ETV Bharat / city

ଦିପାବଳୀ ପାଇଁ ମୋ ବସ ବନ୍ଦ - ମୋ ବସ ବନ୍ଦ

ଦିପାବଳୀ ପାଇଁ ମୋ ବସ ବନ୍ଦ। ଦିପାବଳୀ ପାଇଁ କାଲି ଅପରାହ୍ନରୁ ଗଡ଼ିବନି 'ମୋ ବସ୍' । ସେହିପରି ପାସ୍ କାଉଣ୍ଟର ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲ ମଧ୍ୟ ବନ୍ଦ ରହିବ ।

ଦିପାବଳୀ ପାଇଁ ମୋ ବସ ବନ୍ଦ
ଦିପାବଳୀ ପାଇଁ ମୋ ବସ ବନ୍ଦ
author img

By

Published : Nov 13, 2020, 10:13 PM IST

ଭୁବନେଶ୍ବର: ଦିପାବଳୀ ପାଇଁ ମୋ ବସ ବନ୍ଦ। ଦିପାବଳୀ ପାଇଁ କାଲି ଅପରାହ୍ନରୁ ଗଡ଼ିବନି 'ମୋ ବସ୍', କେବଳ ୧୫ଟି ରୁଟ୍‌ରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ 'ମୋ ବସ୍' । ଶୁକ୍ରବାର ପାସ୍ କାଉଣ୍ଟର ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲ ମଧ୍ୟ ବନ୍ଦ ରହିବ । କଟକଣା ନେଇ CRUT ପକ୍ଷରୁ ସୂଚନା ଦିଆଯାଇଛି।

ଦିପାବଳୀ ଭଳି ପାର୍ବଣ ଅବସରରେ ମୋ ବସ ସେବା ବନ୍ଦ ରହିବା ନେଇ ଶୁକ୍ରବାର କୃଟ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଲାଇଫ ଲାଇନ କୁହାଯାଉଥିବା ମୋ ବସ ସେବା ଏବେ ପ୍ରାୟ ଭୁବନେଶ୍ୱର ,କଟକ, ଜଟଣୀ, ଖୋର୍ଦ୍ଧା, ପୁରୀ ଓ କୋଣାର୍କ ଭଳି ସ୍ଥାନକୁ ଚଳାଚଳ କରୁଛି। ମୋ ବସରେ ଯାତ୍ରା କରିବାକୁ ହେଲେ ମାସ୍କ ବାଧ୍ୟତାମୂଳକ ବୋଲି ପୂର୍ବରୁ କର୍ତ୍ତୃପକ୍ଷ ନିର୍ଦେଶାବଳୀ ଜାରି କରିଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.