ETV Bharat / city

ରାଜ୍ୟରେ 3 ଲକ୍ଷ ଡେଇଁଲା କୋରୋନା ଆରୋଗ୍ୟଙ୍କ ସଂଖ୍ୟା - ଓଡିଶା କୋରୋନା

ରାଜ୍ୟରେ 3 ଲକ୍ଷ ଛୁଇଁଲା କୋରୋନା ଆରୋଗ୍ୟ ସଂଖ୍ୟା । ତେବେ ରାଜ୍ୟରେ ଆଜି 1315 ଜଣ ଆରୋଗ୍ୟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3,00,474 ।

ରାଜ୍ୟ ପାଇଁ ଖୁସି ଖବର,  3 ଲକ୍ଷରୁ ଉର୍ଦ୍ଧ୍ବ ଓଡିଶାବାସୀ କୋରୋନାକୁ ଦେଲେ ମାତ୍‌

author img

By

Published : Nov 17, 2020, 9:47 PM IST

ଭୁବନେଶ୍ବର: ରାଜ୍ୟରେ 3 ଲକ୍ଷ ଛୁଇଁଲା କୋରୋନା ଆରୋଗ୍ୟ ସଂଖ୍ୟା । ତେବେ ରାଜ୍ୟରେ ଆଜି 1315 ଜଣ ଆରୋଗ୍ୟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3,00,474 ।

the-good-news-for-the-state-is-that-more-than-3-lakh-corona-patient-recovery
ଫଟୋ ସୌଜନ୍ୟ: ସୋସିଆଲମିଡିଆ@HFWOdisha

ଆଜି 30 ଟି ଜିଲ୍ଲାରେ 1315 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଖୋର୍ଦ୍ଧାରେ 143, କଟକରେ 144, ସୁନ୍ଦରଗଡରେ 116, ମୟୁରଭଞ୍ଜରେ 87, ପୁରୀରେ 77, ଜଗତସିଂହପୁର 74, ବରଗଡରେ 62, ଯାଜପୁରରେ 55, କେନ୍ଦ୍ରାପଡାରେ 54, ବାଲେଶ୍ବରରେ 53, ଅନୁଗୁଳ ରେ 44, ବଲାଙ୍ଗିର ରେ 42, କେନ୍ଦୁଝରରେ 42, ନୂଆପଡା ରେ 41, ସମ୍ବଲପୁରରେ 37, କଳାହାଣ୍ଡିରେ 35, କୋରାପୁଟରେ 31, ଭଦ୍ରକରେ 23, ନୟାଗଡରେ 23, ସୋନପୁରରେ 19, ଢେଙ୍କାନାଳରେ 16, ମାଲକାନଗିରିରେ 16, ନବରଙ୍ଗପୁରରେ 14, ଗଂଜାମରେ 12, କନ୍ଧମାଳରେ 9, ଝରସୁଗୁଡ଼ାରେ 8, ବୌଦ୍ଧରେ 5, ରାୟଗଡାରେ 3, ଦେଓଗଡରେ 2, ଗଜପତିରେ 1 ଓ ଷ୍ଟେଟ ପୁଲରେ 27 ଜଣ ଆରୋଗ୍ୟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.