ETV Bharat / city

ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦିଅ: ସୁର - ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

ପୁଣି ଥରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି ଯୋର ଧରିଲା । 1817 ମସିହାରେ ଇଂରେଜ ବିରୋଧରେ ଆରମ୍ଭ ହୋଇଥିବା ପ୍ରଥମ ଶସସ୍ତ୍ର ଲଢେଇକୁ ଦେଶର ପ୍ରଥମ ପାଇକ ବିଦ୍ରୋହ ମାନ୍ୟତା ଦାବି ବଢିବାରେ ଲାଗିଛି । ଅଧିକ ପଢନ୍ତୁ

Sura Routray
Sura Routray
author img

By

Published : Jan 24, 2022, 10:56 PM IST

ଭୁବନେଶ୍ବର: ପୁଣି ଥରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି ଯୋର ଧରିଲା । 1817 ମସିହାରେ ଇଂରେଜ ବିରୋଧରେ ଆରମ୍ଭ ହୋଇଥିବା ପ୍ରଥମ ଶସସ୍ତ୍ର ଲଢେଇକୁ ଦେଶର ପ୍ରଥମ ପାଇକ ବିଦ୍ରୋହ ମାନ୍ୟତା ଦାବି ବଢିବାରେ ଲାଗିଛି ।

ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦିଅ

ତୁରନ୍ତ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି କରିଛନ୍ତି ବିଧାୟକ ସୁର ରାଉତରାୟ । ଖୋର୍ଦ୍ଧାଗଡରୁ ବକ୍ସି ଜଗବନ୍ଧୁ ଇଂରେଜ ସରକାର ବିରୋଧ ରେ ଜୋରଦାର ଲଢେଇ କରିଥିଲେ।

ଆମ ପୂର୍ବଜ ଦେଶ ପାଇଁ ଜୀବନ ଦେଇଛନ୍ତି । ଆମ ପାଇକ ମାନେ ଇଂରେଜ ବିରୋଧରେ ଲଢିଛନ୍ତି । ସରକାର ସେମାନଙ୍କ ଲଢେଇକୁ ସମ୍ମାନ ଦେବା ଦରକାର । ନଚେତ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.