ETV Bharat / city

କୋରୋନାରେ ଆଖି ବୁଜିଲେ ଆଉ 5

author img

By

Published : Dec 16, 2020, 12:39 PM IST

ଦୀର୍ଘ 8 ମାସ ପରେ ଧିରେ ଧିରେ କୋରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ଆଉ 5 ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା 1,820ରେ ପହଞ୍ଚିଛି । ଅଧିକ ପଢନ୍ତୁ...

କୋରୋନାରେ ଆଖି ବୁଜିଲେ ଆଉ 5
କୋରୋନାରେ ଆଖି ବୁଜିଲେ ଆଉ 5

ଭୁବନେଶ୍ବର: ଦୀର୍ଘ 8 ମାସ ପରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ । ସଂକ୍ରମଣ ସହ କୋରୋନା ମୃତ୍ୟୁ ସଂଖ୍ୟାରେ ମଧ୍ୟ ଲାଗିଛି ଏକ ପ୍ରକାର ବ୍ରେକ । ତେବେ ଗତ 24 ଘଣ୍ଟା ମଧ୍ୟରେ ଆଉ 5 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି । ଫଳରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 1,820ରେ ପହଞ୍ଚିଛି ।

କୋରୋନା ମୃତକଙ୍କ ମଧ୍ୟରେ ଅନୁଗୋଳର 57 ବର୍ଷିୟ ମହିଳା, ବାଲେଶ୍ବରର 65 ବର୍ଷିୟ ପୁରୁଷ, ଯିଏକି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ସେହିପରି ବଲାଙ୍ଗୀରର 44 ବର୍ଷିୟ ପୁରୁଷ, କଟକର 72 ବର୍ଷିୟ ପୁରୁଷ ଏବଂ ସୁନ୍ଦରଗଡର 65 ବର୍ଷିୟ ପୁରୁଷ ଅଛନ୍ତି, ଯିଏକି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.