ETV Bharat / city

ମିଳିଲା ନୂଆ ଦାୟିତ୍ବ, ବିଦ୍ୟୁତ ସେବା ହେବ ପ୍ରଥମ ପ୍ରାଥମିକତା - oath ceremony

ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଶପଥ ଗ୍ରହଣ କରିଛନ୍ତି ପୁରୀ ଜିଲ୍ଲା ନିମାପଡା ବିଧାୟକ ତଥା ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାସ  । ଶପଥ ଗ୍ରହଣ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ସମୀର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 29, 2019, 2:08 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଶପଥ ଗ୍ରହଣ କରିଛନ୍ତି ପୁରୀ ଜିଲ୍ଲା ନିମାପଡା ବିଧାୟକ ତଥା ନୂଆକରି ମନ୍ତ୍ରୀପଦ ଗ୍ରହଣ କରିଥିବା ସମୀର ରଞ୍ଜନ ଦାସ । 2009 ମସିହାରୁ ନିମାପଡାରୁ ଲଗାତାର ବିଜେଡି ଟିକେଟରେ ଜିତିଆସୁଥିବା ସମୀର ଚଳିତ ବର୍ଷ ହ୍ୟାଟ୍ରିକ କରିଛନ୍ତି । ଫଳରେ ବିଜେଡି ସୁପ୍ରିମୋ ତାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି । ତେବେ ପୂର୍ବରୁ ବିଜେଡିର ମୁଖପାତ୍ର ରହିଥିବା ସମୀର ଏଥର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ । ତେବେ ଜାଣନ୍ତୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ କ'ଣ ରହିବ ତାଙ୍କ ପ୍ରାଥମିକତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.