ETV Bharat / city

ପରିବା ରାଣୀ ମାମୁନି, କଳାକୃତି ଦେଖିଲେ ଲାଖିଯିବ ଆଖି - physically challenged girl mamuni

ମାମୁନି ଦଳାଇ। ପିଲାଟି ଦିନରୁ ଚାଲିପାରନ୍ତି ନାହିଁ । ହାତ ବି ଭଲରେ କାମ କରୁନି। କିନ୍ତୁ ସେ କୌଣସି ସାଧାରଣ ଝିଅଟିଏ ଠାରୁ କମନୁହଁନ୍ତି। ନିଜ ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ବାସରେ ସେ ଆଗେଇ ଚାଲିଛନ୍ତି। ଅଧିକ ପଢନ୍ତୁ...

କେବଳ ଶରୀରରୁ ଦିବ୍ୟାଙ୍ଗ, ବିଚାରରରୁ ନୁହେଁ
କେବଳ ଶରୀରରୁ ଦିବ୍ୟାଙ୍ଗ, ବିଚାରରରୁ ନୁହେଁ
author img

By

Published : Dec 3, 2019, 7:16 PM IST

ଭୁବନେଶ୍ବର: ତାଙ୍କ ହାତ ସାଧାରଣ ନୁହେଁ। ତଥାପି ସେ କରିପାରନ୍ତି ଅସାଧାରଣ କାମ। ନିଜ କଳା କାରିଗରୀରେ ସେ ପରିବାକୁ ବ୍ୟବହାର କରି ନାନାଦି କଳାକୃତି କରିଥାନ୍ତି । ବାଇଗଣ, ଗାଜର, ଅମୃତଭଣ୍ଡାକୁ ସେ ଅତିସୁନ୍ଦର ଓ ସହଜରେ ମୂର୍ତ୍ତିର ରୂପ ଦିଅନ୍ତି । କେବେଳ ଏତିକି ନୁହେଁ ପାଠ, ଗୀତ, କମ୍ପୁଟର ସବୁଥିରେ ସେ ପାରଙ୍ଗମ । ଏଥିପାଇଁ ସେ ରାଜ୍ୟ ସରକାରଙ୍କଠାରୁ ବହୁ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି। ହେଲେ ଦୁଃଖ ଯେ କେବଳ ମାନପତ୍ର ଓ ପ୍ରାଇଜରେ ଅଟକିଗଲା ତାଙ୍କ ସ୍ବପ୍ନ।

ମାମୁନି ଦଳାଇ । ପିଲାଟି ଦିନରୁ ଚାଲିପାରନ୍ତି ନାହିଁ। ହାତ ବି ଭଲରେ କାମ କରୁନି। କିନ୍ତୁ ସେ କୌଣସି ସାଧାରଣ ଝିଅଟିଏ ଠାରୁ କମ ନୁହଁନ୍ତି । ନିଜ ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ବାସରେ ସେ ଆଗେଇ ଚାଲିଛନ୍ତି। ହେଲେ ଦୁଃଖ ଯେ, ବାପା ଚାଲିଯିବା ପରେ ଏବେ ଘରର ରୋଜଗାର କିଛି ପନ୍ଥା ନାହିଁ । ତା ଉପରେ ପୁଣି 3 ପ୍ରାଣୀ । ଏତେ ସବୁ ଭିତରେ ମାମୁନିଙ୍କ ରକ୍ଷଣାବେକ୍ଷଣା ଓ ପାଠପଢା କଷ୍ଟକର ହୋଇପଡିଛି । କେବଳ 500 ଟଙ୍କାର ଭତ୍ତା ଛଡା ଆଉ କିଛି ମିଳୁନି।

କେବଳ ଶରୀରରୁ ଦିବ୍ୟାଙ୍ଗ, ବିଚାରରରୁ ନୁହେଁ

ସମସ୍ତେ ପାଳନ କରୁଛନ୍ତି ବିଶ୍ଵ ଭିନ୍ନକ୍ଷମ ଦିବସ। ମାତ୍ର ମାମୁନିଙ୍କ ଭଳି ଦିବ୍ୟାଙ୍ଗଙ୍କ ପ୍ରତି ସତେ ଯେମିତି କାହାର ଦୃଷ୍ଟି ନାହିଁ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭିନ୍ନକ୍ଷମ ଦିବସ ସ୍ପେଶାଲ ଷ୍ଟୋରୀ।

ଭିନ୍ନକ୍ଷମ ମାନୁନି ଙ୍କ ହାତର ଯାଦୁଗରୀ ପରିବା କୁ କରି ଦେଉଛି ଜୀବନ୍ତ ମଣିଷ ଓ ପଶୁ ପକ୍ଷୀ ର ଆକୃତି। ହେଲେ ଅର୍ଥ ସାଜୁଛି ବାଧକ

ଭିଓ 1
ଆଜି ହେଉଛି ବିଶ୍ଵ ଭିନ୍ନକ୍ଷମ ଦିବସ। ଆଜିର ଏହି ଦିନ କୁ1992 ମସିହାରୁ ସଭିଏଁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଉତ୍ସଗୀକୃତ କରିଥାନ୍ତି। ରାଜଧାନୀର ର ବିଭିନ୍ନ ଅଞ୍ଚଳ ରେ ବି ଆଜି ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏହି ଦିବସ କୁ ପାଳନ କରୁଛନ୍ତି। ଅନ୍ୟ ପଟେ ସରକାର ମଧ୍ୟ ଦିବ୍ୟାଙ୍ଗ ମାନଙ୍କୁ ସ୍ୱାଭାଲମ୍ଭି କରିବା ପାଇଁ ଅନେକ ଯୋଜନା ସବୁ କରୁଛନ୍ତି। ହେଲେ କେବଳ ସରକାରୀ ଭତ୍ତା ଟିକିଏ ପାଇ ଆଉ ସବୁ ଯୋଜନା ରୁ ବଂଚିତ ଅଛନ୍ତି ଅନେକ ଦିବ୍ୟାଙ୍ଗ। ଠିକ ଯେମିତି ରାଜଧାନୀ ଭୁବନେଶ୍ୱର ର ମାମୁନି ଦଳାଇ।

ଭିଓ2
ପିଲା ଟି ଦିନ ରୁ ମାନୁନି ଦିବ୍ୟାଙ୍ଗ,ଆଉ ଏ କଥା ଜାଣିବାରୁ ପରିବାର ସହ ଗାଁ ଲୋକଙ୍କ ଟାହି ଟାପରା ଯୋଗୁ ମାମୁନି ଙ୍କ ମା ଓ ବାପା ମାନୁନି ଙ୍କୁ ଗାଁ ରୁ ଧରୁ ଚାଲି ଆସିଥିଲେ ରାଜଧାନୀ ଭୁବନେଶ୍ବର। ଆଉ ଆଶା ବାନ୍ଧିଥିଲେ ମାନୁନି ଭିନ୍ନକ୍ଷମ ହେଲେ ବି ସେ ସାଧାରଣ ପିଲା ଭଳି ପାଠ ପଢି ନିଜ ଗୋଡ଼ ରେ ନିଜେ ଛିଡା ହୋଇ ଦିନେ ନାଁ କରିବ। ହେଲେ ଅଭାବ ଅନାଟନ ଓ ବାପା ଙ୍କ ଚାଲିଯିବା ପରେ ମାନୁନି ର ପାଠ ପଢା ଏବେ ଦେଛକି ରେ। ଗୋଟିଏ ପଟେ ମାନୁନି ଖାଲି ଭଲ ପାଠ ପଢେ ନାହିଁ ତା ସାଙ୍ଗକୁ ସେ ନାଚ ଗୀତ ସହ ପରିବା କୁ ନେଇ ଅନେକ ମନ ଲୋଭା ଜିନିଷ ସବୁ ତିଆରି କରି ପାରନ୍ତି। ହାତ ଦୁଇ ଟି ଭଲ ଭାବରେ ଚାଲୁନାହିଁ ସହ ହେଲେ ସେହି ହାତ ର ଯାଦୁଗରୀ ଛିଟା ରେ ଖାଇବା ପରିବା କୁ ଏକ ଜୀବନ୍ତ ମଣିଷ ଓ ପଶୁ ପକ୍ଷୀ ର ଆକୃତି ଦେଇ ଦିଆନ୍ତି ମାମୁନି। ଆଉ ଏ ସବୁ ପାଇଁ ଅନେକ ଥର ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ସମ୍ମ।ନିତ ମଧ୍ୟ ହୋଇଛି।

ବାଇଟ- ମାମୁନି ଦଳାଇ
ବାଇଟ- କୁନି ଦଳାଇ,ମା
ବାଇଟ-ସସ୍ମିତା ଦଳାଇ,ସାନ ଭଉଣୀ

ଭିଓ 3
ହେଲେ ଅଭାବ ଓ ଅନାଟନ ତାଙ୍କୁ ଏ ସବୁ କରିବା ରେ ବାଧା ଦେଉଛି। ପାଠ ପଢିବା ସହ ଏ ସବୁ କାର୍ଯ୍ୟ କୁ ଜରିରଖିବା ପାଇଁ ସେ ଚାହିଁଲେ ବି କରି ପାରୁନାହାନ୍ତି। କେବଳ ସରକାର ଙ୍କ 500 ଟଙ୍କା ଭିନ୍ନକ୍ଷମ ଭତ୍ତା ତାଙ୍କର ବଞ୍ଚିବାର ଏକ ମାତ୍ର ମାଧ୍ୟମ।ସରକାର ଜାଗା ରେ ଘର ଖଣ୍ଡେ ଥିବାର ଉଠିଯିବର ଭୟ ସହ ନିଜର ନିତ୍ୟକର୍ମ କରିବା ପାଇଁ ଶୋଚାଳୟ ଟିଏ ନାହିଁ ଯାହା ମାନୁନି ଙ୍କ ବୋଝ ଉପରେ ନଳିତା ବିଡ଼ା ପାଲଟିଛି। ତେବେ ଦେଖିବାର ରହିଲା ଏଭଳି ଭିନ୍ନକ୍ଷମ ପାଇଁ ସରକାର ସୁଦୃଷ୍ଟି କେବେ ପଡୁଛି।

Body:ଭିନ୍ନକ୍ଷମ ଦିବସ ସ୍ପେଶାଲ ଷ୍ଟୋରୀ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.