ETV Bharat / city

କୋରୋନା ମୁକାବିଲା ପାଇଁ 8 ଦଫା ଦାବି ନେଇ ମୋ ଓଡ଼ିଆ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ - bhubaneswar news

କୋରୋନା ମହାମାରୀ ସ୍ଥିତିକୁ ମୁକାବିଲା ପାଇଁ 8 ଦଫା ଦାବିକୁ ନେଇ ମୋ ଓଡ଼ିଆ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଅଧକ ପଢନ୍ତୁ..

mo-oriya-submitted-an-8-point-demand-letter-to-the-governor-for-coronas-challenge
କୋରୋନା ମୁକାବିଲା ପାଇଁ 8 ଦଫା ଦାବି ନେଇ ମୋ ଓଡ଼ିଆ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ
author img

By

Published : Jun 8, 2020, 9:11 PM IST

ଭୁବନେଶ୍ବର: ମୋ ଓଡିଶା ପକ୍ଷରୁ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।କୋରୋନା ମହାମାରୀରୁ ଉତ୍ପନ ସ୍ଥିତିକୁ ମୁକାବିଲା କରିବା ପାଇଁ 8 ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ମୋ ଓଡିଶା କର୍ମକର୍ତ୍ତା। ଏଥିପାଇଁ ପିଏମଜି ଛକ ଠାରେ ସାମାଜିକ ଦୂରତ୍ୱ ବଜାଇ ରଖି ଧାରଣା ଦେଇଛନ୍ତି।

କୋରୋନା ମୁକାବିଲା ପାଇଁ 8 ଦଫା ଦାବି ନେଇ ମୋ ଓଡ଼ିଆ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ରାଜ୍ୟରେ କୋରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କୁ 8 ଦଫା ଦାବି ପତ୍ର ପ୍ରଦାନ କରିବାକୁ ନେଇ ପିଏମଜି ଠାରେ ଧାରଣାରେ ବସିଛନ୍ତି ମୋ ଓଡିଶା କର୍ମକର୍ତ୍ତା। କେନ୍ଦ୍ର ସରକାରଙ୍କ ଦ୍ଵାରା କୋରୋନା ମହମାରୀକୁ ପ୍ରତିରୋଧ କରିବା ପାଇଁ କରାଯାଇଥିବା ଲାକଡାଉନ 2 ମାସ ପୁରିବା ପରେ ଯେଉଁ ବିଡମ୍ବନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଉଛି ସେଥିରୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ଲାକଡାଉନ ଉଠାଇବାର ଯୋଜନା ହାତକୁ ନେଲେ। ସେହି ଧାରାରରେ ଓଡ଼ିଶାର ଜନସାଧାରଣଙ୍କୁ ସହଯୋଗୀ କରିବା ପାଇଁ ଲକଡାଉନକୁ ଉଠାଯାଉ।

ରାଜ୍ୟରେ ଛୋଟ ଚାଷୀ, କୃଷି ଶ୍ରମିକ ଓ ବାହାର ରାଜ୍ୟରୁ ଫେରୁଥିବା ପରିବାର ସଂଖ୍ୟା ପାଖାପାଖି 60 ଲକ୍ଷ । ଯେଉଁ ମାନଙ୍କ ପାଖରେ ବଞ୍ଚିବା ପାଇଁ କୌଣସି ସମାଧାନ ନାହିଁ ସେମାଙ୍କୁ ଘର ପିଛା ଜଣଙ୍କୁ ରୋଜଗାର କାର୍ଯ୍ୟକ୍ରମ । କୋରୋନା ମହାମାରୀ ନାମରେ ବହୁ ସ୍ଥାନରେ ପୋଲିସ କର୍ମଚାରୀ ଅତ୍ୟାଚାର କରିଛନ୍ତି। ଯାହା ଗଣତାନ୍ତ୍ରିକ ବିରୋଧୀ । ଏଭଳି ସ୍ଥିତିରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଭଲ କାମରେ ପ୍ରୋତ୍ସାହନ ଭୁଲ କାମ ପାଇଁ ଦଣ୍ଡ। ସରକାର ଅଷ୍ଟମ ଠାରୁ ଦଶମ ପର୍ଯ୍ୟନ୍ତ ସରକାରୀ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀଙ୍କ ମାଗଣାରେ ଖାତା ପୁସ୍ତକ ପ୍ରଦାନ କରନ୍ତୁ। ଏଭଳି 8 ଟି ଦଫା ଦାବି କୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଛନ୍ତି ମୋ ଓଡ଼ିଆ କର୍ମକର୍ତ୍ତା।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.