ETV Bharat / city

ଦୁର୍ଘଟଣାରେ ପୁଅକୁ ହରାଇ ଅନ୍ୟକୁ ସଚେତନ କରୁଛନ୍ତି ମା' - ରାଜଧାନୀବାସି ଅମୀୟବାଳା

ନିକଟରେ ଏକ ସଡକ ଦୁର୍ଘଟଣାରେ ହରାଇଥିଲେ ନିଜ 18 ବର୍ଷରୁ କମ୍ ବୟସ୍କ ପୁଅକୁ । ଯାହାକୁ ନେଇ ଆଜିବି ଆଖିରୁ ଶୁଖିନି ଲୁହ ।

ଦୁର୍ଘଟଣାରେ ପୁଅକୁ ହରାଇ ଅନ୍ୟକୁ ସଚେତନ କରୁଛନ୍ତି ମା'
author img

By

Published : Sep 24, 2019, 7:28 PM IST

ଭୁବନେଶ୍ବର: କଥାରେ ଅଛି ଯାହା ପୁଅକୁ ସାପ କାମୁଡି ଥାଏ, ତା' ମାଆ ପାଳ ଦଉଡି ଦେଖିଲେ ଡରିଥାଏ । ଆଉ ସେମିତି କିଛି ଅବସ୍ଥା ଏବେ ରାଜଧାନୀବାସୀ ଅମୀୟବାଳାଙ୍କର । ନିକଟରେ ଏକ ସଡକ ଦୁର୍ଘଟଣାରେ ହରାଇଥିଲେ ନିଜ 18 ବର୍ଷରୁ କମ୍ ବୟସ୍କ ପୁଅକୁ । ଯାହାକୁ ନେଇ ଆଜିବି ଆଖିରୁ ଶୁଖିନି ଲୁହ ।

ଦୁର୍ଘଟଣାରେ ପୁଅକୁ ହରାଇ ଅନ୍ୟକୁ ସଚେତନ କରୁଛନ୍ତି ମା'

ଅନ୍ୟପଟେ ରାଜ୍ୟ ସରକାର ତିନି ମାସ ପାଇଁ ଟ୍ରାଫିକ ନିୟମକୁ କୋହଳ କରିଥିବା କାରଣରୁ ଯେମିତି ଆଉ କିଛି ଦୁର୍ଘଟଣା ନଘଟୁ ସେଥିପାଇଁ ସେ ସମସ୍ତଙ୍କୁ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ।

ଏହାସହ ସେ କହିଛନ୍ତି ତାଙ୍କ ପୁଅର ଦୁର୍ଘଟଣା ସମୟରେ ଯଦି ଟ୍ରାଫିକ ନିୟମ କଡାକଡି ହୋଇଥାଆନ୍ତା । ତେବେ ହୁଏତ ଆଜି ତାଙ୍କ ପୁଅ ବଞ୍ଚିଯାଇଥାଆନ୍ତା । ସେ ଯେମିତି ନିଜ ପୁଅକୁ ସଡକ ଦୁର୍ଘଟଣାରେ ହରାଇଛନ୍ତି ସେମିତି ଆଉ କୌଣସି ମା' ସହ ଯେପରି ନହୁଏ । ସେପଟେ ପୁଅକୁ ହରାଇବା ଦୁଃଖରେ ଭାଙ୍ଗି ନପଡି ସଡକ ସୁରକ୍ଷାର ବାର୍ତ୍ତା ବାଣ୍ଟୁଛନ୍ତି ଅମୀୟବାଳା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଶଡ଼କ ଦୁର୍ଘଟଣା ନିଜ ପୁଅ ହାରାଇଛି ମା ଏବେ ,
ଭରା କଣ୍ଠ ରେ ଅନ୍ୟ କୁ ବାଣ୍ଟୁଛି ଟ୍ରାଫିକ ସଚେତନତା ର ବାର୍ତ୍ତା ।

ରାଜଧାନୀ ଭୁବନେଶ୍ବର ଏକ ମର୍ମନ୍ତୁତ ଦୁର୍ଘଟଣାରେ ନିଜ 18 ବର୍ଷ ରୁ କମ ପୁଅ କୁ ହରାଇଛନ୍ତି ଅମୀୟବାଳା । ଆଜି ବି ଆଖିରୁ ଲୁହ ଝରିବା ଶେଷ ହୋଇ ନାହିଁ। ଆଜି ବି ଦିନ ରାତି ନିଜ ପୁଅ କୁ ଝୁରୁଛି ଏହି ମା। ଅନ୍ୟ ପଟେ ରାଜ୍ୟ ସରକାର ତିନି ମାସ ପାଇଁ ଟ୍ରାଫିକ ନିୟମ କୁ କେହଳ ସିନା କରିଦେଇଛନ୍ତି ଲୋକେ କେତେ ସଚେତନ ହେଲେଣି ତାହା ଏବେ ବି ଏକ ବଡ଼ ପ୍ରଶ୍ନ? ରେଡ଼ ସେପ୍ଟି ନିୟମ କୁ କେତେ ଖାତିର କରବେ ତାହା ତିନିମାସ ପରେ ହିଁ ଜଣା ପଡିବ। ଅମୀୟବାଳା ଙ୍କ କହିବା ଅନୁଯାୟୀ ସେଦିନ ଗୋଟିଏ ବାଇକ ରେ ତାଙ୍କ ପୁଅ ସହ ଆଉ ଦୁଇ ଜଣ ପିଲା ଗୋଟିଏ ବାଇକ ରେ ଯାଇଥିଲେ , ଯଦି ସେହି ବାଇକ ରେ 3 ଜଣ ବଦଳ ରେ ଦୁଇ ଜଣ ଯାଇଥାନ୍ତେ ହୁଏ ତ ଅମୀୟବାଳା ଙ୍କ ଏକ ମାତ୍ର ପୁଅ ଗିରିଜା ଵଂଛି ଯାଇ ଥାନ୍ତା। ଅନ୍ୟ ପଟେ ନିଜ ପୁଅ କୁ ସେ ଯେମିତି ଶଡକ ଦୁର୍ଘଟଣା ରେ ହରାଇଲେ ଆଉ କୌଣସି ମା ନିଜ ପୁଅ କୁ ନ ହାରାଉ ତା ପାଇଁ ସେ ସଡକ ସୁରକ୍ଷା ର ବାର୍ତ୍ତା ବାଣ୍ଟୁଛନ୍ତି ଅମୀୟବାଳା।

Body:ଶଡ଼କ ଦୁର୍ଘଟଣା ନିଜ ପୁଅ ହାରାଇଛି ମା ଏବେ ,

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.