ETV Bharat / city

ମଡେଲ ସାରାନ୍ୟାଙ୍କ ସଫଳତାରେ ବାଧକ ସାଜିଛି ଅର୍ଥ - ଟ୍ୟାଲେଣ୍ଟ ଷ୍ଟାର ଇଣ୍ଟର ନ୍ୟାସନାଲ ମଡେଲ ପ୍ରତିଯୋଗିତା

ମଡେଲ ସାରାନ୍ୟାଙ୍କ ପରିବାରକୁ ଏବେ ଅର୍ଥର ଚିନ୍ତା । ଯେଉଁ ଝିଅ ମାତ୍ର 10 ବର୍ଷ ବୟସରେ ହଂକଂରେ ଆୟୋଜିତ ହୋଇଥିବା ଟ୍ୟାଲେଣ୍ଟ ଷ୍ଟାର ଇଣ୍ଟର ନ୍ୟାସନାଲ ମଡେଲ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହୋଇଥିଲେ ସେ ଏବେ ନଜର ଆଢୁଆଳରେ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 5, 2019, 1:13 PM IST

ଭୁବନେଶ୍ବର: କିଛିଦିନ ପୂର୍ବରୁ ବିଦେଶରେ କମାଲ କରି ଓଡ଼ିଶା ପାଇଁ ଗୌରବ ଆଣିଥିବା 10 ବର୍ଷର ମଡେଲ ଏବେ ସଙ୍କଟରେ । ମଡେଲ ସାରାନ୍ୟାଙ୍କ ପରିବାରକୁ ଏବେ ଅର୍ଥର ଚିନ୍ତା ।
ଯେଉଁ ଝିଅ ମାତ୍ର 10 ବର୍ଷ ବୟସରେ ହଂକଂରେ ଆୟୋଜିତ ହୋଇଥିବା ଟ୍ୟାଲେଣ୍ଟ ଷ୍ଟାର ଇଣ୍ଟର ନ୍ୟାସନାଲ ମଡେଲ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହୋଇଥିଲେ, ସେ ଏବେ ନଜର ଆଢୁଆଳରେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ସବୁଠାରୁ ବଡ କଥା ହେଲା ହଂକଂରୁ ସିଧାସଳଖ ଭାବେ ଭାରତର ପ୍ରତିନିଧିତ୍ଵ କରି ଦୁବାଇରେ ଆୟୋଜିତ ହେବାକୁ ଥିବା ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ ଶୋକୁ ଯିବାର ସୁଯୋଗ ପାଇଛନ୍ତି ସାରାନ୍ୟା । ଆସନ୍ତା 14 ତାରିଖରେ ଦୁବାଇରେ ଏହି ମଡେଲ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସାରାନ୍ୟା ଯାଇପାରିବେ ନା ନାହିଁ ତାକୁ ନେଇ ବଡ଼ ପ୍ରଶ୍ନବାଚୀ । କାରଣ ସାରାନ୍ୟା ଏକ ମଧ୍ୟବିତ୍ତ ପରିବାରର ଝିଅ ଓ ତାଙ୍କ ପରିବାର ପାଖରେ ସେଭଳି ଅର୍ଥ ନାହିଁ ଯେ ସେ ବାରମ୍ବାର ବିଦେଶକୁ ଯାଇ ପ୍ରତିଯୋଗିତାରେ ଭାଗ ନେଇପାରିବେ ।

ତେବେ ସାରାନ୍ୟାଙ୍କ ଭଳି ପ୍ରତିଭାଶାଳୀ ଝିଅ ଆଗାମୀ ଇଭେଣ୍ଟରେ ଭାଗ ନେଇ ପାରିବେ ନା ନାହିଁ ତାକୁ ନେଇ ଏବେ ସନ୍ଦେହ ଉପୁଜିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବିଦେଶ ରେ କମାଲ କରି କିଛି ଦିନ ପୂର୍ବରୁ ଓଡ଼ିଶା ପାଇଁ ଗୌରବ ଆଣିଥିବା 10 ବର୍ଷ ର ସାରାନ୍ୟା ର ପରିବାର କୁ ଘାରିଛି ଅର୍ଥ ର ଚିନ୍ତା।
ଯେଉଁ ଝିଅ ମାତ୍ର 10 ବର୍ଷ ବୟସ ରେ ହଙ୍ଗ କଙ୍ଗ ରେ ଆୟୋଜିତ ହୋଇ ଥିବା ଟେଲେଣ୍ଟ ଷ୍ଟାର ଇଣ୍ଟ୍ରର ନେସନାଲ ମଡେଲ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅଫ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଆଉ ହଙ୍ଗ କଙ୍ଗ ଠାରୁ ସିଧାସଳଖ ଭାବରେ ଭାତର ର ପ୍ରତିନିଧିତ୍ଵ ଦୁବାଇ ର ଜୁନିୟର ମଡେଲ ଇଣ୍ଟରନେସନାଲ ଶୋ କୁ ଯିବାର ସୁଯୋଗ ପାଇଛନ୍ତି। ଆସନ୍ତା 14 ତାରିଖ ରେ ଦୁବାଇରେ ଏହି ମଡେଲ ପ୍ରତିଯୋଗିତା ଅନୁଷ୍ଠିତ ହେବା କୁ ଯାଉଛି ହେଲେ ସାରନ୍ୟା ଯାଇ ପାରିବା ନାହିଁ ତାକୁ ନେଇ ବଡ଼ ପ୍ରଶ୍ନବାଚୀ । କାରଣ ସାରନ୍ୟା ଏକ ମଧ୍ୟବିତ୍ ପରିବାର ର ଝିଅ ଓ ତାଙ୍କ ପରିବାର ପାଖରେ ସେଭଳି ଅର୍ଥ ନାହିଁ ଯେ ସେ ବାରମ୍ବାର ବିଦେଶ କୁ ଯାଇ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ତେବେ ଦେଖିବାର ରହିଲା ସାରନ୍ୟା ଭଳି ଏକ ପ୍ରତିଭାଶାଳୀ ଝିଅ ପାଇଁ କିଏ ସହାୟତା ର ହାତ ବଢ଼ାଉଛି ?

Body:ବିଦେଶ ରେ କମାଲ କରି କିଛି ଦିନ ପୂର୍ବରୁ ଓଡ଼ିଶା ପାଇଁ ଗୌରବ ଆଣିଥିବା 10 ବର୍ଷ ର ସାରାନ୍ୟା ର ପରିବାର କୁ ଘାରିଛି ଅର୍ଥ ର ଚିନ୍ତା।
ଯେଉଁ ଝିଅ ମାତ୍ର 10 ବର୍ଷ ବୟସ ରେ ହଙ୍ଗ କଙ୍ଗ ରେ ଆୟୋଜିତ ହୋଇ ଥିବା ଟେଲେଣ୍ଟ ଷ୍ଟାର ଇଣ୍ଟ୍ରର ନେସନାଲ ମଡେଲ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅଫ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଆଉ ହଙ୍ଗ କଙ୍ଗ ଠାରୁ ସିଧାସଳଖ ଭାବରେ ଭାତର ର ପ୍ରତିନିଧିତ୍ଵ ଦୁବାଇ ର ଜୁନିୟର ମଡେଲ ଇଣ୍ଟରନେସନାଲ ଶୋ କୁ ଯିବାର ସୁଯୋଗ ପାଇଛନ୍ତି। ଆସନ୍ତା 14 ତାରିଖ ରେ ଦୁବାଇରେ ଏହି ମଡେଲ ପ୍ରତିଯୋଗିତା ଅନୁଷ୍ଠିତ ହେବା କୁ ଯାଉଛି ହେଲେ ସାରନ୍ୟା ଯାଇ ପାରିବା ନାହିଁ ତାକୁ ନେଇ ବଡ଼ ପ୍ରଶ୍ନବାଚୀ । କାରଣ ସାରନ୍ୟା ଏକ ମଧ୍ୟବିତ୍ ପରିବାର ର ଝିଅ ଓ ତାଙ୍କ ପରିବାର ପାଖରେ ସେଭଳି ଅର୍ଥ ନାହିଁ ଯେ ସେ ବାରମ୍ବାର ବିଦେଶ କୁ ଯାଇ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ତେବେ ଦେଖିବାର ରହିଲା ସାରନ୍ୟା ଭଳି ଏକ ପ୍ରତିଭାଶାଳୀ ଝିଅ ପାଇଁ କିଏ ସହାୟତା ର ହାତ ବଢ଼ାଉଛି ?

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.