ETV Bharat / city

ଟ୍ୟାଲେଣ୍ଟ ଆଗରେ ସାଇଜ ଜିରୋ: ମିସ ପ୍ଲସ 2019 ଫାଇନାଲରେ ଓଡିଆ ଝିଅ

ଦିଲ୍ଲୀରେ ଆୟୋଜିତ ମିସ ପ୍ଲସ 2019 ପ୍ରତିଯୋଗିତାରେ କମାଲ କରି ଫାଇନାଲରେ ପହଞ୍ଚିଛନ୍ତି ଓଡିଆ ଝିଅ ପାୟଲ ଚୌଧୁରୀ ।

author img

By

Published : Jun 28, 2019, 10:58 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବଦଳିଛି ଟ୍ରେଣ୍ଡ । ମଡେଲ ହେବା ପାଇଁ ଆଜିର ଯୁବପୀଢି ବଡି ବିଲ୍ଡିଂ ଓ ଜିରୋ ଫିଗର, ସ୍ଲିମକୁ ଅଧିକ ଫୋକସ ଦେଉଥିବାବେଳେ ଏହାକୁ ଭୁଲ ପ୍ରମାଣ କରିଛନ୍ତି ପାୟଲ ଚୌଧୁରୀ । ଦିଲ୍ଲୀରେ ଆୟୋଜିତ ମିସ ପ୍ଲସ 2019 ପ୍ରତିଯୋଗିତାରେ କମାଲ କରି ଫାଇନାଲରେ ପହଞ୍ଚିଛନ୍ତି ଓଡିଆ ଝିଅ ପାୟଲ ଚୌଧୁରୀ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଆସନ୍ତା ଜୁନ 30ରେ ହେବାକୁ ଥିବା ମିସ ପ୍ଲସ 2019 ଫିନାଲେରେ ସେ ଭାଗ ନେବେ । ତେବେ ବର୍ତ୍ତମାନ ପାୟଲ ବାଙ୍ଗାଲୋରରେ ରହୁଥିବାବେଳେ ସେ ସାମ୍ବାଦିକତାର ଜଣେ ଛାତ୍ରୀ ।

ସେ ପାଠ ପଢିବା ସହ ପିଲାଟି ଦିନରୁ ନାଚ ଗୀତ ପ୍ରତି ଆଗ୍ରହ ରଖୁଥିଲେ । ତାଙ୍କ କହିବା ଅନୁସାରେ, ସେ ପ୍ରଥମେ ମଡେଲ ହେବେ ବୋଲି କେବେ ଭାବି ନଥିଲେ କିନ୍ତୁ ତାଙ୍କୁ ତାଙ୍କ ମା ଓ ଭାଇଙ୍କ ପ୍ରେରଣା ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ପାୟଲ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ବର୍ତ୍ତମାନ ଯୁଗ ରେ ଝିଅ ହଉ ବା ପୁଅ ଟ୍ରେଣ୍ଡ ଧରିଛି ପତଳା ହେବାର। ଆଉ ସାଧାରଣ ରେ ବି ଆମେ ଭାବି ଥାଉ କି ମଡେଲିଙ୍ଗ କରିବାକୁ ହେଲେ ନିହାତି ପତଳା ହେବା କୁ ଦରକାର। ହେଲେ ଏ ସବୁ କୁ ପଛ ରେ ପକାଇ ଓଡିଶା ଝିଅ ପାୟଲ ଚୌଧୁରୀ ଏବେ ଏବେ ମିସ ପ୍ଲସ 2019 ର ଫାଇନାଲ୍ ରେ ପହଞ୍ଚିଚିଛନ୍ତି। ପାୟଲ ବର୍ତ୍ତମାନ ବାଙ୍ଗାଲେର ରେ ରହୁ ଥିବା ବେଳେ ଦିଲ୍ଲୀରେ ଏବେ 30 ଜୁନ ରେ ହେବା କୁ ଯାଉଥିବା  ମିସ ପ୍ଲସ 2019 କୁ ଯିବେ। ସେ  ସାମ୍ବାଦିକତା ରେ ପାଠ ପଢିବା ସହ ପିଲାଟି ଦିନ ରୁ ନାଚ ଗୀତ ପ୍ରତି ଆଗ୍ରହ ରଖୁଥିଲେ।  ତାଙ୍କ କହିବା ଅନୁସାରେ ପ୍ରଥମେ ସେ ମଡେଲ ହେବେ ବୋଲି କେବେ ଭାବି ନ ଥିଲେ କିନ୍ତୁ ତାଙ୍କୁ ତାଙ୍କ ମା ,ଭାଇ ସବୁ ଜିନିଷ ରେ ଉତ୍ସାହିତ କରନ୍ତି ବୋଲି ପାୟଲ କହିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.