ETV Bharat / city

ଚାଲିଛି ପୂଜା, ମୀନାବଜାରରେ ବଢୁଛି ଗହଳି - ମୀନାବଜାର

ଦଶହରା ସହ ମୀନାବଜାର ଲୋକଙ୍କ ମୁଖ୍ୟ ଆକର୍ଷଣ । ଦଶହରା ବୁଲିବା ସହ ମୀନାବଜାର ରାଜଧାନୀବାସୀଙ୍କ ମନ ମୋହୁଛି । ବର୍ଷକୁ ଥରେ ଦଶହରା ଆସୁଥିବାରୁ ଖୁସି ହେଉଛନ୍ତି ଭକ୍ତ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 6, 2019, 7:36 PM IST

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପାଖରେ ଲାଗିଛି ମୀନାବଜାର । ପିଲାଙ୍କ ପାଇଁ ଖେଳଣା ସହ ବିଭିନ୍ନ ପ୍ରକାରର ଦୋକାନ ମଧ୍ୟ ପଡିଛି । ଭୁବନେଶ୍ବର ତଥା ଆଖପାଖ ଜିଲ୍ଲାରୁ ଲୋକ ଆସିଛନ୍ତି ଦଶହରା ଦେଖିବାକୁ ରାଜଧାନୀ । ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିବା ସହ ମୀନାବଜାରରେ ବେଶ ଗହଳି ଦେଖିବାକୁ ମିଳୁଛି ।

ଭୁବନେଶ୍ବର ଦଶହରା ସହ ମୀନାବଜାର ଲୋକଙ୍କ ମୁଖ୍ୟ ଆକର୍ଷଣ

ରାଜଧାନୀର ବରମୁଣ୍ଡା ପୂଜା ମଣ୍ଡପ, ରସୁଲଗଡ ପୂଜା, ନୟାପଲ୍ଲୀ ଓ ଝାରପଡା ପୂଜା ମଣ୍ଡପ ସହିତ ମୀନାଵଜାର ଲୋକଙ୍କୁ ଆକୃଷ୍ଟ କରୁଛି । ଦେବୀଙ୍କୁ ଦର୍ଶନ ପରେ ମୀନାବଜାର ବୁଲିବାର ନିଆରା ଅନୁଭୂତି ମିଳୁଛି । ରାଜଧାନୀରେ ଚାନ୍ଦି, ସୁନା ମେଢ଼ ସହ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଆକୃଷ୍ଟ କରୁଥିବା ବେଳେ ତା ସାଙ୍ଗକୁ ମୀନାବଜାର।

ଦଶହରା ସାଙ୍ଗକୁ ମୀନାବଜାର କୁ ନେଇ ଦର୍ଶକମାନେ କୁହନ୍ତି ଯେ, ଦଶହରା ସହ ମୀନାବଜାର ରାଜଧାନୀକୁ ରଙ୍ଗୀନ କରୁଛି। ବର୍ଷକୁ ଥରେ ଦଶହରା ଆସୁଥିବାରୁ ଭକ୍ତ ମାନେ ବହୁତ ଆନନ୍ଦିତ ଏବଂ ମୀନାବଜାର ଛୋଟ ପିଲାଙ୍କ ପାଇଁ ବେସ ଖୁସି ଆଣିଦେଉଛି। ଛୋଟ ପିଲାଙ୍କ ପାଇଁ ଦୋଳି ସାଙ୍ଗକୁ ଖେଳନା ବେଶ ମଜା ନେଉଛନ୍ତି ।

କିଏ ପାରାଦୀପରୁ ତ କିଏ କଟକରୁ ତ ଆଉ କିଏ ଭଦ୍ରକ ରୁ ସାରା ରାଜ୍ୟରୁ ଆସିଥାନ୍ତି ରାଜଧାନୀର ଦଶହରା ଦେଖିବାକୁ । ଦୁର୍ଗାଙ୍କ ପୂଜା ଦର୍ଶନ ସହ ମୀନାବଜାର ଉପଭୋଗ କରୁଛନ୍ତି ଦର୍ଶକ। ବିଭିନ୍ନ ପ୍ରକାରର ଜିନିଷ କିଣିବା ସହ ବିଭିନ୍ନ ଦୋଳି ଦେଖି ଖୁସି ଆଣିଦେଇଥାଏ । ସପରିବାର ସମୟ ବାହାର କରି ଦଶହରା ବୁଲିବା ଏକ ନିଆରା ଲାଗିଥାଏ ବୋଲି କୁହନ୍ତି ରାଜଧାନୀବାସୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଦଶହରା ସହ ମିନାବଜାର ଲୋକଙ୍କ ମୁଖ୍ୟ ଆକର୍ଷଣ।

ଦଶହରା ବୁଲିବା ସହ ମିନା ବଜାର ଦର୍ଶକଙ୍କର ମନ ମହୁଛି। ବରଷକେ ଥରେ ଦଶହରା ଆସୁଥିବାରୁ ଖୁସି ହେଉଛନ୍ତି ଭକ୍ତ। ଦଶହରା ସହ ମିନାବଜାରର ମଜା ଉଠାଉ ଛନ୍ତି ଦର୍ଶକ। ବୁଲାବୁଲି କରିବା ସହ ଜିନିଷ କିଣା।

Body:

ରାଜଧାନୀର କେତେକ ପୂଜା ମଣ୍ଡପ ପାଖ ରେ ପଡିଛି ମିନା ବଜାର। ପିଲାଙ୍କ ପାଇଁ ଖେଳନା ସହ ବିଭିନ୍ନ ପ୍ରଜାତିର ଦୋକାନ ମଧ୍ୟ ପଡିଛି। ଭୁବନେଶ୍ୱର ତଥା ଆଖ ପାଖ ଜିଲ୍ଲା ରୁ ଆସିଛନ୍ତି ଦଶହରା ଦେଖିବାକୁ ରାଜଧାନୀ। ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା ଙ୍କୁ ଦର୍ଶନ କରିବା ସହ ମିନାବଜାରରେ ପାଇ ସାଧାରଣ ଲୋକ ବେସ ଖୁସି ଅନୁଭବ କରୁଛନ୍ତି। ତେବେ ରାଜଧାନୀର ବରମୁଣ୍ଡା ପୂଜା ମଣ୍ଡପ ପାଖରେ ଥିବା ମିନାବଜାର, ରସୁଲଗାଡ ପୂଜା ସହ ମିନାବଜାର , ନୟାପଲ୍ଲୀ ଓ ଝାରପଡା ପୂଜା ସହିତ ମିନାଵଜ଼ାର ଲୋକମାନଙ୍କୁ ଆକୃଷ୍ଟ କରୁଛି। ମା ଦେବୀ ଙ୍କୁ ଦର୍ଶନ ପାରେ ମିନା ବଜାର ବୁଲିବା ନିଆରା ଅନୁଭୂତି ନେଉଛନ୍ତି। ରାଜଧାନୀରେ ଚାନ୍ଦି ସୁନା ମେଢ଼ ସହ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଆକୃଷ୍ଟ କରୁଥିବା ବେଳେ ତା ସାଙ୍ଗକୁ ମିନାବଜାର।
ଦଶହରା ସାଙ୍ଗକୁ ମିନାବଜାର କୁ ନେଇ ଦର୍ଶକମାନେ କୁହନ୍ତି ଯେ, ଦଶହରା ସହ ମିନାବଜାର ରାଜଧାନୀକୁ ରଙ୍ଗୀନ କରୁଛି। ବରଷକେ ଥରେ ଦଶହରା ଆସୁଥିବାରୁ ଭକ୍ତ ମାନେ ବହୁତ ଆନନ୍ଦିତ ରହିଥିବାରୁ ମିନାବଜାର ଛୋଟ ପିଲାଙ୍କ ପାଇଁ ବେସ ଖୁସି ଆଣିଦେଉଛି। ଛୋଟ ପିଲା ଙ୍କ ପାଇଁ ଦୋଳି ସାଙ୍ଗକୁ ଖେଳନା ବେସ ମଜା ନେଉଛନ୍ତି । କିଏ ପାରାଦୀପ ରୁ ତ କିଏ କଟକରୁ ତ ଆଉ କିଏ ଭଦ୍ରକ ରୁ ସାରା ରାଜ୍ୟରୁ ଆସିଥାନ୍ତି ରାଜଧାନୀର ଦଶହରା ଦେଖିବାକୁ । ହେଲେ ଦୁର୍ଗାଙ୍କ ପୂଜା ଦର୍ଶନ ସହ ମିନା ବଜାରର ଉପଭୋଗ କରୁଛନ୍ତି ଦର୍ଶକ। ବିଭିନ୍ନ ପ୍ରକାରର ଜିନିଷ କିଣିବା ସହ ବିଭିନ୍ନ ଦୋଳି ଦେଖି ଖୁସି ଆଣିଦେଇଥାଏ। ସପରିବାରଙ୍କ ସମୟ ବାହାର କରି ଦଶହରା ବୁଲିବା ଏକ ନିଆରା ଲାଗିଥାଏ ବୋଲି କୁହନ୍ତି କିଛି ଦର୍ଶକ।

ରାଜଧାନୀରେ ପ୍ରତ୍ୟକ ବର୍ଷ ପାଇଁ ଚଳିତ ବର୍ଷ ମଧ୍ୟ ଦଶହରା ସହ ମିନା ବଜ଼ାର ଆସୁଛି। ଯାହା ଦେବୀ ଦର୍ଶନ ସହ ମିନା ବଜାର ଉପଭୋଗ କରୁଛନ୍ତି ଦର୍ଶକ। ହେଲେ ମିନାଵଜ଼ାର ବୁଲିବା ସହ ଜିନିଷ କିଣାକିଣି ମଧ୍ୟ କରିଥାନ୍ତି ଦର୍ଶକ।

Byte- ଅତିଶ୍ରୀ ମହାପାତ୍ର, ପାରାଦୀପ।
Byte- ମୋହିନ କୁମାର ବିଶ୍ୱାସ, ଭୁବନେଶ୍ୱର।
Byte-ସ୍ମୃତି ରେଖା ମହାପାତ୍ର, ଭଦ୍ରକ।
Byte-ସକୁନ୍ତଳା ବିଶ୍ଵାଳ, ଭଦ୍ରକ।
Byte- ସେଲି ବିଶ୍ୱାସ, ଭୁବନେଶ୍ୱର।
Byte- ମିଲନ କୁମାର ବିଶ୍ୱାସ, ଭୁବନେଶ୍ୱର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.