ETV Bharat / city

କ୍ୟାପିଟାଲ ହସ୍ପିଟାଲରେ 3 ନୂଆ ଓଟି, ବିମାନବନ୍ଦର ସହ ଚୁକ୍ତି ସ୍ବାକ୍ଷରିତ

author img

By

Published : Oct 18, 2019, 10:21 PM IST

ନୂଆ ମଡେଲ ଓଟି ଓ ଜେନେରାଲ ଅପରେସନ ଥିଏଟର ଓ ନିଆଳିରେ ସିଏଚସିର ପ୍ରଶସ୍ତିକରଣ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ, ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦର ସହ ଚୁକ୍ତି ସ୍ବାକ୍ଷର କରିଛି ସ୍ବାସ୍ଥ୍ୟ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କ୍ୟାପିଟାଲ ହସପିଟାଲରେ ନୂତନ ଭାବେ ତିଆରି ହେବ 2ଟି ମଡେଲ ଓଟି ଓ ଜେନେରାଲ ଅପରେସନ ଥିଏଟର । ଏଥିପାଇଁ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ, ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦର ସହ ଚୁକ୍ତି ସ୍ବାକ୍ଷର କରିଛି ସ୍ବାସ୍ଥ୍ୟ ବିଭାଗ । ଏହି ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେବ 4.74 କୋଟି ଟଙ୍କା ।

ଏହାସହ କଟକରେ ମାର୍ଟନିଟି ୱାର୍ଡ ଓ ନିଆଳିରେ ସିଏଚସିର ପ୍ରଶସ୍ତିକରଣ କରାଯିବା ନେଇ ମଧ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏଥିପାଇଁ 6.74 କୋଟି ଟଙ୍କା ଖର୍ଚ୍ଚ ହେବ । ସମସ୍ତ ଅର୍ଥ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଓ ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦର କର୍ପୋରେଟ୍ ସୋସିଆଲ ରେସପନ୍ସବିଲିଟି ଫଣ୍ଡରୁ ଅର୍ଥ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି ।

ଏହି ଅବସରରେ ସ୍ଵାସ୍ଥ୍ୟ ସଚିବ ପ୍ରମୋଦ ମେହେରଦା ଓ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ହୋତା ଓ ଏୟାରପୋର୍ଟ ଅଥରଟି ଇଣ୍ଡିଆର ଅଧିକାରୀ ସମେତ କ୍ୟାପିଟାଲ ହସପିଟାଲର ସିଡିଏମଓ ଓ କଟକ ସିଡିଏମଓ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ରେ ଥିବା କ୍ୟାପିଟାଲ ହସପିଟାଲରେ ନୂତନ ଭାବେ ତିଆରି ହେବାକୁ ଯାଉଛି ୨ଟି ମଡୁଲା ଓଟି ଓ ଜେନେରାଲ ଅପରେସନ ଥିଏଟର୍ ।ଏଥିପାଇଁ ୪.୭୪ କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରାଯିବା ।ଏନେଇ ଏୟାରପୋର୍ଟ ଅଥରଟି ଅଫ ଇଣ୍ଡିଆ ,ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦର ଓ କ୍ୟାପିଟାଲ ହସପିଟାଲ ମଧ୍ୟରେ ଏକ ଏମଓୟୁ ଚୁକ୍ତି ସ୍ଵାକ୍ଷର ହୋଇଛି ।Body:ଏହା ସହ ସଡିଏମଓ କଟକ ସହ ମଧ୍ୟ ଏକ ଚୁକ୍ତି ସ୍ଵକ୍ଷରିତ ହୋଇଛି ।ସେଠାରେ ୬.୭୪ କୋଟିରେ ଅତ୍ୟାଧୁନିକ ମେଟରନିଟ୍ ଓ୍ଵାଡ ଖୋଲିବା ସହ ନିଆଳି ସିଏଚସି ର ଏକସ୍ସପାନେସନ କରାଯିବ ନେଇ ଆଉ ଏକ ଚୁକ୍ତି ସ୍ଵାକ୍ଷର ହୋଇଛି ।ଏନେଇ ଏୟାରପୋର୍ଟ ଅଥରଟି ଇଣ୍ଡିଆ ଓ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦର କର୍ପୋରେଟ୍ ସୋସିଆଲ ରେସପନସିବିଲିଟ୍ ଫଣ୍ଡ ରୁ ଅର୍ଥ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି ।Conclusion:ଏହି ଅବସରରେ ସ୍ଵାସ୍ଥ୍ୟ ସଚିବ ପ୍ରମୋଦ ମେହେରଦା ଓ ଭୁବନେଶ୍ୱର ଏୟାରପୋର୍ଟ ର ନିର୍ଦ୍ଦେଶକ ସୁରେଶ ହୋତା ଓ ଏୟାରପୋର୍ଟ ଅଥରଟି ଇଣ୍ଡିଆ ର ଅଧିକାରୀ ସମେତ ,କ୍ୟାପିଟାଲ ହସପିଟାଲର ସିଡିଏମୋ ଓ କଟକ ସିଡିଏମଓ ଉପସ୍ଥିତ ଥିଲେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.