ETV Bharat / city

ରାଜଧାନୀର ବିଭିନ୍ନ ପାର୍କରେ ପରିବେଶ ସୁରକ୍ଷା ବାର୍ତ୍ତା - ପରିବେଶ ସୁରକ୍ଷାର ବାର୍ତ୍ତା

ରାଜଧାନୀର ବିଭିନ୍ନ ପାର୍କରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ଫୋକସ ଓଡିଶା ଫାଉଣ୍ଡେସନ ଓ ସହଭାଗିତା ବିକାଶ ମଞ୍ଚ । ଜଳବାୟୁ ପରିବର୍ତ୍ତନ ଓ ଲୋକଙ୍କୁ ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ଦେଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର
author img

By

Published : Sep 27, 2019, 9:40 PM IST

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ପାର୍କ ରେ ପରିବେଶ ସୁରକ୍ଷାର ବାର୍ତ୍ତା । ଫୋକସ ଓଡିଶା ଫାଉଣ୍ଡେସନ ଓ ସହଭାଗିତା ବିକାଶ ମଞ୍ଚ ବିଭିନ୍ନ ପାର୍କ ସମ୍ମୁଖରେ ପ୍ଲାକାର୍ଡ ମାଧ୍ୟମରେ ଲୋକମାନଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି । ସେହିପରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶ ପାଇଁ ବାଣ୍ଟିଛନ୍ତି ସଚେତନତା ବାର୍ତ୍ତା ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର

ବର୍ତ୍ତମାନ ସାରା ଦେଶରେ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ମନୁଷ୍ୟ ଯୋଗୁଁ ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଦେଖାଦେଇଛି । ଯାହା ଫଳରେ ଅନେକ ସ୍ଥଳଭାଗ ଠାରୁ ଜଳଭାଗ ପର୍ଯ୍ୟନ୍ତ ସବୁ ଜୀବଜନ୍ତୁ ସରୀସୃପ ମଧ୍ୟ ପ୍ରଭାବିତ ହେବରେ ଲାଗିଛନ୍ତି । ଯଥା ଶୀଘ୍ର ମଣିଷ ଏଥିପ୍ରତି ଧ୍ୟାନ ନ ଦେଲେ । ଆଗାମୀ ଦିନରେ ସାରା ବିଶ୍ବ ଧ୍ବଂସ ହେବାକୁ ପଛାଇବ ନାହିଁ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷିରେ ରାଜଧାନୀ ର ବିଭିନ୍ନ ପାର୍କରେ ଲୋକଙ୍କୁ ପରିବେଶ ସଚେତନତାର ବାର୍ତା ବଣ୍ଟାଯାଉଛି ।

ଭୁବନେଶ୍ବରରୁ,ସତରୂପା ସାମନ୍ତରାଏ, ଇଟିଭି ଭାରତ

Intro:ରାଜଧାନୀ ର ବିଭିନ୍ନ ପାର୍କ ରେ ପରିବେଶ ସୁରକ୍ଷା ର ବର୍ତା।
ବର୍ତ୍ତମାନ ସାରା ଦେଶ ରେ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି।ମଣିଷ ମାନଙ୍କ ପାଇଁ ହିଁ ଜଳବାୟୁ ପରିବର୍ତ୍ତନ ହେବାରେ ହେବାରେ ଲାଗିଛି। ଯାହା ଫଳରେ ଅନେକ ସ୍ତଳ ଭାଗ ଠାରୁ ଜଳଭାଗ ପର୍ଯ୍ୟନ୍ତ ସବୁ ଜୀବଜନ୍ତୁ ସରୀସୃପ ମଧ୍ୟ ପ୍ରଭାବିତ ହେଉଛନ୍ତି। ଯଥା ଶୀଘ୍ର ମଣିଷ ଏଥି ପ୍ରତି ଧ୍ୟାନ ନ ଦେଲେ ସାରା ବିଶ୍ୱ ଧ୍ୱଂସ ହେବା କୁ ପଛାଇବ ନାହିଁ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି । ଆଜି ଏହି ପରିପେକ୍ଷି ରେ ରାଜଧାନୀ ର ବିଭିନ୍ନ ପାର୍କ ରେ ଲୋକଙ୍କୁ ପରିବେଶ ସଚେତନତା ର ବାର୍ତା ବଣ୍ଟାଯାଉଛି। Body:ରାଜଧାନୀ ର ବିଭିନ୍ନ ପାର୍କ ରେ ପରିବେଶ ସୁରକ୍ଷା ର ବର୍ତା।
ବର୍ତ୍ତମାନ ସାରା ଦେଶ ରେ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି।ମଣିଷ ମାନଙ୍କ ପାଇଁ ହିଁ ଜଳବାୟୁ ପରିବର୍ତ୍ତନ ହେବାରେ ହେବାରେ ଲାଗିଛି। ଯାହା ଫଳରେ ଅନେକ ସ୍ତଳ ଭାଗ ଠାରୁ ଜଳଭାଗ ପର୍ଯ୍ୟନ୍ତ ସବୁ ଜୀବଜନ୍ତୁ ସରୀସୃପ ମଧ୍ୟ ପ୍ରଭାବିତ ହେଉଛନ୍ତି। ଯଥା ଶୀଘ୍ର ମଣିଷ ଏଥି ପ୍ରତି ଧ୍ୟାନ ନ ଦେଲେ ସାରା ବିଶ୍ୱ ଧ୍ୱଂସ ହେବା କୁ ପଛାଇବ ନାହିଁ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି । ଆଜି ଏହି ପରିପେକ୍ଷି ରେ ରାଜଧାନୀ ର ବିଭିନ୍ନ ପାର୍କ ରେ ଲୋକଙ୍କୁ ପରିବେଶ ସଚେତନତା ର ବାର୍ତା ବଣ୍ଟାଯାଉଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.