି । ଏହା ଘରୋଇ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ନକରି ମାଗଣାରେ ସୁବିଧା ପାଇପାରିବେ ।

ଏହାକୁ ନେଇ ଅନ୍ୟ ଜିଲ୍ଲାରେ ଖୁବ ଶୀଘ୍ର କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଏହା ସହ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ଭୁବନେଶ୍ବର ସହ ଓଡ଼ିଶାର ଯେ କୌଣସି ସ୍ଥାନରୁ ରୋଗୀ ଆସିପାରିବେ ଏହାର ସୁବିଧା ନେଇପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.