ETV Bharat / city

STF ହାତରେ କୋଟିଏ ଟଙ୍କାର ବ୍ରାଉନସୁଗାର, ଢେଙ୍କାନାଳରୁ ୨ ବେପାରୀ ଗିରଫ

author img

By

Published : Dec 21, 2021, 12:08 PM IST

ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁରେ ହେଉଥିଲା ବ୍ରାଉନସୁଗାର ଡିଲ । ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ ସହ ୨ ଜଣଙ୍କୁ କାବୁ କରିଛି STF ଟିମ । ଅଧିକ ପଢନ୍ତୁ

STF ହାତରେ କୋଟିଏ ଟଙ୍କାର ବ୍ରାଉନସୁଗାର, ଢେଙ୍କାନାଳରୁ ୨ ବେପାରୀ ଗିରଫ
STF ହାତରେ କୋଟିଏ ଟଙ୍କାର ବ୍ରାଉନସୁଗାର, ଢେଙ୍କାନାଳରୁ ୨ ବେପାରୀ ଗିରଫ

ଭୁବନେଶ୍ବର: ଗାଁ ରାସ୍ତାରେ ଡିଲ ହେଉଥିଲା କୋଟିଏ ଟଙ୍କାର ବ୍ରାଉନସୁଗାର । ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁରେ ଡିଲବେଳେ ମାଡିବସିଲା STF ଟିମ। ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ (brown sugar seized) ସହ ୨ ଜଣଙ୍କୁ କାବୁ କରିଛି STF । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।

ଦୁଇ ଅଭିଯୁକ୍ତ ରାକେଶ କୁମାର ସାହୁ ଓ ସନ୍ତୋଷ କୁମାର ସାହୁକୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ । ଗତ ଏକ ବର୍ଷ ଭିତରେ ୪୪ କେଜି ବ୍ରାଉନସୁଗାର ସହ ଓ ୮୬ କୁଇଣ୍ଟାଲ ୮୧ କେଜି ଗଞ୍ଜେଇ ଜବତ କରିଛି STF ଟିମ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.