ETV Bharat / city

ସନ୍ନୀ ମେହେଟ୍ଟାଙ୍କ ବିୟୋଗରେ ନବୀନଙ୍କୁ ସମବେଦନା ଜଣାଇଲେ ମୋଦି

ସନ୍ନୀ ମେହେଟ୍ଟାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେବା ସହ ଟ୍ବିଟ କରି ସମବେଦନା ଜଣାଇଛନ୍ତି ।

author img

By

Published : Dec 31, 2019, 7:20 PM IST

modi express condolences towards chiefminister Naveen pattanaik
ସନ୍ନୀ ମେହେଟ୍ଟାଙ୍କ ବିୟୋଗରେ ନବୀନଙ୍କୁ ସମବେଦନା ଜଣାଇଲେ ମୋଦି

ଭୁବନେଶ୍ବର: ସନ୍ନୀ ମେହେଟ୍ଟାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେବା ସହ ଟ୍ବିଟ କରି ସମବେଦନା ଜଣାଇଛନ୍ତି । ଆଜି(ମଙ୍ଗଳବାର) ସନ୍ଧ୍ୟାରେ ଫୋନ କରି ନବୀନ ପଟ୍ଟନାୟକଙ୍କ ସହ କଥା ହେଇଛନ୍ତି ମୋଦି ।

ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଗୀତା ମେହେଟ୍ଟାଙ୍କ ସ୍ବାମୀ ହେଉଛନ୍ତି ସନ୍ନି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଏନେଇ ନବୀନ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ। ଭିଣୋଇ ସନ୍ନି ମେହେଟ୍ଟାଙ୍କ ବିୟୋଗରେ ସମବେଦନା ଜଣାଇଛନ୍ତି ମୋଦି। ଏନେଇ ସେ ପୂର୍ବରୁ ଟ୍ୱିଟ ବି କରି ଦୁଃଖ ପ୍ରକାଶ କରିଥିଲେ। ସନ୍ଧ୍ୟାରେ ଟେଲିଫୋନ ଯୋଗେ ସେ ମୁଖ୍ୟମନ୍ତ୍ରୀ ଙ୍କ ସହିତ କଥା ହୋଇ ସମବେଦନା ଜଣାଇଛନ୍ତି। Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.