ETV Bharat / city

ଚୋର ଘରେ ଚୋରି, ମିଟର ଟାମ୍ପରିଂ କରୁଥିଲେ ସେସୁ କର୍ମଚାରୀ - ଭୁବନେଶ୍ବରରେ ବିଦ୍ୟୁତ ଚୋରି

ରାଜଧାନୀ ଭୁବନେଶ୍ବର ପାୱାର ହାଉସ କଲୋନିରେ ବିଦ୍ୟୁତ କର୍ମଚାରୀଙ୍କ ଘରେ ବିଦ୍ୟୁତ ଚୋରି । ମିଟର ଟାମ୍ପରିଂ କରି ବିଦ୍ୟୁତ ଚୋରି କରୁଥିଲେ ଖୋଦ ଦୁଇଜଣ ସେସୁ କର୍ମଚାରୀ।

ମିଟର ଟାମ୍ପରିଂ କରୁଥିଲେ ସେସୁ କର୍ମଚାରୀ
author img

By

Published : Oct 15, 2019, 9:06 AM IST

ଭୁବନେଶ୍ବର: ବିଦ୍ୟୁତ କର୍ମଚାରୀଙ୍କ ଘରେ ବିଦ୍ୟୁତ ଚୋରି। କଥାଟା ଶୁଣିବାକୁ ଅଡୁଆ ଲାଗି ଥାଇ ପାରେ, କିନ୍ତୁ ଘଟଣାଟି ସତ। ରାଜଧାନୀର ପାୱାର ହାଉସ କଲୋନିରେ ଚେକିଂ ବେଳେ ସାମ୍ନାକୁ ଆସିଛି ଏପରି ସତ୍ୟ ଘଟଣା।

ମିଟର ଟାମ୍ପରିଂ କରି ବିଦ୍ୟୁତ ଚୋରି କରୁଥିଲେ ଖୋଦ ଦୁଇଜଣ ସେସୁ କର୍ମଚାରୀ। ପ୍ରାୟ ୨୦ଟି କ୍ବାଟରରେ ଅଚାନକ ଚେକିଂ କରିଥିଲେ ବିଦ୍ୟୁତ କର୍ମଚାରୀ। ତେବେ ଦୁଇଜଣ ସେସୁ କର୍ମଚାରୀ ଧରାପଡିବା ପରେ ୪୫ ହଜାର ୨୦୦ ଟଙ୍କାର ଫାଇନ ଦେଇଥିଲେ । ପରେ ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୁଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଚୋର ଘରେ ଚୋରି,ମିଟର ଟାମ୍ପରିଂ କରୁଥିଲେ ସେସୁ କର୍ମଚାରିBody:

ବିଦ୍ଯୁତ କର୍ମଚାରିଙ୍କ ଘରେ ବିଦ୍ଯୁତ ଚୋରି।କଥାଟା ଶୁଣୀବାକୁ ଅଡୁଆ ଲାଗିଥାଇପାରେ କିନ୍ତୁ ଘଟଣା ସତ।ରାଜଧାନୀର ପାୱାର ହାଉସ କଲୋନିରେ ଚେକି ବେଳେ ସାମ୍ନାକୁ ଆସିଛି ଏପରି ସତ।ମିଟର ଟାମ୍ପରି କରି ବିଦ୍ଯୁତ ଚୋରି କରୁଥିଲେ ଖୋଦ ଦୁଇଜଣ ସେସୁ କର୍ମଚାରି।ପ୍ରାୟ ୨୦ ଟି କ୍ବାଟରରେ ଅଚାନକ ଚେକିଂ କରିଥିଲେ ବିଦ୍ଯୁତ କର୍ମଚାରି।ତେବେ ଦୁଇଜଣ ସେସୁ କର୍ମଚାରି ଧରାପଡିବା ପହେ ୪୫୨୦୦ ଟଙ୍କାର ଫାଇନ ଲଗାଇଥିଲ୍।ପରେ ତାଙ୍କ ଉପରେ ବିଭାଗିୟ କାର୍ଯାନୁଷ୍ଠାନ କରାଯିବ ବୋଲି ସୁଚନା ମିଳିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.