ETV Bharat / city

ଏଣିକି ମୋବାଇଲ ଆପରେ ସଂଗ୍ରହ ହେବ ଅର୍ଥନୈତିକ ଗଣନା - ବ୍ୟବସାୟିକ ପ୍ରତିଷ୍ଠାନ

ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅର୍ଥନୈତିକ ଗଣନା । ଏଥିରେ ଛୋଟ ବଡ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସାମିଲ କରାଯିବ । ଏଣିକି ମୋବାଇଲ ଆପ ମାଧ୍ୟମରେ ହେବ ଏହି ଗଣନା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 27, 2019, 10:47 PM IST

ଭୁବନେଶ୍ବର: ଆରମ୍ଭ ହେଲା ଅର୍ଥନୈତିକ ଗଣନା । ଏଣିକି ମୋବାଇଲ ଆପ ମାଧ୍ୟମରେ ହେବ ଏହି ଗଣନା । ରାଜ୍ୟର ସମସ୍ତ ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନର ଅର୍ଥନୈତିକ ଗଣନା କରାଯିବ । ଗୁପଚୁପ , ପନିପରିବା ବିକାଳୀ ଠାରୁ ଆରମ୍ଭ କରି ବଡ ବଡ ଉଦ୍ୟୋଗ ପର୍ଯ୍ୟନ୍ତ ଅର୍ଥନୈତିକ ତଥ୍ୟ ସଂଗ୍ରହ କରାଯିବ । ଏହି ତଥ୍ୟକୁ ନେଇ କେନ୍ଦ୍ର , ରାଜ୍ୟ ସରକାର ଓ ବିଭିନ୍ନ ସଂସ୍ଥା ମାନଙ୍କୁ ପ୍ରଦାନ କରାଯିବ । ଯାହାଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ାଇବା ପାଇଁ ଯେତେ ସବୁ କଲ୍ୟାଣମୂଳକ ଯୋଜନା କରାଯାଉଛି ସେହି ତଥ୍ୟକୁ ଆଧାରକରି ଯୋଜନା ପ୍ରସ୍ତୁତ କରାଯିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବ୍ୟବସାୟୀଙ୍କ ମତରେ ଏହା ଅତ୍ୟନ୍ତ ଗ୍ରହଣୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅର୍ଥନୈତିକ ଗଣନା । ଏଥିରେ ଛୋଟ ବଡ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସାମିଲ କରାଯିବ । ଏହା ସହିତ କୁଟୀରଶିଳ୍ପ ,ଏପରିକି ରାସ୍ତା କଡରେ ଘରେ ଘରେ ହେଉଥିବା ଛୋଟ ଛୋଟ ଉତ୍ପାଦନକାରୀ କ୍ଷୁଦ୍ର ଉଦ୍ୟୋଗର ମଧ୍ୟ ଗଣନା କରାଯିବ । ଏଥର ୧୬ ହଜାର ଜନସେବା କେନ୍ଦ୍ରର ସହାୟତା ନିଆଯିବ । କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ,ଏଥିରେ ୩୨ ହଜାର ଗଣନାକାରୀ ଏବଂ ୬ ହଜାର ୭ ସହ ସୁପରଭାଇଜର ନିୟୋଜିତ ହେବେ ।

ମୋଟ ୬ ମାସ ମଧ୍ୟରେ ପ୍ରସ୍ତୁତ କରାଯିବ ଚୁଡାନ୍ତ ରିପୋର୍ଟ । ଏହି ଅର୍ଥନୈତିକ ଗଣନାକୁ ବିଭିନ୍ନ କମିଟି ମାଧ୍ୟମରେ ତଦାରଖ କରାଯିବ । ୧୬ ହଜାର ଜନସେବା କେନ୍ଦ୍ରରେ ତଥ୍ୟ ପ୍ରସ୍ତୁତ କରାଯିବ । ଦୈନିକ ଜଣେ ଗଣନାକାରୀ ପ୍ରାୟତଃ ୫୦ ଟି ଘରୁ ତଥ୍ୟ ସଂଗ୍ରହ କରିବେ । ୬ ମାସ ମଧ୍ୟରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ସବୁ ତଥ୍ୟ ସଙ୍ଗେ ସଙ୍ଗେ ମୋବାଇଲ ଆପ ମାଧ୍ୟମରେ ସର୍ଭରରେ ସଂରକ୍ଷିତ ରହିବ । ସୂଚନା ମୁତାବକ ୨୦୧୩ ଅର୍ଥନୈତିକ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ ବ୍ୟବସାୟିକ ପ୍ରତିଷ୍ଠାନ ୨୦ ଲକ୍ଷ ୮୮ ହଜାର ୯ ସହ ୦୫ । ସେଥିମଧ୍ୟରୁ ପୁରୁଷ ୧୫ଲକ୍ଷ ୪୬ ହଜାର, ମହିଳା ହେଲେ ୨ ଲକ୍ଷ ୫୦ହଜାର । ମୋଟ ପ୍ରୋପାଇଟୋରି ହେଲେ ୧୭ଲକ୍ଷ ୮୦ ହଜାର ।

ଗତକାଲି ଲୋକସେବା ଭବନରେ ରାଜ୍ୟ ଉନ୍ନୟନ କମିଶନର ଏହି କାର୍ଯ୍ୟକ୍ରମକୁ ଲୋକାର୍ପିତ କରିଛନ୍ତି । ଏହା ମୋବାଇଲ ଆପରେ କାର୍ଯ୍ୟକାରୀ ହେବ । ରାଜ୍ୟରେ ୧୬ ହଜାର ଜନସେବା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୩ ମାସ ମଧ୍ୟରେ ତଥ୍ୟ ସଂଗ୍ରହ କରାଯିବ ଏବଂ ଆଉ ୩ ମାସ ମଧ୍ୟରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ । ଏ ଗଣନାରେ ୩୨ ହଜାର ଗଣନାକାରୀ ଓ ପାଖାପାଖି ୭ ହଜାର ସୁପରଭାଇଜର ନିୟୋଜିତ ହେବେ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଭୁବନେଶ୍ବର , ଉପ ମହାନିର୍ଦ୍ଦେଶକ କାମାକ୍ଷା ପ୍ରସାଦ ମିଶ୍ର କହିଛନ୍ତି ।

ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏହା ଅତ୍ୟନ୍ତ ସହାୟକ ହେବ ବୋଲି ମାର୍କେଟ ବିଲ୍ଡିଂର ଜଣେ ଠେଲା ବ୍ୟବସାୟୀ କହିଛନ୍ତି । ଏଠାରେ ଆମର ସମସ୍ତ ତଥ୍ୟ ମହଜୁଦ ରହିପାରିବ । ଏ ଯାଏଁ ଦେଶରେ ୬ ଟି ଅର୍ଥନୈତିକ ଗଣନା ସରିଛି । ଏଥର ଏଗଣନାରେ ରାଜ୍ୟରେ ୧୬ ହଜାର ଜନସେବା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଅର୍ଥନୈତିକ ଅଭିବୃଦ୍ଧି ନେଇ ଏ ଗଣନା ଅତ୍ୟନ୍ତ ସହାୟକ ହେବ । ରାଜ୍ୟ ଓ ଜିଲ୍ଲା ସ୍ତରରେ ସାମାଜିକ ଓ ଅର୍ଥନୈତିକ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ ସମୟରେ ସଂଗୃହିତ ତଥ୍ୟ ଅତ୍ୟନ୍ତ ଉପଯୋଗୀ ହେବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ଆରମ୍ଭହେଲା ଅର୍ଥନୈତିକ ଗଣନା।ଏଣିକି ମୋବାଇଲ ଆପ ମାଧ୍ୟମରେ ହେବ ଏହି ଗଣନା।ରାଜ୍ୟର ସମସ୍ତ ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନର ଅର୍ଥନୈତିକ ଗଣନା କରାଯିବ।

Body:ରାଜ୍ୟରେ ଆରମ୍ଭହେଲା ଅର୍ଥନୈତିକ ଗଣନା।ଏଣିକି ମୋବାଇଲ ଆପ ମାଧ୍ୟମରେ କରାଯିବ ଅର୍ଥନୈତିକ ଗଣନା। ରାଜ୍ୟରେ ଥିବା ସମସ୍ତ ଛୋଟବଡ ବ୍ୟବସାୟିକ ପ୍ରତିଷ୍ଠାନର ଅର୍ଥନୈତିକ ଗଣନା କରାଯିବ। ଗୁପଚୁପ ,ପନିପରିବା ବିକାଳୀ ଠାରୁ ଆରମ୍ଭକରି ବଡ ବଡ ଉଦ୍ୟୋଗ ପର୍ଯ୍ୟନ୍ତ ଅର୍ଥନୈତିକ ତଥ୍ୟ ସଂଗ୍ରହ କରାଯିବ।ଏହି ତଥ୍ୟ କୁ ନେଇ କେନ୍ଦ୍ର ,ରାଜ୍ୟ ସରକାର ଓ ବିଭିନ୍ନ ସଂସ୍ଥା ମାନଙ୍କୁ ପ୍ରଦାନ କରାଯିବ ଯାହାଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ବଢ଼େଇବା ଲାଗି ଯେତେ ସବୁ କଲ୍ୟାଣମୂଳକ ଯୋଜନା କରାଯାଉଛି, ସେହି ତଥ୍ୟକୁ ଆଧାରକରି ଯୋଜନା ପ୍ରସ୍ତୁତ କରାଯିବ। ବ୍ୟବସାୟୀଙ୍କ ମତରେ ଏହା ଅତ୍ୟନ୍ତ ଗ୍ରହଣୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଆଜିଠାରୁ ରାଜ୍ୟରେ ଆରମ୍ଭହେଲା ଅର୍ଥନୈତିକ ଗଣନା।ଏଥିରେ ଛୋଟ ବଡ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସାମିଲ କରାଯିବ। ଏହା ସହିତ କୁଟୀରଶିଳ୍ପ ,ଏପରିକି ରାସ୍ତା କଡରେ ,ଘରେ ଘରେ ହେଉଥିବା ଛୋଟ ଛୋଟ ଉତ୍ପାଦନକାରୀ କ୍ଷୁଦ୍ର ଉଦ୍ୟୋଗର ମଧ୍ୟ ଗଣନା କରାଯିବ।ଏଥର ୧୬ ହଜାର ଜନସେବା କେନ୍ଦ୍ରର ସହାୟତା ନିଆଯିବ।କତ୍ତୃପକ୍ଷଙ୍କ ସୂଚନା ଅନୁସାରେ ,ଏଥିରେ ୩୨ ହଜାର ଗଣନାକାରୀ ଏବଂ ୬ହଜାର ୭ ସହ ସୁପରଭାଇଜର ନିୟୋଜିତ ହେବେ।ମୋଟ ୬ ମାସ ମଧ୍ୟରେ ପ୍ରସ୍ତୁତ କରାଯିବ ଚୁଡାନ୍ତ ରିପୋର୍ଟ।

ଏହି ଅର୍ଥନୈତିକ ଗଣନାକୁ ବିଭିନ୍ନ କମିଟି ମାଧ୍ୟମରେ ତଦାରଖ କରାଯିବ।୧୬ ହଜାର ଜନସେବା କେନ୍ଦ୍ରରେ ତଥ୍ୟ ପ୍ରସ୍ତୁତ କରାଯିବ।ଦୈନିକ ଜଣେ ଗଣନାକାରୀ ପ୍ରାୟତଃ ୫୦ ଟି ଘରୁ ତଥ୍ୟ ସଂଗ୍ରହ କରିବେ।୬ ମାସ ମଧ୍ୟରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ।ଏହି ସବୁ ତଥ୍ୟ ସଂଗେ ସଂଗେ ମୋବାଇଲ ଆପ ମାଧ୍ୟମରେ ସର୍ଭରରେ ସରାଂଖିତ ରହିବ।ସୂଚନା ମୁତାବକ ୨୦୧୩ ଅର୍ଥନୈତିକ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ ବ୍ୟବସାୟିକ ପ୍ରତିଷ୍ଠାନ ୨୦ ଲକ୍ଷ ୮୮ ହଜାର ୯ ସହ ୦୫.ସେଥିମଧ୍ୟରୁ ପୁରୁଷ ୧୫ଲକ୍ଷ ୪୬ ହଜାର,ମହିଳା ହେଲେ ୨ ଲକ୍ଷ ୫୦ହଜାର ।ମୋଟ ପ୍ରୋପାଇଟୋରି ହେଲେ ୧୭ଲକ୍ଷ ୮୦ ହଜାର।

ଗତକାଲି ଲୋକସେବା ଭବନରେ ରାଜ୍ୟ ଉନ୍ନୟନ କମିଶନର ଏହି କାର୍ଯ୍ୟକ୍ରମ କୁ ଲୋକାର୍ପିତ କରିଛନ୍ତି।ଏହା ମୋବାଇଲ ଆପ ରେ କାର୍ଯ୍ୟକାରୀ ହେବ।ରାଜ୍ୟରେ ୧୬ ହଜାର ଜନସେବାକେନ୍ଦ୍ର ପ୍ରସ୍ତୁତ କରାଯାଇଛି।୩ ମାସ ମଧ୍ୟରେ ତଥ୍ୟ ସଂଗ୍ରହ କରାଯିବ ଏବଂ ଆଉ ୩ ମାସ ମଧ୍ୟରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ।ଏ ଗଣନାରେ ୩୨ ହଜାର ଗଣନାକାରୀ ଓ ପାଖାପାଖି ୭ ହଜାର ସୁପରଭାଇଜର ନିୟୋଜିତ ହେବେ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଭୁବନେଶ୍ୱର ,ଉପ ମହାନିର୍ଦ୍ଧେଶକ କାମାକ୍ଷା ପ୍ରସାଦ ମିଶ୍ର କହିଛନ୍ତି।

ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।ଏହା ଅତ୍ୟନ୍ତ ସହାୟକ ହେବ ବୋଲି ମାର୍କେଟ ବିଲିଡିଂର ଜଣେ ଠେଲା ବ୍ୟବସାୟୀ କହିଛନ୍ତି।ଏଠାରେ ଆମର ସମସ୍ତ ତଥ୍ୟ ମହଜୁଦ ରହିପାରିବ।

Conclusion:ଏ ଯାଏ ଦେଶରେ ୬ ଟି ଅର୍ଥନୈତିକ ଗଣନା ସରିଛି।ଏଥର ଏ ଗଣନାରେ ରାଜ୍ୟରେ ୧୬ ହଜାର ଜନସେବା କେନ୍ଦ୍ର ପ୍ରସ୍ତୁତ କରାଯାଇଛି।ଅର୍ଥନୈତିକ ଅଭିବୃଦ୍ଧି ନେଇ ଏ ଗଣନା ଅତ୍ୟନ୍ତ ସହାୟକ ହେବ।ରାଜ୍ୟ ଓ ଜିଲ୍ଲା ସ୍ତରରେ ସାମାଜିକ ଓ ଅର୍ଥନୈତିକ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ ସମୟରେ ସଂଗୃହିତ ତଥ୍ୟ ଅତ୍ୟନ୍ତ ଉପଯୋଗୀ ହେବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.