ETV Bharat / city

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

author img

By

Published : Feb 6, 2021, 8:31 PM IST

ଜାତୀୟ ସ୍ମାରକ ପ୍ରାଧିକରଣ-NMAର ପ୍ରସ୍ତାବିତ ଅଧିନିୟମ ପ୍ରସଙ୍ଗ । ଶ୍ରୀମନ୍ଦିର ଅଞ୍ଚଳ ବିକାଶରେ ବାଧା ଆଶଙ୍କା ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ। ଅଧିକ ପଢନ୍ତୁ...

minister dharmendra pradhan talk to prahlad singh patel about srimandir
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ଜାତୀୟ ସ୍ମାରକ ପ୍ରାଧିକରଣ-NMAର ପ୍ରସ୍ତାବିତ ଅଧିନିୟମ ପ୍ରସଙ୍ଗ । ଶ୍ରୀମନ୍ଦିର ଅଞ୍ଚଳ ବିକାଶରେ ବାଧା ଆଶଙ୍କା ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀମନ୍ଦିର ବିକାଶରେ ବାଧା ସୃଷ୍ଟି ନହେବାର ପ୍ରତିଶ୍ରୁତି ଦେଲେ ପ୍ରହ୍ଲାଦ ପଟେଲ ।

ଭକ୍ତଙ୍କ ଭାବନାକୁ ବାଧା ଦେଲା ଭଳି କୌଣସି କାର୍ଯ୍ୟ ହେବନାହିଁ । ଐତିହ୍ୟ ସୁରକ୍ଷା ଅଧିନିୟମକୁ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ଦାବି ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦାବିକୁ ପୂରଣ କରିବାର ପ୍ରତିଶ୍ରୁତି ଦେଲେ ପ୍ରହ୍ଲାଦ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.