ETV Bharat / city

BJPକୁ ସୁରଙ୍କ କଟାକ୍ଷ, ଆମ ଭଳି ସେମାନେ ବି ଦିଲ୍ଲୀ ଦୌଡିଲେଣି

author img

By

Published : Apr 2, 2022, 6:09 PM IST

ବିଜେପି କଳି ଦାଣ୍ଡରେ ପଡି ରାସ୍ତାରେ ଗଡିଲାଣି । ଦିଲ୍ଲୀ ଦୌଡୁଛନ୍ତି ବିଜେପି ନେତା । କଂଗ୍ରେସ ରାସ୍ତାରେ ଏବେ ରାଜ୍ୟ ବିଜେପି । ଆମଠାରୁ ଶିକ୍ଷା ଲାଭ ନକଲେ କଂଗ୍ରେସ ପରି ବିଜେପି ରାଜ୍ୟରୁ ସଫା ହୋଇଯିବ କହିଲେ ସୁର । ଅଧିକ ପଢନ୍ତୁ

ବିଜେପିକୁ ସୁରଙ୍କ କଟାକ୍ଷ, ଆମ ଭଳି ସେମାନେ ବି ଦିଲ୍ଲୀ ଦୌଡିଲେଣି

ଭୁବନେଶ୍ବର: ବିଜେପି କଳି ଦାଣ୍ଡରେ ପଡି ରାସ୍ତାରେ ଗଡିଲାଣି । ଦିଲ୍ଲୀ ଦୌଡୁଛନ୍ତି ବିଜେପି ନେତା । କଂଗ୍ରେସ ରାସ୍ତାରେ ଏବେ ରାଜ୍ୟ ବିଜେପି । ଆମଠାରୁ ଶିକ୍ଷା ଲାଭ ନକଲେ କଂଗ୍ରେସ ପରି ବିଜେପି ରାଜ୍ୟରୁ ସଫା ହୋଇଯିବ । ଏହା କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ସୁର କହିଛନ୍ତି ଯେ, କଂଗ୍ରେସ ରାସ୍ତାରେ ଏବେ ରାଜ୍ୟ ବିଜେପି ଚାଲିଛି । ନେତୃତ୍ବ ପରିବର୍ତ୍ତନ ନେଇ ସେମାନେ ବି ଦିଲ୍ଲୀ ଦୌଡିବା ଆରମ୍ଭ କଲେଣି ।

ସାଂସଦ ଅପରାଜିତା ଷଡଙ୍ଗୀ ଗୋଟେ କଥା କହୁଥିବା ବେଳେ ଦଳର ତୁଙ୍ଗ ନେତା ଅନ୍ୟ କଥା କହୁଛନ୍ତି । ଯାହା ଫଳରେ ବିଜେପିରେ ବଢୁଛି କଳି । କଂଗ୍ରେସ ପରି ବିଜେପି ବି ସଫା ହୋଇଯିବେ । ଆମେ ଦିଲ୍ଲୀ ଦୌଡି ଦୌଡି ତଳିତଳାନ୍ତ ହେଲୁ । ଆମଠାରୁ ସେମାନେ ଶିକ୍ଷା ଲାଭ କରନ୍ତୁ । ଦିଲ୍ଲୀ ଯିବା ପ୍ରହସନ ବନ୍ଦ କରନ୍ତୁ । ନଚେତ ରାଜ୍ୟରେ ବିଜେଡିକୁ ପାରିହେବ ନାହିଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.