ETV Bharat / city

ଓବିସିଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦାବିରେ ଶାସକ ଦଳକୁ ଟାର୍ଗେଟ କଲେ ସୁର

author img

By

Published : Aug 27, 2021, 5:15 PM IST

ରାଜ୍ୟରେ ଓବିସି ବର୍ଗର ଲୋକଙ୍କୁ ମିଳୁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ଏନେଇ ରାଜ୍ୟ ସରକାର ସଂରକ୍ଷଣ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନେଇ କହିଲେ ଜଟଣୀ ବିଧାୟକ ସୁର । ଅଧିକ ପଢନ୍ତୁ...

ଓବିସିଙ୍କୁ ୫୦ପ୍ରତିଶତ ସଂରକ୍ଷଣ ଦାବିରେ ଶାସକ ଦଳକୁ ଟାର୍ଗେଟ କଲେ ସୁର

ଭୁବନେଶ୍ବର: ରାଜ୍ୟରେ ଓବିସି ବର୍ଗର ଲୋକମାନଙ୍କୁ ନ୍ୟାୟ ମିଳିବା ମିଳିବା ଦାବିରେ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରନ୍ତୁ , ଚାକିରୀ କ୍ଷେତ୍ରରେ ବିଦ୍ୟାର୍ଥୀ ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଉ । ଏନେଇ ୨୦୧୦ ମସିହାରେ ବିଜେପି ପକ୍ଷରୁ ଓବିସିଙ୍କ ସଂରକ୍ଷଣ ପାଇଁ ଆନ୍ଦୋଳନ କରାଯାଇଥିବା ବେଳେ ଏବେ କାହିଁକି ଚୁପ୍ ବସିଛି ବେଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ । ଆଉ ଏନେଇ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ ।

ସେ ମଧ୍ୟ କହିଛନ୍ତି କି ସେମାନଙ୍କ ପାଇଁ ୨୭ ପ୍ରତିଶତ କାହିଁକି ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାହିଁକି କରାଯାଉନାହିଁ । ସେପଟେ ବିଧାନସଭାରେ ଜାତି ଗଣନା ଆଲୋଚନା ହେବା ଦରକାର ଆଉ ଏଥିପାଇଁ କଂଗ୍ରେସ ସବୁବେଳେ ପ୍ରସ୍ତୁତ ରହିଛି ।

ତେବେ ଏନେଇ ରାଜ୍ୟରେ ଜନଗଣନା ହେଲେ ସ୍ପଷ୍ଟ ଜଣାପଡିବ କି ରାଜ୍ୟରେ କେତେ ସଂଖ୍ୟକ ଓବିସି ବସବାସ କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରିବ ବୋଲି ଦୃଢୋକ୍ତି ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.