ETV Bharat / city

ଅପରାହ୍ନ ସୁଦ୍ଧା ସ୍ଥାନାନ୍ତରିତ ହେଲେଣି 2 ଲକ୍ଷ 10 ହଜାର, ସନ୍ଧ୍ୟା ସୁଦ୍ଧା ହେବେ ସାତ ଲକ୍ଷ

author img

By

Published : May 25, 2021, 3:43 PM IST

Updated : May 25, 2021, 7:38 PM IST

ବାତ୍ୟା ୟସ ଲ୍ୟାଣ୍ଡଫଲ କରିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ସ୍ଥାନାନ୍ତରଣ ପ୍ରକ୍ରିୟା । ଏବେ ସୁଦ୍ଧା ସ୍ଥାନାନ୍ତରିତ ହେଲେଣିି ଦେଢ ଲକ୍ଷ । ଅଧିକ ପଢନ୍ତୁ...

ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହେଲେଣି ଦେଢ ଲକ୍ଷରୁ ଉର୍ଦ୍ଧ୍ବ, ସନ୍ଧ୍ୟା ସୁଦ୍ଧା ସରିବ ସ୍ଥାନାନ୍ତରଣ

ଭୁବନେଶ୍ବର: ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ କରିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ସ୍ଥାନାନ୍ତରଣ ପ୍ରକ୍ରିୟା । ପ୍ରଭାବିତ ହେବାକୁ ଥିବା 10 ଜିଲ୍ଲାର ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଉଛି ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ। ତେବେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 10ହଜାର 621 ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସର୍ବାଧିକ ବାଲେଶ୍ୱରରେ 74 ହଜାର 132 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକରେ 73 ହଜାର 103, କେନ୍ଦ୍ରାପଡା 41 ହଜାର 685, ଜଗତସିଂହପୁର 9 ହଜାର 122 ଜଣଙ୍କୁ କରାଯାଇଛି ସ୍ଥାନାନ୍ତର । ଅପରାହ୍ନ 4 ଟା ସୁଦ୍ଧା ମୋଟ 2 ଲକ୍ଷ 10 ହଜାର 621 ଜଣଙ୍କୁ କରାଗଲାଣି ସ୍ଥାନାନ୍ତର । ସେହିପରି ଆଜି ସଂନ୍ଧ୍ୟା ଶେଷ ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ ରଖାଯାଇଛି ।

ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହେଲେଣି ଦେଢ ଲକ୍ଷରୁ ଉର୍ଦ୍ଧ୍ବ, ସନ୍ଧ୍ୟା ସୁଦ୍ଧା ସରିବ ସ୍ଥାନାନ୍ତରଣ
ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହେଲେଣି ଦେଢ ଲକ୍ଷରୁ ଉର୍ଦ୍ଧ୍ବ, ସନ୍ଧ୍ୟା ସୁଦ୍ଧା ସରିବ ସ୍ଥାନାନ୍ତରଣ
ଅପରାହ୍ନ ସୁଦ୍ଧା ସ୍ଥାନାନ୍ତରିତ ହେଲେଣି 2 ଲକ୍ଷ 10 ହଜାର, ସନ୍ଧ୍ୟା ସୁଦ୍ଧା ହେବେ ସାତ ଲକ୍ଷ

ତେବେ ସ୍ଥାନାନ୍ତରଣ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଜାରି ରିହିଛି ଓ ସନ୍ଧା ସୁଦ୍ଧା ଶେଷ କରିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର । ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲ୍ଲା ଓ ସ୍ଥାନାନ୍ତରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଭାବିତ ହେବାକୁ ଥିବା 10 ଜିଲ୍ଲାରୁ ପ୍ରାୟ 7 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ଭୁବନେଶ୍ବରରୁ ତାପସ ପରିଡା ଓ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

Last Updated : May 25, 2021, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.