ETV Bharat / city

ମୃଦୁ ଭୂକମ୍ପ ଝଟକା ଅନୁଭୂତ - ଭୂମିକମ୍ପ

ମୃଦୁ ଭୂକମ୍ପ ଝଟକାରେ ଥରିଲା ଓଡିଶାର ବିଭିନ୍ନ ସ୍ଥାନ । କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା । ଅଧିକ ପଢନ୍ତୁ....

Mild tremor felt in Baliguda, Daringbadi, Raikia & Mohana area at around 9.45 pm today
ମୃଦୁ ଭୂକମ୍ପ ଝଟକାରେ ଥରିଲା ଓଡିଶା
author img

By

Published : Jan 8, 2021, 10:37 PM IST

ଫୁଲବାଣୀ: ଭୂମିକମ୍ପ ଝଟକାରେ ଥରିଲା ଓଡିଶାର ବିଭିନ୍ନ ସ୍ଥାନ । ଶୁକ୍ରବାର ରାତି 9.45ରେ ରାଜ୍ୟର କନ୍ଧାମାଳ ଜିଲ୍ଲାର ଦାରିଙ୍ଗିବାଡି ,ବାଲିଗୁଡା, ଟିକାବାଲି, ରାଇକିଆ ଓ ଘୁ ଉଦୟଗିରିରେ ଭୂମିକମ୍ପ ହୋଇଛି । ପ୍ରାୟ ୫ ସେକେଣ୍ଡ ପାଇଁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଲୋକେ ଭୟରେ ଘର ବାହାରକୁ ଧାଇଁ ଆସିଥିଲେ ।

ଏହାସହ ଗଜପତି ଜିଲ୍ଲାର ମୋହନାରେ ବି ଭୂକମ୍ପ ହୋଇଛି । ଏଥିରେ କେହି ମୃତାହତ ହୋଇ ନଥିବା ବେଳେ କୌଣସି କ୍ଷୟକ୍ଷତି ହୋଇ ନଥିବା ନେଇ ସୂଚନା ମିଳିନାହିଁ ।

କନ୍ଧମାଳରୁ ସଦାଶିବ ପାତ୍ର ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.