ETV Bharat / city

'ହରପିସ୍ ଭୂତାଣୁ ୧ ବର୍ଷରୁ ୧୫ ବର୍ଷ ମଧ୍ୟରେ ଥିବା ହାତୀଙ୍କୁ ଆକ୍ରମଣ କରେ'

ନନ୍ଦନକାନନରେ ହାତୀ ମଡକ ନେଇ ଏବେ ଚିନ୍ତାରେ ସରକାର । ଏନେଇ ମନ୍ତ୍ରୀ ବିକ୍ରମ ଆରୁଖ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାଇରସ ୧ ବର୍ଷରୁ ୧୫ ବର୍ଷ ମଧ୍ୟରେ ଥିବା ହାତୀମାନଙ୍କୁ ଆକ୍ରମଣ କରେ । ଏନେଇ ହାତୀମାନଙ୍କ ରକ୍ତ ପରୀକ୍ଷା କରାଯାଉଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 21, 2019, 2:40 PM IST

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଜନିତ ରୋଗରେ ୨୫ ଦିନରେ ୪ ହାତୀଙ୍କ ମୃତ୍ୟୁ ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରାଣୀ ଉଦ୍ୟାନରେ ଏହି ହାତୀ ମଡକକୁ ନେଇ ଚିନ୍ତାରେ ଜଙ୍ଗଲ ବିଭାଗ ।

ଏନେଇ ମନ୍ତ୍ରୀ ବିକ୍ରମ ଆରୁଖ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାଇରସ ୧ ବର୍ଷରୁ ୧୫ ବର୍ଷ ମଧ୍ୟରେ ଥିବା ହାତୀମାନଙ୍କୁ ଆକ୍ରମଣ କରେ । ଏନେଇ ହାତୀମାନଙ୍କ ରକ୍ତ ପରୀକ୍ଷା କରାଯାଉଛି । ତେବେ ଏହି ଭାଇରସର ସଂକ୍ରମଣରେ ୪ଟି ହାତୀଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ୮ଟି ହାତୀରୁ 4ଟି ହାତୀଙ୍କ ଏହି ଭାଇରସ ଯୋଗୁଁ ମୃତ୍ୟୁ ହୋଇଛି । ଏକ୍ସପର୍ଟ ଆସାମର ଜି ମହାତ୍ଵ, କେରଳର ଅରୁଣ କଜାରିଆଙ୍କ ସହିତ ଆଲୋଚନା ହୋଇଛି । ପରିସ୍ଥିତି ଉପରେ ପୁରା ନଜର ରହିଛି । ଏବେ ଜୀବିତ ଥିବା ହାତୀଙ୍କୁ ଅଲଗା ଅଲଗା ଜାଗାରେ ରଖାଯାଇଛି । ରକ୍ତ ନମୁନା ବାହାରକୁ ପଠାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଜନିତ ରୋଗରେ ପୂର୍ବରୁ ୨୫ ଦିନରେ ୪ ହାତୀଙ୍କ ମୃତ୍ୟୁ ହୋଇଛି ।ଏହି ହାତୀ ମଡକ କୁ ନେଇ ଚିନ୍ତା ରେ ଜଙ୍ଗଲ ବିଭାଗ ।ଏନେଇ ମନ୍ତ୍ରୀ ବିକ୍ରମ ଆରୁଖ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ।Body:ଭାଇରସ ୧ ବର୍ଷ ରୁ ୧୫ ବର୍ଷ ମଧ୍ୟରେ ଥିବା ହାତୀ ମାନଙ୍କୁ ଆକ୍ରମଣ କରେ ।ଏନେଇ ହାତୀ ମାନଙ୍କୁ ରକ୍ତ ପରିକ୍ଷା କରାଯାଉଛି ।ପ୍ରାୟ ୪ଟି ହାତୀ ଙ୍କ ମୃତ୍ୟୁ ଦୃଭାଗ୍ୟ ଜନକ । ।Conclusion:୮ଟି ହାତୀ ରୁ ୪ ଟି ଙ୍କ ମୃତ୍ୟୁ ହୋଇଛି ।ଏକ୍ସପର୍ଟ ଆସାମର ଜି ମହାତ୍ଵ ,କେରଳର ଅରୁଣ କଜାରିଆଙ୍କ ସହିତ ଆଲୋଚନା ହୋଇଛି ।ଏମାନେ ଅନୁଧ୍ୟାନ କରାଯିବ ।ଏବେ ଜୀବୀତ ଥିବା ହାତୀ ଙ୍କୁ ଅଲଗା ଅଲଗା ଜାଗାରେ ରଖାଯାଇଛି । ରକ୍ତ ନମୁନା ବାହାରକୁ ପଠାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.